ବିଶ୍ବ ରେଡକ୍ରସ ଦିବସ ପାଳନ ପ୍ରସ୍ତୁତି ବୈଠକ

ପୁରୀ ୨/୫( ମନୋଜ କୁମାର ବଳିଆରସିଂ )ପ୍ରତ୍ୟେକ ବର୍ଷ ମଇ ମାସ ୮ ତାରିଖ କୁ ବିଶ୍ବ ରେଡକ୍ରସ ଦିବସ ଭାବେ ପାଳନ କରାଯାଇଥାଏ।ସମଗ୍ର ବିଶ୍ୱ ରେ ସେବା ଓ ସହାୟତା ପାଇଁ ପ୍ରସିଦ୍ଧି ଲାଭ କରିଥିବା ରେଡକ୍ରସ ଏକ ସେବା…

ଶ୍ରୀ ରାମାନୁଜାଚାର୍ଯ୍ୟଙ୍କର ୧୦୯ତମ ଜୟନ୍ତୀ ମହୋତ୍ସବ ପାଳିତ

ପୁରୀ : ୨.୫(ମନୋଜ କୁମାର ବଳିଆରସିଂ )ରିଖ ଶୁକ୍ରବାର ଦିନ ଶ୍ରୀ ରାମଚନ୍ଦ୍ର ସ୍ୱାମୀ ଚାରିଟେବଲ ଟ୍ରଷ୍ଟ ,ଲୋକନାଥ ରୋଡ ,ପୁରୀ ଙ୍କ ଆନୁକୂଲ୍ୟରେ ଭଗବଦ,ଶ୍ରୀ ରାମାନୁଜାଚାର୍ଯ୍ୟଙ୍କର ୧୦୯ତମ ଜୟନ୍ତୀ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।ଲୋକନାଥ ମନ୍ଦିର ନିକଟସ୍ଥ ଥାନପତି ମାର୍ଗରେ…

ଛିଲିପା ଠାରେ ସିଏଚସି ପକ୍ଷରୁ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଧର୍ମଗଡ଼ ତା ତା ୨/୫(ହେମନ୍ତ କୁମାର ମାଝୀ) କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଳକ ଅନ୍ତର୍ଗତ ଛିଳପା ଗ୍ରାମ ପଞ୍ଚାୟତ ଠାରେ ମେଲେରିଆ ହେଉ କି ଡେଙ୍ଗୁ ଆମେ ଯଦି ଶୋଇବା ବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଉଥିବା ଔଷଧ ବୋଲା…

ରଥଯାତ୍ରାର ପ୍ରଥମ ସମନ୍ବୟ ବୈଠକ ଅନୁଷ୍ଠିତ

ପୁରୀ :୧/୫(ମନୋଜ କୁମାର ବଳିଆରସିଂ ) ଚଳିତ ବର୍ଷ ର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଜୁନ ୨୭ ତାରିଖରେ ଓ ବାହୁଡା଼ ଯାତ୍ରା ଜୁଲାଇ ୫ ତାରିଖରେ ଅନୁଷ୍ଠିତ ହେବ।ସୁନାବେଶ ଜୁଲାଇ ୬ ଓ ନୀଳାଦ୍ରି ବିଜେ ଜୁଲାଇ ୮ ତାରିଖରେ…

ବାବା ଆଖଣ୍ଡଳମଣି ଅଟୋ ଚାଳକ ସଂଘ ତରଫରୁ ଶ୍ରମିକ ଦିବସ ପାଳନ

ପୁରୀ : ୧.୫(ମନୋଜ କୁମାର ବଳିଆରସିଂ )ଗୁରୁବାର ସକାଳ ୮.୩୦ ସମୟରେ ବାବା ଆଖଣ୍ଡଳମଣି ଅଟୋଚାଳକ ଆସୋସିଏସନ ତରଫରୁ ମହାସମାରୋହରେ ଶ୍ରମିକ ଦିବସ ପାଳନ କରାଯାଇଛି।ସଂଘର ସଭାପତି ଶ୍ରୀଯୁକ୍ତ ପ୍ରମୋଦ କୁମାର ଜେନା ଙ୍କ ଦ୍ଵାରା ପତାକା ଉତ୍ତଳନ କରଯାଇଥିଲା।ସଂଘର ସମ୍ପାଦକ…

ଶ୍ରୀଜୟଦେବ ଙ୍କ ଜୟନ୍ତୀ ପାଳିତ

ପୁରୀ ୩୦/୪(ମନୋଜ କୁମାର ବଳିଆରସିଂ ) ମହାପ୍ରଭୁଙ୍କ ପରମ ଭକ୍ତ,ଗୀତଗୋବିନ୍ଦ ର ସ୍ରଷ୍ଟା ଶ୍ରୀ ଜୟଦେବଙ୍କ ଜୟନ୍ତୀ ପବିତ୍ର ଅକ୍ଷୟ ତୃତୀୟା ତିଥିରେ ଆଜି ପାଳିତ ହୋଇଥିଲା।ଜିଲ୍ଲା ପ୍ରଶାସନ ଓ ଶ୍ରୀଜୟଦେବ ଫାଉଣ୍ଡେସନ ପକ୍ଷରୁ ପୁରୁଣା ଟାଉନ ଥାନା ଛକ ଠାରେ…

ଜ଼ିଲ୍ଲା ଆଇନ ସେବା ପ୍ରାଧକରଣ ପକ୍ଷ ରୁ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ

ବୌଦ୍ଧ (ଚିତ୍ତରଞ୍ଜନ ସିଂହ) ଜ଼ିଲ୍ଲପାଳ ଙ୍କ ସଦଭାବନା ଗୃହ ରେ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହୋଇଯାଇଛି l ସଭା ଆରମ୍ଭ ରେ ଭାରପ୍ରାପ୍ତ ଜ଼ିଲ୍ଲା ଶ୍ରମ ଅଧିକାରୀ କନ୍ୟାକୁମାରୀ ସାହୁ  ସରକାରଙ୍କ ବିଭିନ୍ନ ସ୍କିମ ଉପରେ ନିୟମାବଳୀ, ଶ୍ରମିକ ମାନଙ୍କ…

ଗ୍ରାମାଞ୍ଚଳ ରେ ପାନୀୟ ଜଳର ସଙ୍କଟ ! ବିରାଟ ଅଭିଯୋଗ ଆଣିଛି ବ୍ଲକ କଂଗ୍ରେସ

କାଶୀପୁର (ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ରେ ପାନୀୟଜଳ ଘୋର ସଙ୍କଟ ଦେଖାଯାଉଛି। ବିଗତ କିଛି ବର୍ଷ ହେବ ଗ୍ରୀଷ୍ମ ପୂର୍ଵ ରୁ ବ୍ଲକ ର ଭିନ୍ନ ପଞ୍ଚାୟତ ତଥା ଅପହଞ୍ଚ ଉପାନ୍ତ ଅଞ୍ଚଳରେ ଲୋକେ ପିଇବା ପାଣି…

ପାଲଝାର କୃଷି ବିଜ୍ଞାନ କେନ୍ଦ୍ର ରେ ଅକ୍ଷୀମୁଠି ଅନୁକୂଳ

ବୌଦ୍ଧ ( ଚିତ୍ତରଞ୍ଜନ ସିଂହ) ହଲ ବୁଲାଇଲେ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ ପ୍ରଧାନ lଧାନ ବୁଣିଲେ ଜିଲ୍ଲାପାଳ ବୌଦ୍ଧ ଜିଲ୍ଲା ପାଲଝାର ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ଫାର୍ମ ଠାରେ କୃଷି ଭିତିକ ପର୍ବ ଅକ୍ଷୟ…

ବଡ଼ ଚେରଗାଁ ରାଜସ୍ୱ ନିରୀକ୍ଷକ ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ନାଏକ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଧର୍ମଗଡ଼ ତା ୩୦/୪(ହେମନ୍ତ କୁମାର ମାଝୀ)ଶ୍ରୀଯୁକ୍ତ ସୁରେନ୍ଦ୍ରକୁମାର ନାଏକ ଚାକିରୀ ରୁ ଅବସର ନେଇଥିଲେ । ଶ୍ରୀ ନାଏକ ବଡ଼ଚେରଗାଁ ରାଜସ୍ଵନିରୀକ୍ଷକ ଭାବେ କାର୍ଯ୍ୟ କରିବା ସହ ଓଡିଶା ସରକାର ଙ୍କ ସମସ୍ତ କାର୍ଯ୍ୟ ଦୈବୀଦୁର୍ବିପାକ ତଥା ନଇବଢି ,ବନ୍ୟା ବାତ୍ୟା…