ପଦ୍ମଶ୍ରୀ ସାଧୁ ମେହେରଙ୍କୁ ଶ୍ରଦ୍ଧାଞ୍ଜଳି
ସିନେ ତାରକା ଡ଼ଃ ସାଧୁ ମେହେର ଥିଲେ ଜଣେ ସର୍ବଗ୍ରାହୀ “ଭାବର ମଣିଷ” ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ)ଭାରତୀୟ ସିନେମାର କିମ୍ବଦନ୍ତୀ ଅଭିନେତା ତଥା ନିର୍ଦ୍ଦେଶକ ପଦ୍ମଶ୍ରୀ ଡ଼ଃ ସାଧୁ ମେହେରଙ୍କ ପରଲୋକରେ ସୁବର୍ଣ୍ଣପୁର ମହାରାଜା ହାଇସ୍କୁଲର ଶତ ବାର୍ଷିକୀ…