ଦଲାଲ ହାତରେ ତାଳଗଛ

ହରଭଙ୍ଗା(ଚିତ୍ତରଞ୍ଜନସିଂ) ବାହାର ରାଜ୍ୟ ର ଦଲାଲ ବର୍ତମାନ ବୌଦ୍ଧ ଜିଲ୍ଲା ରେ ସକ୍ରିୟ l ଶାଗ ମାଛ ଦର ରେ ବିନା ଅନୁମତି ଲୋକଙ୍କୁ ଠକି ଶହ ଶହ ତାଳ ଗଛ କାଟି ବାହାର ରାଜ୍ୟ କୁ ଦିନ ଦିପହରେ ଟ୍ରକ…

ପିଙ୍ଗଲମୁଣ୍ଡା ଗ୍ରାମକୁ ସାତ ପକ୍କା ରାସ୍ତା କେବେ ? ବର୍ଷା ଦିନ ହେଲେ ଯାତାୟାତରେ ଅସୁବିଧା ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ

ଖପ୍ରାଖୋଲ ୧୪/୦୨( ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଘୁନୁସର ପଞ୍ଚାୟତ ପିଙ୍ଗଲମୁଣ୍ଡା ଗ୍ରାମବାସୀ ପକ୍କା ରାସ୍ତା ପାଇବାରୁ ବଞ୍ଚିତ ରହିଥିବା ଅଭିଯୋଗ କରିଛନ୍ତି। ଅଭିଯୋଗ ମତେ ପକ୍କା ରାସ୍ତା ନିର୍ମାଣ ପାଇଁ ଦୀର୍ଘ ବର୍ଷ ହେବ ବ୍ଲକ…

ପ୍ରାଣୀ ଚିକିତ୍ସକ ଆନ୍ଦୋଳନ ପାଇଁ କ୍ଷତିଗ୍ରସ୍ତ ପ୍ରାଣୀ ପାଳକଙ୍କ ଦ୍ୱାରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )୪ ଦଫା ଦାବୀ ନେଇ ଓଡ଼ିଶା ପ୍ରାଣୀ ଚିକିତ୍ସା ସେବା ସଂଘ ଡାକରା ରେ ବୌଦ୍ଧ ଜିଲ୍ଲା ର ସମସ୍ତ ପ୍ରାଣୀ ଚିକିତ୍ସକ ୧୮.୦୧.୨୦୨୪ ଠାରୁ ସମୂହ ଛୁଟି ରେ ଅଛନ୍ତି। ଜିଲ୍ଲା ରେ କାର୍ଯ୍ୟରତ…

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନୂତନ ବସଷ୍ଟାଣ୍ଡ ଉଦଘାଟିତ

ହରଭଙ୍ଗା :  (ଚିତ୍ତ ରଞ୍ଜନ ସିଂ )ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଠାରେ ବହୁ ପ୍ରତିକ୍ଷିତ ହରଭଙ୍ଗା ବସଷ୍ଟାଣ୍ଡ ଆଜି ସାମୁହିକ ଭାବେ ଉଦଘାଟିତ ହୋଇଯାଇଛି।ଉକ୍ତ ଶୁଭ ଉଦଘାଟନ କାର୍ଯ୍ୟକ୍ରମ ରେ ବୌଦ୍ଧ ବିଧାୟକ ତଥା ଓଡିଶା ସରକାର ଙ୍କ…

ପୁଲୱାମା ଠାରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ଜବାନଙ୍କୁ ଶ୍ରଦ୍ଧାଞଳୀ

ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ପଲିଟେକନିକ କଲେଜ ଓ ବିଜୁ ପଟ୍ଟନାୟକ ଛକରେ ପୁଲୱାମା ଠାରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିବା ଜବାନ ମାନଙ୍କୁ ମନେ ପକାଇ ଶ୍ରଦ୍ଧାଞଳୀ ଦେଇଛନ୍ତି ଛାତ୍ରଛାତ୍ରୀ l ୨୦୧୯ ମସିହା ଫେବୃଆରୀ ୧୪ ତାରୀଖ…

ଜିଲ୍ଲା ପୁସ୍ତକ ଓ ସାରସ୍ବତ ମେଳା ଇଙ୍କଫେଷ୍ଟ ୨୦୨୪ ଉଦଘାଟିତ

ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ସହର ର ରୟେଲ ପଡ଼ିଆ ଠାରେ ୬ଷ୍ଠ ବାର୍ଷିକ ଜିଲ୍ଲା ପୁସ୍ତକ ଓ ସାରସ୍ବତ ମେଳା ଇଙ୍କଫେଷ୍ଟ ୨୦୨୪ ଉଦଘାଟିତ l ଆୟୋଜିତ ଏହି ସାରସ୍ଵତ ଉତ୍ସବ କୁ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଲିନା ପଧାନ…

ବୌଦ୍ଧ RTOଙ୍କ ଘରେ ଭିଜିଲାନ୍ସ ରେଡ

ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )ବୌଦ୍ଧ RTOଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । RTO ବସନ୍ତ କୁମାର ମହାପାତ୍ରଙ୍କ ଘରେ ଭିଜିଲାନ୍ସ ରେଡ଼ । ସୂଚନା ଅନୁଯାୟୀ ଆଜି ଭୋର ସକାଳୁ ଭିଜିଲାନ୍ସ ଏକ ୧୦ ଜଣିଆ ଦଳ ବୌଦ୍ଧ RTO…

ସର୍ଚ୍ଚ ଅପରେସନ ବେଳେ ଲ୍ୟାଣ୍ଡମାଇନ ବିସ୍ପୋରଣ

ବୌଦ୍ଧ ( ଚିତ୍ତରଞ୍ଜନ ସିଂହ ) ଆଜି ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ନଳୀକୁମ୍ଫା ଜଙ୍ଗଲ ରେ SOG ଯବାନ ସର୍ଚ୍ଚ ଅପରେସନ କରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ପୋରଣରେ ଦୁଇ ଜଣ SOG ଯବାନ ଗୁରୁତର ହୋଇଥିଲେ l ଦୁଇ ଗୁରୁତର…

ପଞ୍ଚାୟତ ସ୍ତରୀୟ ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ

ଧର୍ମଗଡ଼ :  (ହେମନ୍ତ କୁମାର ମାଝୀ)ମଙ୍ଗଳବାର କୋକସରା ବ୍ଲକ ମହିମା ପଞ୍ଚାୟତ ସ୍ତରୀୟ ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ ର ଶେଷ କାର୍ଯ୍ୟକ୍ରମ ଡେଙ୍ଗାଗୁଡା ଗ୍ରାମ ରେ ସରପଞ୍ଚ ଇଶରାମ କୋଲଥିଆ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ…

ଉପାନ୍ତ ଅଞ୍ଚଳର ଦୁଇ ଗାଁ ପହଞ୍ଚି ଲୋକଙ୍କ ସହ ବିଭିନ୍ନ କାର୍ଯ୍ୟ ର ସମୀକ୍ଷା କଲେ ବିଡ଼ିଓ

ଧର୍ମଗଡ଼ : (ହେମନ୍ତ କୁମାର ମାଝୀ)କୋକସରା ବ୍ଲକ ର ଆମପାଣି ପଞ୍ଚାୟତ ର ସାହାଜଖୋଲ ଜଙ୍ଗଲ ମଧ୍ୟରେ ରହିଥିବା ଉପାନ୍ତ ଅଞ୍ଚଳ ର ବିରିମୁହାଁଣ ଓ କୂଟରୁ ଗାଁ ରେ ମଙ୍ଗଳବାର କୋକସରା ବିଡ଼ିଓ ସ୍ନେହାପ୍ରଭା ମାଝୀ ଓ ଅଧିକାରୀ ମାନେ…