ଧର୍ମଗଡ଼ ଓକିଲ ସଂଘର ନିର୍ବାଚିତ ତୁଷାର ରଞ୍ଜନ ପାଟଯୋଷୀ ସଭାପତି, ଥଵିର ପ୍ରସାଦ ସାହୂ ସାଧାରଣ ସଂପାଦକ ନିର୍ବାଚିତ

ଧର୍ମଗଡ଼: ୩୦/୩(ହେମନ୍ତ କୁମାର ମାଝୀ) କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଓକିଲ ସଂଘ ନିର୍ବାଚନ ଆଜି ଶେଷ ହୋଇଛି। ଆଜି ସକାଳ ୧୦ ଘଣ୍ଟା ଠାରୁ ଅପରାହ୍ନ ୩ ଘଣ୍ଟା ପର୍ଯ୍ୟନ୍ତ କୋଟ ପରିସରରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସଭାପତି ଭାବରେ ତୁଷାର…

ମହାନଦୀ କୁ ରତ୍ନ ପଥର ଖୋଜି ଯାଇ, ପଥର ସନ୍ଧି ରେ ଚାପି ହୋଇ ଯୁବକଙ୍କ ମୃତ୍ୟୁ

ବୌଦ୍ଧ :  (ଚିତ୍ତ ରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ମର୍ଯ୍ୟକୁଦ ନିକଟସ୍ତ ମହାନଦୀ ଗର୍ଭ ରେ ଥିବା କୁଲାରୀପୁଟ ନିକଟକୁ ରତ୍ନ ପଥର ଖୋଜିବାକୁ ଯାଇ, ଯୁବକ ଜଣଙ୍କ ପଥର ସନ୍ଧି ରେ ଚାପି ହୋଇଯାଇଥିବା ଜଣାପଡ଼ିଛି l ସୂଚନା ମତେ ଆଠମଲ୍ଲିକ…

ସୋନପୁର ନିର୍ବାଚନ ମଣ୍ଡଳୀ ରେ କଂଗ୍ରେସର ନିର୍ବାଚନ ପ୍ରସ୍ତୁତି

ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ)ଆଗକୁ ଅଛି ସାଧାରଣ ନିର୍ବାଚନ l ଏନେଇ କଂଗ୍ରେସ ଦଳ ନିଜର ପ୍ରସ୍ତୁତି ଆରମ୍ଭ କରିଛି l ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସହର ସାଇ ଗେଷ୍ଟହାଉସ ଠାରେ କଂଗ୍ରେସ ର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି…

ବିଜେପି ସମ୍ବାଦିକ ସମ୍ମିଳନୀ,ନବରଙ୍ଗପୁର ସାଂସଦ ପାର୍ଥି ବଳଭଦ୍ରଙ୍କ ଗ୍ୟାରେଣ୍ଟି

ନବରଙ୍ଗପୁର :  (ବେଣୁଗୋପାଳ ରାଓ )ନବରଙ୍ଗପୁର ଲୋକସଭା କ୍ଷେତ୍ର ପାଇଁ ବଳଭଦ୍ର ଙ୍କ ଗ୍ୟାରେଣ୍ଟି । ଦେଶ ପାଇଁ ମୋଦି ଙ୍କ ଗ୍ୟାରେଣ୍ଟି ପରେ ନବରଙ୍ଗପୁର ଲୋକସଭା କ୍ଷେତ୍ରର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ପାଇଁ ବିଜେପି ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝୀ…

ବାପାଙ୍କର କର୍ମଭୁମି ଥିବାରୁ ମୁଁ ଆଜି ମୋ ଘରେ ଥିବା ପରି ମନେ ହେଉଛି :- ପ୍ରଣବ ପ୍ରକାଶ ଦାସ

ଭୁବନେଶ୍ବର : (ସଞ୍ଜୟ ମହାନ୍ତି ) ଆଜି  ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ଦର୍ଶନ କରିବା ସହ ଆଶିର୍ବାଦ ନେଇଛନ୍ତି ।ଆଜି ସମ୍ବଲପୁରକୁ ପ୍ରଥମ ଥର ଗସ୍ତ କରି ଥିବାରୁ ନେତା କର୍ମୀ…

ଉଠିଲା ହରଭଙ୍ଗା ମା ରୁଦ୍ରକାଳୀ ଦଣ୍ଡ,ବାବା ଆଦେଶ୍ଵର ମଣିଡାକରେ ଉଛୁଳିବ ଗାଁ ଦାଣ୍ଡ

ବୌଦ୍ଧ :୨୭/୦୩  (ଚିତ୍ତ ରଂଜନ ସିଂ ). ପବିତ୍ର ଚୈତ୍ର ମାସରେ ଗାଁ ଗାଁ ରେ ଦଣ୍ଡ ଯାତ୍ରା l ଶିବ ଶକ୍ତି ଙ୍କ ଗ୍ରାମେ ଗ୍ରାମେ ଭ୍ରମଣ l ଷୋଳ ସୁଅଙ୍ଗ ଦଣ୍ଡ ନାଚ, ମଣି ଡାକ ରେ ଉଛୁଳି…

ବୌଦ୍ଧ ରେ ଦୁଇଟି ଦୋକାନ ରେ ଜି ଏସ ଟି ରେଡ

ବୌଦ୍ଧ ୨୮ /୦୩ (ଚିତ୍ତ ରଞ୍ଜନ ସିଂ )ବୌଦ୍ଧ ସହରରେ ଦୁଇଟି ସ୍ଥାନରେ ପୁଣି GST ରେଡ଼ । GST ଫାକିଂବା ଅଭିଯୋଗ ରେ ଗୋପାଳ ଓ ବାଲାଜି ହାଡ଼ୱାର ଷ୍ଟୋରେ ଚଢ଼ାଉ । ସମ୍ବଲପୁର GST ବିଭାଗ ର ୧୫ଜଣିଆ…

ଯାଜପୁର ନିର୍ବାଚନ ମଣ୍ଡଳୀର ବିଜେଡିର ବିଧାୟିକା ପ୍ରାଥୀ ସୁଜାତା ସାହୁ

ଯାଜପୁର :ଯାଜପୁର ନିର୍ବାଚନ ମଣ୍ଡଳୀ ର ବିଜେଡି ର ବିଧାୟିକା ପ୍ରାଥୀ ହେଲେ ସୁଜାତା ସାହୁ । ସୁଜାତା ମିଶନ ଶକ୍ତି ର ଜ଼ିଲ୍ଲା ଫେଡେସନ ର ସଭାପତି ଭାବେ କାର୍ଯ୍ୟରତ ଅଛନ୍ତି ।ସେ ଦଶରଥପୁର ବ୍ଲକର ପୂର୍ବତନ ଅଧକ୍ଷା ଭାବେ…

ଉପାନ୍ତ ଇଲାକା ରେ ବୌଦ୍ଧ ଜିଲ୍ଲାପାଳ ଙ୍କ ଗ୍ରସ୍ତ

ବୌଦ୍ଧ (ଚିତ୍ତ ରଞ୍ଜନ ସିଂ ) ଆଗକୁ ଆସୁଛି ସାଧାରଣ ନିର୍ବାଚନ, ନିର୍ବାଚନ କୁ ଆଖି ଆଗରେ ରଖି ବର୍ତମାନ ପ୍ରଶାସନ ଲୋକଙ୍କ ନିକଟକୁ ପହଁଚି ଲୋକଙ୍କ ମୌଳିକ ଅଧିକାର ରୁ ଯେପରି ବଞ୍ଚିତ ନହେବେ ସେନେଇ ଦିନ ରାତି ଏକ…

ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି,ଯାଜପୁର ରୁ ସୁଜାତା ସାହୁ

ଭୁବନେଶ୍ୱର : ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି। ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯାଜପୁରରୁ ସୁଜାତା ସାହୁ, ସୁକିନ୍ଦାରୁ ପ୍ରୀତିରଞ୍ଜନ ଘଡାଇ, ବିଷମକଟକ ଜଗନ୍ନାଥ ସାରକା, ଗୁଣପୁର ରଘୁନାଥ ଗମାଙ୍ଗ, ରାୟଗଡା…