ସୁରଭି ସୃଜନାତ୍ମକ ଲିଖନ ପ୍ରତିଯୋଗିତା ରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ମହିଳା H,H,S ଛାତ୍ରୀ

ଧର୍ମଗଡ଼ :(ହେମନ୍ତ କୁମାର ମାଝୀ)ସୁରଭି ସୃଜନାତ୍ମକ ଲିଖନ ପ୍ରତିଯୋଗିତା ରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ମହିଳା H,H,S ଛାତ୍ରୀ ଅନୁପମା ମାଝୀ ଏଵଂ ଵଗାଡ ଉପ ପ୍ରାମେରୀ ବିଦ୍ୟାଳୟ ଛାତ୍ରୀ ତପସ୍ଵିନୀ ନାଏକ । ଧର୍ମଗଡ଼ ତା ୧୨/୧୧/୨୩ ରାଜ୍ୟ ସରକାର…

ମା ଦକ୍ଷିଣ କାଳୀଙ୍କ ମନ୍ଦିରରେ କାଳି ପୂଜା ପାଳିତ

ଢେଙ୍କାନାଳ :ଦକ୍ଷିଣ କାଳି ରୋଡ ସ୍ଥିତ ମା ଦକ୍ଷିଣ କାଳି ଙ୍କ ମନ୍ଦିର ରେ କାଳି ପୂଜା ପାଳିତ ହୋଇଯାଇଛି। ପ୍ରାତଃ ରୁ ମଙ୍ଗଳ ଆଳତି ମା ଙ୍କୁ ମହାସ୍ନାନ ନୂତନ ବସ୍ତ୍ର ବିଭିନ୍ନ ଫୁଲ ହାର ରେ ମା ଙ୍କୁ…

ଭୂଷଣ ଷ୍ଟିଲ ପ୍ଲାଣ୍ଟ କାମ ସାରି ଫେରୁଥିବା ସମୟରେ ସ୍ତ୍ରୀ ନିଖୋଜ

ଢେଙ୍କାନାଳ:ଢେଙ୍କାନାଳ ଜିଲ୍ଲା କମଳାଙ୍ଗ ଗ୍ରାମର ଗିରିଶ ନାଏକ ଙ୍କ ସ୍ତ୍ରୀ ସୁନୀତା ନାଏକ ବୟସ ୩୦ବର୍ଷ ଟାଟା ଷ୍ଟିଲ ମେରାମୁଣ୍ଡୁଳୀ ଅଧିନସ୍ଥ ଏକ ଠିକା ସଂସ୍ଥା ରେ ଅଣ କୁଶଳୀ ଶ୍ରମିକ ଭାବେ କାମକରନ୍ତି । ପ୍ରତିଦିନ ସକାଳ ୮ ରୁ…

ଗର୍ଜିଲେ ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଚିଟଫଣ୍ଡ କ୍ଷତିଗ୍ରସ୍ତ ହଜାର ହଜାର ଜମାକାରୀଙ୍କ ଏକ ଗଣ ସତ୍ୟାଗ୍ରହ ଆନ୍ଦୋଳନ କରି ଗର୍ଜନ କରିଛନ୍ତି l ସମସ୍ତ କମ୍ପାନୀର କ୍ଷତିଗ୍ରସ୍ତ ଜମାକାରୀଙ୍କୁ ତହସିଲ ଜରିଆରେ ଚିହ୍ନଟ, ଛୋଟ ଓ ବଡ଼ ସମସ୍ତ…

କାଶୀପୁର ଠାରେ ଜାତୀୟ ଆଇନ ସେବା ପ୍ରାଧିକାରଣ ଦିବସ ପାଳିତ

କାଶୀପୁର:(ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି କାଶୀପୁର ତାଳୁକ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜାତୀୟ ଆଇନ ସେବା ପ୍ରାଧିକାରଣ ଦିବସ ପାଳିତ ହେଇଯାଇଛି । କାର୍ଯ୍ୟକ୍ରମ ରେ ମୁଖ୍ୟ ବକ୍ତା ଭାବେ କାଶୀପୁର…

କୁସଙ୍ଗ ବନ୍ୟ ପ୍ରାଣୀ ଅଭୟରଣ୍ୟ ଅଂଚଳରେ ପର୍ଯ୍ୟଟନ ସ୍ଥଳୀ ନିର୍ମାଣ ପାଇଁ ପରିଦର୍ଶନ କଲେ ମନ୍ତ୍ରୀ

ବୌଦ୍ଧ: (ଚିତ୍ତ ରଞ୍ଜନ ସିଂ )ବୌଦ୍ଧ ଜ଼ିଲ୍ଲା ହରଭଙ୍ଗା ବ୍ଲକ କୁସଙ୍ଗ ପଂଚାୟତ ର ବଣ୍ୟ ପ୍ରାଣୀ ଅଭୟା ରଣ୍ୟ ର ଅତଲସରା ମହାନଦୀ କୂଳରେ ଥିବା 5ଏକର ବିଶିଷ୍ଟ ଜାଗାରେ ଏକ ପର୍ଯ୍ୟଟନ ସ୍ଥଳ ହେବ ସେଥିରେ ଉଚ୍ଚ ତର…

ଦଶରଥପୁର କଂଗ୍ରେସ ପକ୍ଷରୁ ଲୁଲୁ ମହାପାତ୍ରଙ୍କ ସପ୍ତମ ଶ୍ରଦ୍ଧାଞ୍ଝଳି ସଭା

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପିସିସି କାର୍ଯ୍ୟକାରୀ ସଭାପତି ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର(ଲୁଲୁ)ଙ୍କ ସପ୍ତମ ଶ୍ରାଦ୍ଧ ବାର୍ଷିକ ଦଶରଥପୁର କଂଗ୍ରେସ ପକ୍ଷରୁ ପାଳିତ ହୋଇଯାଇଛି । ଦଶରଥପୁର ବ୍ଲକ କଂଗ୍ରେସ ସଭାପତି ଶ୍ୟାସୁନ୍ଦର…

ନଭେମ୍ବର ୧୦ରୁ ଇନ୍ଦ୍ରାବତୀ ରୁ ଖରିଫ ଜଳ ସେଚନ ବନ୍ଦ ରହିବ

କଳାହାଣ୍ଡି:(ନରେନ୍ଦ୍ର ନେଗୀ)ଇନ୍ଦ୍ରାବତୀ ଜଳ ସେଚନ ବିଭାଗ ର ଖରିଫ ଜଳ ସେଚନ ସମୟ ସୀମା ପୂର୍ଣ୍ଣାଙ୍ଗ ହେବାକୁ ଯାଉଥିବା ବେଳେ ଆସନ୍ତା ନଭେମ୍ବର ୧୦ତାରିଖ ରୁ ଖରିଫ ଜଳ ସେଚନ ବନ୍ଦ ହୋଇଯିବ ବୋଲି ବୁଧବାର ଦିନ ବିଭିନ୍ନ ଗ୍ରାମରେ ବିଭାଗ…

ବୌଦ୍ଧ ଜିଲ୍ଲା ରେ ଆମ ଓଡିଶା ନବୀନ ଓଡିଶା ପ୍ରକଳ୍ପର ଶୁଭାରମ୍ଭବ

ହରଭଙ୍ଗା:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ରେ ୩୪କୋଟି ୫୦ଲକ୍ଷ ଟଙ୍କା ବିନିଯୋଗ ରେ ୧ହଜାର ୧୫୯ଟି ପ୍ରକଳ୍ପ ର ଉର୍ଣ୍ଣତି ହେବବୋଲି ଜଣାଯାଇଛି l ଉକ୍ତ ପ୍ରକଳ୍ପ ଦ୍ୱାରା ମଠ, ମନ୍ଦିର, ମସଜିଦ, ଖେଳ ପଡିଆ ର ଉନ୍ନତି କରଣ କାର୍ଯ୍ୟ ତୋରାନ୍ୱିତ…

ନିରାପଦ ମାତୃତ୍ଵ କୁ ନେଇ ଅହରହ ପ୍ରଶ୍ନବାଚୀ,ସଡକ ନାହିଁ, ଖଟିଆ ରେ ବୁହା ହେଲେ ପ୍ରସୂତି !

କଳାହାଣ୍ଡି:(ନରେନ୍ଦ୍ର ନେଗୀ)ପାହାଡ଼ ଉପରେ ଶହ ଶହ ବର୍ଷ ଧରି ଅବସ୍ଥାନ ସାଙ୍ଗକୁ ଏକ ନିର୍ବା ସୀତ ଜୀବନ ବଞ୍ଚି ଆସୁଥିବା ଆଦିବାସୀଙ୍କ ପାଇଁ ନିରାପଦ ମାତୃତ୍ଵ ଏବେବି ସ୍ବପ୍ନ ପାଲଟିଛି|ଗତ ସୋମବାର ଦିନ ଏକ ଆସନ୍ନ ପ୍ରସବା ର ଗର୍ଭ ଯନ୍ତ୍ରଣା…