ଚନ୍ଦନ ବଜାର ଶ୍ରି ଶ୍ରୀ ମହାଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ତରଫରୁ ମହାଲକ୍ଷ୍ମୀ ପୂଜା ପାଳିତ

ଢେଙ୍କାନାଳ :ଚନ୍ଦନ ବଜାର ଶ୍ରି ଶ୍ରୀ ମହାଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ତରଫରୁ ମହାଲକ୍ଷ୍ମୀ ପୂଜା ପାଳିତ ହୋଇଯାଇଛି । ପ୍ରତାହାରୁ କଳସ ଯାତ୍ରା ପରେ ସୃର୍ଯ୍ୟ ପୂଜା ମଣ୍ଡଳ ପୂଜା ଚକ୍ଷୁ ଦାନ ମହାଲକ୍ଷ୍ମୀ ଙ୍କୁ ଆବାହନ । ମା ଙ୍କର…

ଢେଙ୍କାନାଳ ଗୋପବନ୍ଧୁ ବଜାର ସ୍ଥିତ ଡଙ୍କୁଣିଆ ସାହି ରେ ମହାଲକ୍ଷ୍ମୀ ପୂଜା ପାଳିତ

ଢେଙ୍କାନାଳ: ଗୋପବନ୍ଧୁ ବଜାର ସ୍ଥିତ ଡଙ୍କୁ ଣିଆ ସାହି ଶ୍ରି ଶ୍ରୀ ମହାଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ତରଫରୁ ମହାଲକ୍ଷ୍ମୀ ପୂଜା ପାଳିତ ହୋଇଯାଇଛି । ପ୍ରତାହାରୁ କଳସ ଯାତ୍ରା ପରେ ସୃର୍ଯ୍ୟ ପୂଜା ମଣ୍ଡଳ ପୂଜା ଚକ୍ଷୁ ଦାନ ମହାଲକ୍ଷ୍ମୀ ଙ୍କୁ…

କଳାହାଣ୍ଡି କଳାକାର ସଂଘ ପକ୍ଷରୁ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭବାନୀପାଟଣା :(ଅର୍ଜୁନ ପଟ୍ଟନାୟକ )କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ମହକୁମା ସ୍ଥିତ ସଂଘ କାର୍ଯ୍ୟାଳୟ ଠାରେ କଳାହାଣ୍ଡି କଳାକାର ସଂଘ ପକ୍ଷରୁ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଂଘ ସଭାପତି କାଦିର ଖାଁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ…

କୁଡୁତାଇ ପଞ୍ଚାୟତ ରେ ସରପଞ୍ଚ ଉପନିର୍ବାଚନ ପାଇଁ ଦାବି

ଜଗନ୍ନାଥପ୍ରସାଦ :୨୮/୧୦(ସୁଶାନ୍ତ କୁମାର ବେହେରା )ଜଗନ୍ନାଥପ୍ରସାଦ ବ୍ଲକ କୁଡୁତାଇ ପଞ୍ଚାୟତ ରେ ସରପଞ୍ଚ ନିର୍ବାଚନ କରିବା ପାଇଁ ପଞ୍ଚାୟତ ବାସୀଙ୍କ ପକ୍ଷରୁ ଦାବି ହୋଇଛି । ଗତ ମେ ମାସ ରେ କୁଡୁତାଇ ପଂଚାୟତ ସରପଞ୍ଚ ସନତ ପ୍ରଧାନ ଭୁଁଇ କରୋଡ଼ା…

ଭବାନୀପାଟଣାରେ ପଥୋତ୍ସବ ଅନୁଷ୍ଠିତ

କଳାହାଣ୍ଡି:( ନରେନ୍ଦ୍ର ନେଗୀ)ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସମ୍ମୁଖ ରାସ୍ତା କଡ଼ରେ ଶନିବାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ୨୦୨୪ ଉପଲକ୍ଷେ ପଥଉତ୍ସବ ଓ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ପଦଯାତ୍ରା କାର୍ଯ୍ୟକ୍ରମରେ ଭବାନୀପାଟଣା ସହରର ୧୪ ଟି ଉଚ୍ଚମାଧ୍ୟମିକ ଓ ମହାବିଦ୍ୟାଳୟ ର ବହୁ…

ଢେଙ୍କାନାଳ ଜିଲ୍ଲା ଓଷ୍ଟା ସଂଘର ବୈଠକ

ଢେଙ୍କାନାଳ ;ଜିଲ୍ଲା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ଏକ ସଭା ଶିକ୍ଷକ ସଂଘ ଭବନରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସଂଘର କାର୍ଯ୍ୟକାରୀ ସଭାପତି ପିତାମ୍ବର ଦାଶ ସଭାପତିତ୍ବ କରିଥିଲେ । ସଂଘ ସଂପାଦକ ବିଭୂତି ସାମଲ ବୈଠକର ଉଦ୍ଦେଶ୍ୟ ଜ୍ଞାପନ…

ଯୋରନ୍ଦା ଅଂଚଳରେ ଜୟ ମା ଦୁର୍ଗା ପୂଜା

ଢେଙ୍କାନାଳ:ଢେଙ୍କାନାଳ ଜିଲ୍ଲା ସଦର ନିର୍ବାଚନ ମଦଳୀ ଗଁଦିଆ ବ୍ଲଲ ଅନ୍ତର୍ଗତ ଯୋରନ୍ଦା ଅଂଚଳର ଜୟ ମା ଦୁର୍ଗା ପୂଜା ପ୍ରତିଷ୍ଠାନ, କଙ୍କା ଆନୁକୂଲ୍ୟରେ ଚଳିତ ବର୍ଷର ୩୧ତମ ଶାରଦୀୟ ଦୁର୍ଗାପୂଜା କଙ୍କା ଗ୍ରାମ ପୂଜା ମଣ୍ଡପରେ ମହା ଆନନ୍ଦ ଉଲ୍ଲାସର ସହିତ…

ରୀତିନୀତିରେ ସମ୍ପର୍ଣ୍ଣ ହେଲା ମା ଦଶଭୁଜା ଙ୍କ ପର୍ବ

ହରଭଙ୍ଗା :(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲାର ବିଭିନ୍ନ ପୂଜା ମଣ୍ଡପରେ ରୀତି ନୀତି ଅନୁଯାୟୀ ଆରମ୍ଭ ହୋଇଛି ଜଗତଜନନୀ ମାଁ ଦୁର୍ଗା ଙ୍କ ପୂଜାର୍ଚ୍ଚନା। ଚଳଞ୍ଚଳ ହୋଇ ଉଠିଛି ଗାଁରୁ ସହର ।ଜଗତଜନନୀ ମାଁ ଦୂର୍ଗା ଧରାପୃଷ୍ଠୁ କୁ ଆଗମନ କରିଥିବା ବେଳେ…

ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହେଲା ଶ୍ରୀ ଦୁର୍ଗା ମହୋତ୍ସବ

କଳାହାଣ୍ଡି:(ନରେନ୍ଦ୍ର ନେଗୀ)କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ସମଗ୍ର ଜୟପାଟଣା ଅଞ୍ଚଳର ସମସ୍ତ ଶକ୍ତି ପୀଠ ଓ ମଣ୍ଡପ ମାନଙ୍କରେ ଶ୍ରଦ୍ଧା ଓ ଭକ୍ତିର ସହ ମାଆ ଦୁର୍ଗତି ନାସିନୀ ଙ୍କ ନବ ଦିନାତ୍ମକ ପୂଜା ସହ ଦଶହରା ପର୍ବ ଧୁମ ଧାମ ରେ…

ମା କନକ ଦୁର୍ଗାଙ୍କ ପୀଠରେ ବିଜୟା ଦଶମୀ ପାଳିତ

ଢେଙ୍କାନାଳ :ଜୁବୁଲି ଟାଉନ୍ ସ୍ଥିତ ମା କନକ ଦୁର୍ଗାଙ୍କ ପୀଠରେ ଆଜି ବିଜୟା ଦଶମୀ ଉତ୍ସବ ପାଳିତ ହୋଇଯାଇଛି। ପ୍ରାତଃ ରୁ ମଙ୍ଗଳ ଆଳତି ମହାସ୍ନାନ ନୂତନ ବସ୍ତ୍ର ବିଭିନ୍ନ ଫୁଲହାର ରେ ମା’ଙ୍କୁ ସୁସଜ୍ଜିତ କରାଯାଇଥିଲା। ବିଜୟା ଦଶମୀ ଉପଲକ୍ଷେ…