ସାଧାରଣ ନିର୍ବାଚନ ପୂର୍ବରୁ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି, ଜିଲ୍ଲା ବ୍ୟାପି ବୁଲିବ ୧୪ଗୋଟି ଇଭିଏମ୍ ସଚେତନତା ରଥ
ଇଭିଏମ୍-ଭିଭିପାଟ ବ୍ୟବହାର ଉପରେ ସଚେତନ କରିବ ଭବାନୀପାଟଣା : (ନରେନ୍ଦ୍ର ନେଗୀ)ଇଭିଏମ୍, ଭିଭିପାଟରେ ପ୍ରଦତ୍ତ ମତଦାନ ବୃଥା ଯାଏନାହିଁ। ଇଭିଏମ ମାଧ୍ୟମରେ ୧୧୨ କୋଟିରୁ ଉର୍ଦ୍ଧ୍ବ ମତଦାତା ୨୬ଟି ବିଧାନସଭା, ଗୋଟିଏ ଲୋକସଭା ନିର୍ବାଚନରେ ଡିସେମ୍ବର ୨୦୧୭ ନିର୍ବାଚନରେ ମତଦାନ କରିଥିଲେ।…