ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଡାୟାଲିସିସ୍ କେନ୍ଦ୍ର ଉଦଘାଟିତ

ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ)ସମଗ୍ର  ରାଜ୍ୟରେ ବିଭିନ୍ନ  ବର୍ଗର କିଡ଼ନୀ ରୋଗୀ ମାନଙ୍କୁ  ମାଗଣାରେ ଡାୟାଲିସିସ୍ ସୁବିଧା  ଯୋଗାଇ ଦେବାପାଇଁ ଆଜି ମାନ୍ୟବର  ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ 16 ଟି ବିଭିନ୍ନ ଉପ ଜିଲ୍ଲା ଚିକିତ୍ସାଳୟ…

ଧର୍ମଗଡ ପାଇଁ ଜଗନ୍ନାଥ ଏକ୍ସପ୍ରେସ ବସ୍ ଚଳାଇବା ପାଇଁ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ଧର୍ମଗଡ଼ :୧/୨(ହେମନ୍ତ କୁମାର ମାଝୀ)ପୁରୀରେ ଶ୍ରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ସଂପୂର୍ଣ୍ଣ ହେବା ପରେ ଶ୍ରୀ ଜଗନ୍ନାଥ ଙ୍କ ଦର୍ଶନ ପାଇଁ ରାଜ୍ୟ ସରକାର ରାଜ୍ୟର ଜିଲ୍ଲା ସଦର ମହକୁମାଠାରୁ ଜଗନ୍ନାଥ ଏକ୍ସପ୍ରେସ ବସ ସେବା ଆରମ୍ଭ କରିଛନ୍ତି। ସେହି ପରୀପ୍ରେକ୍ଷୀରେ…

ନୂତନ ଜିଲ୍ଲାପାଳଙ୍କ ପ୍ରଥମ ଉପାନ୍ତ ଅଂଚଳ ଗସ୍ତ,ସାଧାରଣ ଜନତାଙ୍କ ସହ ଆଲୋଚନା

ହରଭଙ୍ଗା : (ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ନୂତନ ଜିଲ୍ଲାପାଳ ଙ୍କ ପ୍ରଥମ ଗସ୍ତ l ଜନ ସାଧାରଙ୍କୁ ଭେଟିଲେ ଓ ସିଧା ସଳଖ ଆଲୋଚନା କଲେ l ସୂଚନା ଅନୁଯାଇ ଜିଲ୍ଲାପାଳ ଜେ. ସୋନାଲ ଗତ କାଲି ବୌଦ୍ଧ ଜିଲ୍ଲାପାଳ ଭାବେ…

ବିଜେଡି ସରକାରଙ୍କ ବିକାଶ ର ଗାଥା ଗାଉଛି ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ

ଧର୍ମଗଡ଼ :୧/୨(ହେମନ୍ତ କୁମାର ମାଝୀ)ରାଜ୍ୟ ସରକାର ଗ୍ରାମାଞ୍ଚଳରେ ଓଡ଼ିଶା ସରକାରଙ୍କ ଲୋକାଭିମୁଖୀ ଯୋଜନା ର ସଫଳ ରୂପାୟନ ଜନ ସାଧାରଣ ଙ୍କ ନିକଟରେ ପହଞ୍ଚାଇବା ପାଇଁ ଆରମ୍ଭ କରିଛନ୍ତି ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର। କୋକସରା…

କେବେ କାର୍ଯ୍ୟକ୍ଷମ ହେବ ଖପ୍ରାମାଲ ବିଜୁ ସେତୁ, ନିର୍ମାଣ ଅବଧି ର ୨ବର୍ଷ ବିତିଲା,ତଥାପି ହୋଇନି କାର୍ଯ୍ୟକ୍ଷମ

ଧର୍ମଗଡ଼ : ୧/୨( ହେମନ୍ତ କୁମାର ମାଝୀ)ରାଜ୍ୟ ସରକାର ଗମନାଗମନ କ୍ଷେତ୍ରରେ ଜନ ସାଧାରଣ ଙ୍କୁ ସୁବିଧା ଯୋଗାଇ ଦେବାକୁ ସଡକ ସହ ବିଜୁ ସେତୁ ନିର୍ମାଣ କରି ଗ୍ରାମାଞ୍ଚଳରେ ଗମନାଗମନ କୁ ସରଳିକରଣ କରିବାକୁ ପ୍ରୟାସ ଜାରି ରଖିଥିବା ବେଳେ…

ଜି.ଏମ୍.ଆର୍ କମଳାଙ୍ଗ ଏନର୍ଜୀ ଲିଂ ଦ୍ୱାରା ଠିକାଦାରମାନେ ଶୋଷିତ

ଢେଙ୍କାନାଳ : ୩୧/୧(ଶୁଭମ ପାଣି ) ଢେଙ୍କାନାଳ ଜିଲ୍ଲାରେ ଅବସ୍ଥିତ ଜି.ଏମ୍.ଆର୍ କମଳାଙ୍ଗ ଏନର୍ଜୀ ଲିଂ ଦ୍ୱାରା ସଂଶ୍ଳିଷ୍ଟ ଠିକାଦରମାନେ ଶୋଷିତ ହୋଇଛନ୍ତି ବୋଲି ଜିଲ୍ଲାପାଳ ମନୋରଞ୍ଜନ ମଲ୍ଲିକ ଓ ଆରକ୍ଷୀ ଅଧିକ୍ଷକ ସନ୍ଦୀପ୍ ସମ୍ପଦଙ୍କୁ ଭେଟି ଏକ ଅଭିଯୋଗ ପତ୍ର…

ଦୁବାର ଆନ୍ଦୋଳନ ପାଇଁ ଜିଲ୍ଲା ସ୍ତ ସ୍ତରରେ ପ୍ରସ୍ତୁତି ଢେଙ୍କାନାଳ ଜିଲ୍ଲାସ୍ତରରେ ଆନ୍ଦୋଳନ ପାଇଁ ସଜବାଜ

ଢେଙ୍କାନାଳ: ୩୧/୧(ଶୁଭମ ପାଣି )ଜିଲ୍ଲା ଓଷ୍ଟା ସଂଘର କାର୍ଯ୍ୟାଳୟ ଠାରେ ଜିଲ୍ଲା କନ୍‌ଭେନ୍‌ସନ୍ ଗତ ବୁଧବାର ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସଂଘର କାର୍ଯ୍ୟକାରୀ ସଭାପତି ପିତାମ୍ବର ଦାଶ ସଭାକାର୍ଯ୍ୟ ପରିଚାଳନା କରିଥିଳେ ଥିଲେ । ଜିଲ୍ଲାର ଆଠ ଗୋଟି ବ୍ଳକ୍‌ରୁ…

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଢେଙ୍କାନାଳ ଜିଲ୍ଲାରେ ଲକ୍ଷ୍ମୀ ବସ୍ ସେବା ଶୁଭାରମ୍ଭ

ଢେଙ୍କାନାଳ : ( ଶୁଭମ ପାଣି )ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ଢେଙ୍କାନାଳ ଜିଲ୍ଲାରେ ଲକ୍ଷ୍ମୀ ବସ୍ ସେବାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଢେଙ୍କାନାଳ ଜିଲ୍ଲାବାସୀଙ୍କୁ ଶୁଭେଚ୍ଛା ଜଣାଇ ନିଜର ଖୁସି ବ୍ୟକ୍ତ…

ମୌଳିକ ଅଧିକାର ନେଇ ବିଜେପି ଯୁବ ମୋର୍ଚ୍ଚା ତରଫରୁ ରାସ୍ତା ରୋକ

ନବରଙ୍ଗପୁର : (ବେଣୁ ଗୋପାଳ ରାଓ )ଆଙ୍କର – ୬ ଦଫା ଦାବି ନେଇ ନବରଙ୍ଗପୁର ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ତରଫରୁ ନବରଙ୍ଗପୁର ଜିଲ୍ଲା ବନ୍ଦ ପାଳନ କରାଯାଇଛି ।ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଶୁଭଜିତ ପାଣିଗ୍ରାହୀଙ୍କ ନେତୃତ୍ୱରେ ବିଜେପି…

କେସିଙ୍ଗା ବିକାଶ ମଞ୍ଚର ସଫଳତା, କେସିଙ୍ଗା ନିର୍ବାହୀ ଅଧିକାରୀଙ୍କ ବଦଳି

କେସିଙ୍ଗା : (ପ୍ରୀତେଶ ପଟେଲ)କେସିଙ୍ଗା ବିକାଶ ମଞ୍ଚ କୁ ତୃତୀୟ ଦିନରେ କେସିଙ୍ଗା ୧୧  ଘଣ୍ଟା ବନ୍ଦ ଡକରା ରୁ ମିଳିଲା ସଫଳତା | ଆଜି କେସିଙ୍ଗା ବନ୍ଦ ଡାକରା ଦେଇଥିଲା କେସିଙ୍ଗା ବିକାଶ ମଞ୍ଚ ନିର୍ବାହି ଅଧିକାରୀଙ୍କ ମନମୁଖୀ କାର୍ଯ୍ଯ…