ଧର୍ମଗଡ ରେ କଳାହାଣ୍ଡି ଉତ୍ସବ ଘୁମୁରା -୨୦୨୪ଘୁମୁରା ଉଦଘାଟିତ

ଧର୍ମଗଡ:୧୫/୧( ହେମନ୍ତ କୁମାର ମାଝୀ)କଳାହାଣ୍ଡି ର ଐତିହ୍ୟ ,ସଂସ୍କୃତି ଓ ପରମ୍ପରାର ବାର୍ତ୍ତାବହ କଳାହାଣ୍ଡି ଉତ୍ସବ ଘୁମୁରା -୨୦୨୪ ସମ୍ପ୍ରସାରିତ ଜିଲ୍ଲା ସ୍ତରୀୟ ଉତ୍ସବ ଆଜି ଧର୍ମଗଡ ଠାରେ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟ ରେ ଉଦଘାଟିତ ହୋଇଯାଇଛି। ମା ଭଣ୍ଡାର…

ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁଣି ଆଇନା ଦେଖାଇଲେ ବବି

ଭୁବନେଶ୍ବର: ସତ କହିଲେ କାହିଁକି ଚିଡି ଯାଉଛନ୍ତି କେନ୍ଦ୍ରମନ୍ତ୍ରୀ । ଟୁଇଟ କରି ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁଣି ଆଇନା ଦେଖାଇଲେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ୩ଟି ସାଧାରଣ ପ୍ରଶ୍ନ ପଚରାଯାଇଥିଲା ହେଲେ କାହିଁକି ଉତ୍ତର ଦେଲେ…

କଳାହାଣ୍ଡି ଉତ୍ସବ ଘୁମୁରା -୨୦୨୪ଘୁମୁରା ଧର୍ମଗଡ ରେ ଉଦଘାଟିତ

ଧର୍ମଗଡ:୧୫/୧(ହେମନ୍ତ କୁମାର ମାଝୀ)କଳାହାଣ୍ଡି ର ଐତିହ୍ୟ ,ସଂସ୍କୃତି ଓ ପରମ୍ପରାର ବାର୍ତ୍ତାବହ କଳାହାଣ୍ଡି ଉତ୍ସବ ଘୁମୁରା -୨୦୨୪ ସମ୍ପ୍ରସାରିତ ଜିଲ୍ଲା ସ୍ତରୀୟ ଉତ୍ସବ ଆଜି ଧର୍ମଗଡ ଠାରେ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟ ରେ ଉଦଘାଟିତ ହୋଇଯାଇଛି। ମା ଭଣ୍ଡାର ଘରଣୀ…

ହରଭଙ୍ଗା ବ୍ଲକ ର ବିଭନ୍ନ ଶୈବ ପୀଠରେ ମକର ମେଳା ମହାସମାରୋହରେ ପାଳିତ

ହରଭଙ୍ଗା :(ଚିତ୍ତରଞ୍ଜନ ସିଂ.)ହିନ୍ଦୁ ଧର୍ମ, ସଂସ୍କୃତି ଓ ପରମ୍ପରା ଅନୁଯାଇ ୧୨ ମାସକୁ ତେର ପର୍ବ ଓ ବର୍ଷର ବାରମାସ କୁ ବାର ଗୋଟି ସଂକ୍ରାନ୍ତି l ଏହି ବାର ଗୋଟି ସଂକ୍ରାନ୍ତି ମଧ୍ୟରୁ ମକର ସଂକ୍ରାନ୍ତି ର ମହତ୍ୱ ଓ…

ଦାଦନ ଶ୍ରମିକ ମୃତ୍ୟୁ ଖବର ପାଇ ତରବରିଆ ଭାବେ ମୃତ ଶ୍ରମିକଙ୍କ ଘରେ ଜିଲ୍ଲା ଶ୍ରମ ଅଧିକାରୀ

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ଜିଲ୍ଲା ରେ ଦାଦନ ଶ୍ରମିକ ଶୂନ ବୋଲି କାଗଜ କଲମ ରେ ଦର୍ଶା ଯାଉଛି l ହେଲେ ଦାଦନ ଶ୍ରମିକ ମୃତ୍ୟୁ ଖବର ପାଇବା ପରେ ତରବରିଆ ଭାବରେ ମୃତ ଶ୍ରମିକ ଙ୍କ ଘରକୁ ପହଞ୍ଚିଛନ୍ତି ଜିଲ୍ଲା ଶ୍ରମ…

ଘୁମୁରା, ବଜାଶାଲର ତାଳେତାଳେ ଦୁଲୁକିଲା ସହିଦ ରେଣ୍ଡୋ ମାଝୀ ମଞ୍ଚ

ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଉଦଘାଟିତ ହେଲା ୨୬ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୪ ସାରା ବିଶ୍ୱ ଦରବାରରେ ପରିଚିତ କଳାହାଣ୍ଡିର ମହନୀୟ କଳା, ସଂସ୍କୃତି ଓ ପରମ୍ପରା ଭବାନୀପାଟଣା:୧୪/୦୧(ନରେନ୍ଦ୍ର ନେଗୀ)କଳାହାଣ୍ଡିର ମହନୀୟ କଳା, ସଂସ୍କୃତି ଓ ପରମ୍ପରା ଆଜି ସାରା ବିଶ୍ୱ ଦରବାରରେ…

ଟିଟିଲାଗଡରେ ୧୨ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ହେଲାଣି ବିଏସଏନଏଲ ନେଟୱର୍କ ଠପ

ଟିଟିଲାଗଡ: (ସଞ୍ଜୟ କୁମାର ନାୟକ) ସବୁଠାରୁ ପୁରୁଣା ନେଟୱର୍କ ତଥା ଲୋକଙ୍କ ବିଶ୍ୱାସ ଯୋଗ୍ୟ ସେବା ପ୍ରଦାନ କରିଥାଏ ବିଏସଏନଏଲ। ଶନିବାର ରାତି ଠାରୁ ରବିବାର ସକାଳ ଆଠ ଟା ସମୟ ବିତିଯାଇଥିଲେ ହେଁ ୧୨ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ପାଇଁ…

ପିଏଚଡି ବିଭାଗ ପକ୍ଷରୁ ଯୋଗାଣ ହେଉଥିବା ପାଣିରୁ ବାହାରୁଚି ଦୁର୍ଗନ୍ଧ

ଟିଟିଲାଗଡ : (ସଞ୍ଜୟ କୁମାର ନାୟକ)ଟିଟିଲାଗଡ ପୌରପରିଷଦ ଅନ୍ତର୍ଗତ ୱାର୍ଡ ନମ୍ବର ୧୫ ର ଶାନ୍ତିନିବାସ ଗଳିରେ ରହୁଥିବା ଲୋକଙ୍କ ଅଭିଯୋଗ କରିଛନ୍ତି ଯେ ପିଏଚଡି ବିଭାଗ ପକ୍ଷରୁ ଯୋଗାଇ ଦିଆ ଯାଉଥିବା ପିଇବା ପାଣିରୁ ପାଇଖାନାରୁ ବାହାରୁଥିବା ଅସନା ପାଣି…

ଦୁଲଦୁଲି ରେ ଦୁଲକିଲା ଧର୍ମଗଡ ବ୍ଲକ ମଞ୍ଚ, ଧର୍ମଗଡ ବ୍ଲକ ସ୍ତରୀୟ ଘୁମୁରା-୨୦୨୪

ଧର୍ମଗଡ :ତା ୧୩/୧/୨୪( ହେମନ୍ତ କୁମାର ମାଝୀ)ଧର୍ମଗଡ ଠାରେ କଳାହାଣ୍ଡି ଜିଲ୍ଲା ର ସାଂସ୍କୃତିକ ବାର୍ତ୍ତାବହ ଧର୍ମଗଡ ବ୍ଲକ ସ୍ତରୀୟ କଳାହାଣ୍ଡି ଉସ୍ଛବ ଘୁମୁରା୨୦୨୪ ଏକ ବର୍ଣାଢ୍ୟ ପରିବେଶ ରେ ଉଦଯାପିତ ହୋଇଯାଇଛି । ଆଜି ସକାଳେ ଏକ ବିଶାଳ ସାଂସ୍କୃତିକ…

ଗ୍ରାମାଞ୍ଚଳ ରେ ବଢୁଛି ମାଣ୍ଡିଆ ଚାଷ

ହରଭଙ୍ଗା (ଚିତ୍ତରଞ୍ଜନ ସିଂ)ମାଣ୍ଡିଆ କୁ ସର୍ବ ପୁରାତନ ଖାଦ୍ୟ କହିଲେ ଅତୃକ୍ତି ହେବ ନାହିଁ l ମାଣ୍ଡିଆ ରେ ପ୍ରସ୍ତୁତି ଖାଦ୍ୟ ରସ୍ୱାଦ ଓ ଚାହିଦା ପୂର୍ବରୁ ଥିଲା ଏବେ ବି ରହିଛି l ବିଭିନ୍ନ ସମୟରେ ମାଣ୍ଡିଆ କୁ ଔଷଧ…