କେସିଙ୍ଗା ବ୍ଲକ ରେ ନୂତନ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଡ ବଣ୍ଟନ

କେସିଙ୍ଗା:  ୦୬ /୦୩ (ପ୍ରୀତେଶ ପଟେଲ)ରାଜ୍ୟ ର ନବୀନ ସରକାରଙ୍କ ଯୁଗାନ୍ତକାରୀ ଯୋଜନା ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟର କୋଟି କୋଟି ଗରିବ ଜନସାଧାରଣ ଙ୍କ ପାଇଁ ବୁମେରାଙ୍ଗ ପାଲଟିଥିବା ବେଳେ ଗତ କାଲି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ…

ପୂର୍ତ୍ତ ବିଭାଗ ର ପ୍ରତିଶୃତି ପରେ ମଧ୍ୟ ସଂପୂର୍ଣ୍ଣ ହୋଇ ପାରିଲା ନାହିଁ ଅଧାପନ୍ତରିଆ ରାସ୍ତା

ଧର୍ମଗଡ଼ ତା ୬/୩(ହେମନ୍ତ କୁମାର ମାଝୀ)ଗତ ୨୦୨୨ ସେପ୍ଟେମ୍ବର ମାସରେ ଆରମ୍ଭ ହୋଇ ୨୦୨୩ ରେ କାମ ସଂପୂର୍ଣ୍ଣ ହେବା ପାଇଁ ଆଵଧି ଥିଲା। ଆଵଧି ସରି ଏଗାର ମାସ ଗଲା ହେଲେ ରାସ୍ତା ସଂପୂର୍ଣ୍ଣ ହୋଇ ପାରିଲା ନାହିଁ। ଏଣୁ…

ଲୋକପ୍ରିୟ ନେତା ଜଗନ୍ନାଥ ନୁଣ୍ଡୁରୁକାଙ୍କୁ ଅମ୍ବାଦଳା ମଣ୍ଡଳ ପକ୍ଷରୁ ସମ୍ବର୍ଦ୍ଧନା

ରାୟଗଡା :  (ରମାକାନ୍ତ ପୋଡାଲ )ବିଷମ କଟକ ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ନେତା ତଥା ଚର୍ଚ୍ଚିତ ଚେହେରା ଜଗନ୍ନାଥ ନୁଣ୍ଡୁରୁକା।ଏହି କେତେଦିନ ହେବ ଶ୍ରୀ ନୁଣ୍ଡୁରୁକା ଶଙ୍ଖ ଛାଡ଼ି ପଦ୍ମ ଧରିଥିବା ବେଳେ ଆଜି ଅମ୍ବାଦଳା ବିଜେପି ମଣ୍ଡଳ ପକ୍ଷରୁ ସମ୍ବର୍ଦ୍ଧନା…

ଜିଲ୍ଲାସ୍ତରୀୟ ପଞ୍ଚାୟତି ରାଜ ଦିବସ ଓ ଲୋକସେବା ଦିବସ ପାଳନ

ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ)ଆଜି ଜିଲ୍ଲାପରିଷଦ ସଭାଗୃହ ରେ ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ପଞ୍ଚାୟତି ରାଜ ଦିବସ ଓ ଲୋକସେବା ଦିବସ ପାଳନ ଅନୁଷ୍ଠିତ ହୋଇଯାଇଛି l ଦିବସ ପାଳନ ଅବସରରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୁପାର ଠେଲା ମୁଖ୍ୟଅତିଥି ଭାବେ…

ପୋକ୍ସୋ ମାମଲାର ଫେରାର ଅଭିଯୁକ୍ତଙ୍କ ସମ୍ପତ୍ତି ବ୍ୟାଜାପ୍ତି ନେଇ କୋର୍ଟଙ୍କ ଆଦେଶରେ ନୋଟିସ୍

ହରଭଙ୍ଗା(ଚିତ୍ତରଞ୍ଜନ ସିଂ)ମଙ୍ଗଳବାର ଅପରାନ୍ହ ୪  ଘଣ୍ଟା ସମୟରେ ବୌଦ୍ଧ ଥାନା ବଘିଆପଡା ଫାଣ୍ଡି ବହଲପଡା ଗ୍ରାମରେ ପୋକ୍ସୋ ମାମଲାର ଜଣେ ଫେରାର ଅଭିଯୁକ୍ତଙ୍କ ସମ୍ପତ୍ତି ବ୍ୟାଜାପ୍ତି ପାଇଁଁ ଆଜି ସାର୍ବଜନିନ ନୋଟିସ୍ ଜାରି କରିଛି ବୌଦ୍ଧ ପୋଲିସ l ସମ୍ବଲପୁର ଅତିରିକ୍ତ…

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ୧୦୮ତମ ଜନ୍ମ ଜୟନ୍ତୀ ପାଳନ

ଧର୍ମଗଡ ୦୫/୦୩ ( ହେମନ୍ତ କୁମାର ମାଝୀ)ସାରା ରାଜ୍ୟରେ ମାର୍ଚ୍ଚ ୫ ତାରିଖ ମଙ୍ଗଳବାର ଦିନ ପ୍ରବାଦ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଙ୍କ ୧୦୮ତମ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି। ଧର୍ମଗଡ ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ସରକାରୀ…

ଧର୍ମଗଡ଼ ଓକିଲ ସଂଘ ତରଫରୁ ହାଇକୋର୍ଟ ବିଚାରପତିଙ୍କୁ ସମ୍ବର୍ଦ୍ଧନା

ଧର୍ମଗଡ଼ ତା ୪/୩(ହେମନ୍ତ କୁମାର ମାଝୀ)ଓଡ଼ିଶା ଉଚ୍ଚନ୍ୟାୟାଳୟର ମାନ୍ୟବର ବିଚାରପତି ଶ୍ରୀ ଆନନ୍ଦ ଚନ୍ଦ୍ର ବେହେରା ଙ୍କ ପରିଦର୍ଶନ ଓ ସସ୍ତ୍ରୀକ ଧର୍ମଗଡ଼ ଭ୍ରମଣରେ ଆସିଥିବା ଅବସରରେ ସ୍ଥାନୀୟ ଓକିଲ ସଂଘ ତାଙ୍କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରିଛି…

ପୁର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ବେହେରାଙ୍କ ବିରୋଧରେ ଥାନାରେ ଏତଲା

କେଉଁଟ, କୈବର୍ତ୍ତ ଓ ଧୀବର ହଟାଓ ଏକ୍ସନ କମିଟି ପକ୍ଷରୁ ବୈଠକ ଅନୁଷ୍ଠିତ – ଟିଟିଲାଗଡ – (ସଞ୍ଜୟ କୁମାର ନାୟକ)ସୋମବାର ଦିନ ଓଡ଼ିଶା ରାଜ୍ୟ କେଉଁଟ, କୈବର୍ତ୍ତ, ଧୀବର ହଟାଓ କ୍ରିୟାନୁଷ୍ଠାନ କମିଟିର ରାଜ୍ୟ ଆବାହକ ଶ୍ରୀ ଡିଙ୍ଗର କୁମ୍ଭାରଙ୍କ…

ବିଡ଼ିଓ ଓ କନିଷ୍ଠ ଯନ୍ତ୍ରୀଙ୍କ ନାଁ ରେ ହତ୍ୟା ଉଦ୍ୟମ ମାମଲା ରୁଜୁ

ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ)ଦୀର୍ଘ ଦୁଇବର୍ଷ ତଳେ ସରକାରଙ୍କ ତରଫରୁ ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ମାରାଡୁଗୁଛା ଗ୍ରାପ ଅଧୀନରେ ଥିବା ଗୁହୁରିଆଘାଟ ଗ୍ରାମରେ ଏକ ନାଟକ ମଣ୍ଡପ ପାଇଁ ଅର୍ଥ ଦିଆଯାଇ ଥିଲା l ଯଦିଓ କାର୍ଯ୍ୟାଦେଶ କନିଷ୍ଠ…

ଟିଟିଲାଗଡ ନାଗରିକ ମଞ୍ଚର ବାର୍ଷିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ଟିଟିଲାଗଡ ;  ( ସଞ୍ଜୟ କୁମାର ନାୟକ)ରବିବାର ସଂଧ୍ୟାରେ ସ୍ଥାନୀୟ ଏଲଆଇସି ଅଫିସ ସାମ୍ନାରେ ଥିବା ବଣିକ ବାସ ସଭା ଗୃହରେ ଟିଟିଲାଗଡ ନାଗରିକ ମଞ୍ଚର ବାର୍ଷିକ ସାଧାରଣ ପରିଷଦ ବୈଠକ ସଭାପତି ଶ୍ରୀ ରାଧାକାନ୍ତ ପାଢ଼ୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।…