କଂସ ବଧ ସହ ଝାଂକ୍ରିପାଲି ରେ ଧନୁଯାତ୍ରା ମହୋତ୍ସବ ଉଦଯାପିତ
ଖପ୍ରାଖୋଲ :୯/୧୨(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଘୁନସର ପଞ୍ଚାୟତ ଝାଂକ୍ରିପାଲି ଠାରେ ଆୟୋଜିତ ଧନୁଯାତ୍ରା ମହୋତ୍ସବ ଶୁକ୍ରବାର ବିଳମ୍ବିତ ରାତିରେ ଉଦଯାପିତ ହୋଇଯାଇଛି। ଉଦଯାପନୀ ସନ୍ଧ୍ୟାର ରାଜ ଅତିଥି ରୂପେ ଖପ୍ରାଖୋଲ ବନପାଳ ସୁଧୀର କୁମାର ଜେନା,…