ଜିଲ୍ଲା ପରିଷଦ ମିଟିଂ କୁ ବର୍ଜନ କଲେ ସମସ୍ତ ସଦସ୍ୟ
ସୁବର୍ଣ୍ଣପୁର (ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ଠାରେ ସ୍ଵତନ୍ତ୍ର ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା । ହେଲେ ବୈଠକ ଆରମ୍ଭ ରୁ ହିଁ ଜିଲ୍ଲାପାଳଙ୍କ ଅନୁପସ୍ଥିତି ଯୋଗୁଁ ଏହି ବୈଠକ ରେ ଥିବା ସମସ୍ତ ଜିଲ୍ଲାପରିଷଦ…