ମୁଖ୍ୟମନ୍ତ୍ରୀଙ୍କ ସହ କାମ କରି ତାଙ୍କ ଦ୍ବାରା ଅନୁପ୍ରାଣିତ :- କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ବର :(ବ୍ୟୁରୋ )ଏକ ଦଶନ୍ଧୀରୁ ଅଧିକ ସମୟ ଧରି ମୁଖ୍ଯମନ୍ତ୍ରୀଙ୍କ ସହ କାମ କରିବାରୁ ତାଙ୍କ ଦ୍ବାରା ସେ ଅନୁପ୍ରାଣିତ ହୋଇଛନ୍ତି । ୧୯୯୯ ସୁପର ସାଇକ୍ଲୋନ୍ ଓଡ଼ିଶାକୁ ବିପର୍ଯ୍ଯସ୍ତ କରିଥିଲା । ଚ୍ଯାଲେଞ୍ଜ ନେଇ କାମ କରିବା ପାଇଁ ପଞ୍ଜାବ…

ଧର୍ମଗଡ ଉପଖଣ୍ଡ ରେ ଡାକ୍ତର ନିଯୁକ୍ତି ଦାବୀ,ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ

ଧର୍ମଗଡ଼ : ୮/୨( ହେମନ୍ତ କୁମାର ମାଝୀ)ଧର୍ମଗଡ ସରକାରୀ ଉପଖଣ୍ଡ ଚିକିତ୍ସାଳୟର ଭତ୍ତିଭୂମି ବର୍ତ୍ତମାନ ସୁଦୃଢ ହୋଇଥ‌ିବା ବେଳେ ସମାଧାନ ହୋଇ ପାରିନାହିଁ ଡାକ୍ତର ସମସ୍ୟା । ତେଣୁ ରାଜ୍ୟ ସରକାର ତୁରନ୍ତ ଏହି ସମସ୍ୟାର ସମାଧାନ କରିବା ସହ ଆବଶ୍ୟକିୟ…

ସେବା ମହୋତ୍ସବ ଉଦଯାପିତ,ଗୀତିକାର ଜୟଶ୍ରୀ ଧଳ ଙ୍କ ସଂଗୀତରେ ଝୁମିଲେ ଦର୍ଶକ

ହରଭଙ୍ଗା (ଚିତ୍ତ ରଞ୍ଜନ ସିଂ )ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବହୁ ପ୍ରତିକ୍ଷୀତ ସେବା ମହୋତ୍ସବ “ଦେବାରେ ଆନନ୍ଦ ” ବୁଧବାର ଦିନ ଉଦଯାପିତ ହୋଇଯାଇଛି l ସମ୍ବିଧାନ ର ଚତୃର୍ଥ ସ୍ତମ୍ଭ ର ଏକ ନିଆରା କାର୍ଯ୍ୟକ୍ରମ ହରଭଙ୍ଗା ବ୍ଲକ…

ଗୋପାଳ ଏଗ୍ରୋ ନାମକ କପା ମିଲ୍ ରେ ନିଆଁ ଲାଗି ଲକ୍ଷାଧିକ ଟଙ୍କା କ୍ଷତି

କେଶିଙ୍ଗା :(ପ୍ରିତେଶ ପଟେଲ )କେସିଙ୍ଗା ବ୍ଲକ କୋକୋମୁଣ୍ଡା ଛକ ନିକଟସ୍ଥ ଗୋପାଳ ଏଗ୍ରୋ ନାମକ ଏକ କପା ମିଲ୍ ରେ ଆଜି ସକାଳ ପାଖାପାଖି ସାଢେ଼ ଆଠଟା ସମୟ ରେ ନିଆଁ ଲାଗି ଯାଇଥିଲା।ସୂଚନା ଅନୁଯାୟୀ ସଟ ସର୍କିଟ ଯୋଗୁଁ ନିଆଁ…

ପେନ୍‌ସନ୍ ଦାବୀ ନେଇ ଓଷ୍ଠାର ଆନ୍ଦୋଳନ

ଢେଙ୍କାନାଳ:୩/୨(ଶୁଭମ ପାଣି ) ନୂତନ ଅନୁଦାନ ପ୍ରାପ୍ତ ହାଇସ୍କୁଲ୍ ଗୁଡିକର ଶିକ୍ଷକ କର୍ମଚାରୀଙ୍କର ପେନ୍‌ସନ୍ ଆଦି ଦାବୀ ନେଇ ସରକାର ଟାଳଟୁଳ ନୀତି କରୁଥିବାରୁ ଶିକ୍ଷକମାନେ ଆଜି ରାଜରାସ୍ତାରେ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଆଜି ଦେବୁ କାଲି ଦେବୁ ବୋଲି…

ନ୍ୟାୟ ପାଇଁ ପରିବାର ସହ ରଶ୍ମିତା ଏସ୍‌ପିଙ୍କ ଦ୍ବାରସ୍ଥ

ଢେଙ୍କାନାଳ:୦୫/୦୨(ଶୁଭମ ପାଣି ) ଓଡାପଡା ବ୍ଲକ୍ ଅନ୍ତର୍ଗତ କାଶିଆଡିହି ଗ୍ରାମର ରଶ୍ମିତା ଦାସ ନାମକ ଜଣେ ବିବାହିତା ମହିଳା ଶ୍ୱଶୁର ଘର ଶାରୀରିକ, ମାନସିକ ଓ ଯୌତୁ ନିର୍ଯ୍ୟାତନା ଦେଇ ମାଡପିଟ୍ କରିଥିବା ଘଟଣାକୁ ନେଇ ଢେଙ୍କାନାଳ ଆରକ୍ଷୀ ଅଧକ୍ଷକ ମଡକର…

୨ ଜଣ ହାର୍ଡକୋର ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )୨ ଜଣ ହାର୍ଡକୋର ମହିଳା ମାଓବାଦୀ ପୋଲିସ ସାଉଥ ରେଞ୍ଜ IGP ଜୟନାରାୟଣ ପଙ୍କଜ ଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି l ବୌଦ୍ଧ ଜିଲ୍ଲା ପୋଲିସ ମୁଖ୍ୟାଳୟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆତ୍ମସମର୍ପଣ…

ଉଦଘାଟିତ ହେଲା ବହୁ ପ୍ରତିକ୍ଷୀତ ସେବା ମହୋତ୍ସବ, ”ଦେବାରେ ଆନନ୍ଦ”

ହରଭଙ୍ଗା : (ଚିତ୍ତ ରଞ୍ଜନ ସିଂ ).ବହୁ ପ୍ରତିକ୍ଷୀତ ସେବା ମହୋତ୍ସବ “ଦେବାରେ ଆନନ୍ଦ l ସମ୍ବିଧାନ ର ଚତୃର୍ଥ ସ୍ତମ୍ଭ ର ଏକ ନିଆରା କାର୍ଯ୍ୟକ୍ରମ l ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର “ଜର୍ଣ୍ଣାଲିଷ୍ଟ ଆସୋସେସନ, ହରଭଙ୍ଗା “ଆନୁକୂଲ୍ୟରେ…

୧୯ତମ ପାତାଳି ମହୋତ୍ସବ ପ୍ରସ୍ତୁତି ବୈଠକ

ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ)ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଶ୍ରୀମତି ଅନ୍ୟା ଦାଶ ଙ୍କ ପୈ।ରହିତ୍ୟରେ ଚଳିତ ଫେବୃୟାରୀ ୧୦ ତାରିଖ ଠାରୁ ୧୭ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ୧୯ତମ ପାତାଳି ମହୋତ୍ସବ ର ଚୁଡାନ୍ତ…

ନୂତନ ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଙ୍କ ପ୍ରଥମ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ)ଅଜିତ କୁମାର ପୁଜାହାରୀସୁବର୍ଣ୍ଣପୁର ନବନିଯୁକ୍ତ ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାଶ ଏବଂ ନବନିଯୁକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ୟଶ ପ୍ରତାପ୍ ଶ୍ରୀମଲ ଙ୍କ ସୋନପୁର ବ୍ଲକ୍ ପାଇଁ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ସ୍ଥାନୀୟ ଜିଲ୍ଲାପରିଷଦ…