କେସିଙ୍ଗା ଏନ୍ ଏ ସି କୁ ମ୍ୟୁନିସିପାଲିଟି କରିବା ଦାବୀ ଜୋର ଧରିଲା,ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି

କେସିଙ୍ଗା ( ପ୍ରୀତୀଶ ପଟେଲ )ନିକଟରେ ଏବଂ ଆଜି ରାଜ୍ୟ ସରକାର ବହୁତ ଗୁଡିଏ ଅଞ୍ଚଳ ଏନ ଏ ସି ଓ ମୁନ୍ସୀପାଲଘୋଷଣା କଲେ।ହେଲେ କେସିଙ୍ଗା ଏନ ଏ ସି ୧୯୬୫ ରୁ ହୋଇଥିଲେ ବି ଏହାକୁ ମୁନ୍ସୀପଲଟି କଲେନାହିଁ।ସର୍ଵ ପୁରାତନ…

ବୌଦ୍ଧ ଜିଲ୍ଲାକୁ ଗଡ଼ିଲା ରେଳ

ବୌଦ୍ଧ – ( ଚିତ୍ତରଞ୍ଜନ ସିଂହ ) ପରୀକ୍ଷା ମୂଳକ ଭାବେ ବୌଦ୍ଧ ଜିଲ୍ଲାକୁ ଗଡ଼ିଲା ରେଳ ଇଞ୍ଜିନ । ସୁବର୍ଣ୍ଣପୁର ଜିଲ୍ଲାରୁ ତେଲନଦୀ ବ୍ରିଜ ଦେଇ ଜିଲ୍ଲାର ମାନମୁଣ୍ଡା ପୁରୁଣାପାଣି ଷ୍ଟେସନ କୁ ସଫଳତାର ସହ ପହଁଚିଚି ରେଳ ଇଞ୍ଜିନ…

ବିଭିନ୍ନ ପ୍ରକଳ୍ପ ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ହରଭଙ୍ଗା -( ଚିତ୍ତରଞ୍ଜନ ସିଂହ ) ବୌଦ୍ଧ ଜିଲ୍ଲା ରୁ ଅନୁଗୋଳ ଓ ବଲାଙ୍ଗୀର ଜିଲ୍ଲା ଗମନାଗମନ କ୍ଷେତ୍ରରେ ଯୋଡ଼ି ହୋଇଛି ଆଉ ଏକ ବିକାଶର ଫର୍ଦ୍ଦ । ମହାନଦୀ ଉପରେ ଦୁଇଟି ଓ ତେଲ ନଦୀ ଉପରେ ଗୋଟିଏ ସେତୁ…

ଦିଲ୍ଲୀ ଚାପରେ ଓଡ଼ିଶା ରାଜ ନେତା,ମେଣ୍ଟ କରିବାକୁ ବାଧ୍ୟ

ଭୁବନେଶ୍ବର : (ସଞ୍ଜୟ ମହାନ୍ତି )ଦେଶରେ ଥରେ କଂଗ୍ରେସ ୪୧୨  ଲୋକସଭା ଆସନ ଜିତିଥିଲା, ସେତେବେଲେ ଏହାର ଭୋଟ୍ ପ୍ରତିଶତ ୪୮  ଥିଲା। ସେତେବେଲେ ଇନ୍ଦିରା ଗାନ୍ଧୀ ଙ୍କ ସହିତ ସହାନୁଭୂତିର ଏକ ତରଙ୍ଗ ମଧ୍ୟ ଥିଲା, ଇନ୍ଦିରା ଜୀଙ୍କର କାର୍ଯ୍ୟକଳାପକୁ…

ଉମାକାନ୍ତ ଜେନାଙ୍କର ଆସନ୍ତା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାର ସମ୍ଭାବନା ଉଜ୍ଜ୍ବଳ

ଭୁବନେଶ୍ୱର(କିଶୋର ଦ୍ଵିବେଦୀ )ସୁନାମଧନ୍ୟ ସୂଚନା ବୈଜ୍ଞାନିକ ଏବଂ ବରିଷ୍ଠ ଆଇନଜିବୀ ଉମାକାନ୍ତ ଜେନାଙ୍କର ଆସନ୍ତା ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାର ସମ୍ଭାବନା ଉଜ୍ଜ୍ବଳ ବୋଲି ଜଣାଯାଇଛି। ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୋଲମପୁର ଗ୍ରାମର ମୂଳବାସିନ୍ଦା ଶ୍ରୀ ଜେନା ଭଣ୍ଡାରିପୋଖରୀ କିମ୍ବା…

ବହୁ ପ୍ରତିକ୍ଷୀତ ଧଳପୁର -ଆଠମଲ୍ଲିକ ସେତୁ ଶୁଭ ଉଦ୍ଘାଟନ

ହରଭଙ୍ଗା :(ଚିତ୍ତରଞ୍ଜନସିଂ)ବୌଦ୍ଧ ଜିଲ୍ଲା ର ଦୀର୍ଘ ମହାନଦୀ ସେତୁ ର ଆଜି ହେଲା  ଶୁଭାରମ୍ଭ l ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ କରିଲେ  ଶୁଭାରମ୍ଭ l ସୂଚନା ଅନୁଯାଇ ବୌଦ୍ଧ ଜିଲ୍ଲା ଦେଇ ଯାଇଥିଲା ଓଡିଶା ର ଦୀର୍ଘଟମ ମହାନଦୀ ରେ ନିର୍ମାଣ…

ମେଣ୍ଟ ଚର୍ଚ୍ଚା ହୋଇନାହିଁ, ଓଡ଼ିଶାରେ ବିଜେପି ଏକାକୀ ଲଢ଼ିବ: ମନମେହନ ସାମଲ

ଭୁବନେଶ୍ବର : (ସଞ୍ଜୟ ମହାନ୍ତି )ଓଡ଼ିଶାରେ ବିଜେପି ଏକାକୀ ଲଢ଼ିବ। ଉଭୟ ଲୋକସଭା ଓ ବିଧାନସଭାରେ ବିଜେପି ଏକାକୀ ଲଢ଼ିବ। ବିଜେପି କିଭଳି ସରକାର କରିବ, ସେନେଇ ଦିଲ୍ଲୀରେ ଆଲୋଚନା ହୋଇଛି। ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ନେଇ…

ରାଜlବସା କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ଲାଗୁନି ଚାଷୀଙ୍କ କାର୍ଯ୍ୟରେ,ଖର୍ଚ୍ଚ ହେଲାଣି ୧୪ କୋଟି ପ୍ରକଳ୍ପ ବିଭାଗ ସୋଇଛି ନିଦରେ

ହରଭଙ୍ଗା (ଚିତ୍ତରଞ୍ଜନସିଂ) କ୍ଷୁଦ୍ର ଜଳ ସେଚନ ବିଭାଗ ଦ୍ୱାରା ନିର୍ମିତ ରାଜlବସା ପ୍ରକଳ୍ପ ଆସୁନି କୃଷି ଓ କୃଷକ କାର୍ଯ୍ୟରେ l କୃଷକଙ୍କୁ ସ୍ବପ୍ନ ଦେଖାଇ ୧୪ କୋଟି ଟଙ୍କା ର ପ୍ରକଳ୍ପ ଆଜି ଅଲୋଡ଼ା ହେବା ସହିତ ପୋତି ହୋଇ…

ହରଭଙ୍ଗା ବ୍ଲକ ର ବିଭିନ୍ନ ଶୈବପୀଠରେ ଧୁମ ଧାମ ରେ ପାଳିତ ମହାଶିବରାତ୍ରି

ହରଭଙ୍ଗା :  (ଚିତ୍ତରଞ୍ଜନସିଂ). ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରେ ଥିବା ଦେବ ଦେବ ମହାଦେବ ଙ୍କ ସମସ୍ତ ପୀଠରେ ଆଜି ମହା ଶିବରାତ୍ରି ଵା ଜାଗର ଯାତ୍ରା ମହା ସମାରୋହରେ ପାଳିତ ହୋଇଛି l ଭାରତୀୟ ସଂସ୍କୃତି ଓ ପରାମର୍ଶ…

ଦେବଗିରି ଶୈବ ପୀଠ ରେ ଅଘଟଣରେ ଜଣେ ଭକ୍ତଙ୍କ ମୃତ୍ୟୁ

କାଶୀପୁର :  (ଅଞ୍ଜନ କୁମାର ନାଏକ)ଓଡିଶା ପ୍ରସିଦ୍ଧ ରାୟଗଡା ଜିଲ୍ଲା କଲ୍ୟାଣୀ ସିଙ୍ଗପୁର ସ୍ଥିତ ଦେବଗିରି ଶୈବ ପୀଠ ଠାରେ ଏକ ହୃଦୟ ବିଦାରକ ଅଘଟଣ ଦେଖିବା ମିଳିଛି ଚଳିତ ମହା ଶିବାରାତ୍ର ରେ। ଶିବଙ୍କ ଦର୍ଶନ ପାଇଁ ଯାଉଥିବା ଜଣେ…