ପୁରୀରୁ ଆସିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିମନ୍ତ୍ରଣ

ଭବାନୀପାଟଣା: (ନରେନ୍ଦ୍ର ନେଗୀ)ସ୍ଥାନୀୟ ଷ୍ଟେଚୁଛକ ନିକଟରୁ ଆଜି ଏକ ବିରାଟ ଶୋଭାଯାତ୍ରା ରେ ପୁରୀ ରୁ ଆସିଥିବା ସେବାୟତ ମାନଙ୍କୁ  ଭବ୍ୟ ସ୍ବାଗତ ସହ ସ୍ଥାନୀୟ ଜଗନ୍ନାଥ ମନ୍ଦିର କୁ ପାଛୋଟି ନିଆଯାଇଥିଲା।ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଆସନ୍ତା ୨୦୨୪…

ଭବାନୀପାଟଣା ପୌରପରିଷଦ ତରଫରୁ ଖେଳ ଉତ୍ସବ ନୂଆ -ଓ ଜୁବ ଓଡ଼ିଶା ନବୀନ ଓଡିଶା ର ଉଜ୍ଜାପନୀ ଉତ୍ସବ ଆୟୋଜିତ

ଭବାନୀପାଟଣା: (ନରେନ୍ଦ୍ର ନେଗୀ)ଭବାନୀପାଟଣା ପୌରପରିଷଦ ତରଫରୁ ଖେଳ ଉତ୍ସବ ତଥା ନୂଆ – ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଉଜ୍ଜାପନୀ ଉତ୍ସବ ପୋଲିସ ରିଜର୍ଭ ପଡିଆ ଠାରେ ଆୟୋଜିତ ହୋଇଯାଇଛି I ଦୀର୍ଘ ୧୧ ଦିନଧରି ଏହି କ୍ରୀଡା…

ଦେବ ନିମନ୍ତ୍ରଣ ପାଇଁ ବୌଦ୍ଧରେ ପ୍ରତିନିଧି ଦଳ ,ଦେଖନ୍ତୁ ପୁରା ଭିଡିଓ

ବୌଦ୍ଧ: ( ଚିତ୍ତରଞ୍ଜନ ସିଂହ )ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆସନ୍ତା ମାସ ୧୭ରେ ଶୁଭାରମ୍ଭ ହେବ । ସେନେଇ ପୁରୀରୁ ୩ ଜଣିଆ ଦଳ ନୋଡ଼ାଲ ଅଫିସର ବିକାଶ କୁମାର ମହାନ୍ତି ଙ୍କ ତତ୍ୱବାଧାନରେ ଆଜି ବୌଦ୍ଧ ଜିଲ୍ଲାରେ ପହଞ୍ଚିଛନ୍ତି…

ନୂଆ ଓ ଯୁବ ଓଡିଶା -ନବୀନ ଓଡିଶା ଉଦଯାପନୀ ଦିବସ ପାଳିତ

ହରଭଙ୍ଗା : (ଚିତ୍ତରଞ୍ଜନ ସିଂହ)ରାଜ୍ୟ ସରକାର ଶିକ୍ଷା କ୍ଷେତ୍ର ରେ ନୂଆ ଓ ଯୁବ ଓଡିଶା -ନବୀନ ଓଡିଶା କାର୍ଯ୍ୟକ୍ରମ ର ଅନ୍ତିମ ଦିବସ ଵା ଉଦଯାପନୀ ଦିବସ ବୌଦ୍ଧ ଜିଲ୍ଲା ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ପୁରୁଣାକଟକ ଠାରେ ଅନୁଷ୍ଠିତ ହୋଇଯାଇଛି…

୨୭ ତମ ଵିଜୁ ଜନତା ଦଳର ପ୍ରତିଷ୍ଠା ଦିବସ

ଧର୍ମଗଡ଼: (ହେମନ୍ତ କୁମାର ମାଝୀ)ଆଜି ବିଜୁ ଜନତା ଦଳର ୨୭ ତମ ପ୍ରତିଷ୍ଠା ଦିବସ l ଏହି ଅବସର ରେ ଧର୍ମଗଡ ନିର୍ବାଚନ ମଣ୍ଡଳୀ ବିଜୁ କଲ୍ୟାଣ ମଣ୍ଡପ ଠାରେ ପାଳିତ ହୋଇଛି ପ୍ରତିଷ୍ଠା ଦିବସ l ପ୍ରଥମେ ଧର୍ମଗଡ ସରକାରୀ…

ଛତିଶଗଡ଼କୁ ଧାନ ଚୋରା ଚାଲାଣ ଵେଲେ ଦୁଇ ଗାଡ଼ି ସହ ୨୧୪ କୁଇଣ୍ଟାଲ ଧାନ ଜଗତ

ଧର୍ମଗଡ଼: (ହେମନ୍ତ କୁମାର ମାଝୀ)ଗତକାଲି ରାତ୍ରି ରେ ଜିଲ୍ଲା ଯୋଗାଣ ଅଧିକାରୀ ମନୋଜ କୁମାର ଦାସ ଏକ ଟିମ ଦୁଇ ଗାଡ଼ି ସହିତ ୨୧୪ କୁଇଣ୍ଟାଲ ଧାନ ଜଗତ କରି ଧର୍ମଗତ ସହରର ଏକ ରାଇସ ମିଳ ରେ ଜିମା ଦେଇଛନ୍ତି।…

ବିଜୁ ଜନତା ଦଳର ୨୬ ବର୍ଷ ପୂର୍ତ୍ତି ଏବଂ ୨୭ତମ ପ୍ରତିଷ୍ଠା ଦିବସକୁ ନିଆରା ଢଙ୍ଗରେ ପାଳନ କରିଛି କଳାହାଣ୍ଡି ଜିଲ୍ଲା ଛାତ୍ର ବିଜେଡି

କଳାହାଣ୍ଡି: (ନରେନ୍ଦ୍ର ନେଗୀ )ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁରଙ୍କ ନେତୃତ୍ୱରେ ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ କମ୍ବଳ ବଣ୍ଟନ କରାଯାଇଛି । ଭବାନୀପାଟଣା ସ୍ଥିତ ମାଣିକେଶ୍ବରୀ ମନ୍ଦିର, ଜଗନ୍ନାଥ ମନ୍ଦିର, ଦୁର୍ଗା ମଣ୍ଡପ,…

ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି ଵିରୁଦ୍ଧରେ ଭାରତୀୟ ଜନତା ପାର୍ଟି ତରଫରୁ କାଙ୍କେରୀ ରାଜସ୍ବ ନୀରିକ୍ଷକ ଙ୍କ କାର୍ଯ୍ୟାଳୟ ଘେରାଉ

ଧର୍ମଗଡ଼: (ହେମନ୍ତ କୁମାର ମାଝୀ) କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଳକ ଅଧୀନସ୍ଥ କାଙ୍କେରୀ ରାଜସ୍ବ ନୀରିକ୍ଷକ ଙ୍କ କାର୍ଯ୍ୟାଳୟ ଭାରତୀୟ ଜନତା ପାର୍ଟି ତରଫରୁ ଟିପିଗୁଡା ମଣ୍ଡଳ ସଭାପତି ଵିଭୁଦତ୍ତ ପ୍ରଧାନୀ ଙ୍କ ନେତୃତ୍ୱରେ ଆଜି ଘୋରାଉ କରାଯାଇଥିଲା। ଏହି ଘୋରାଉ…

ଟିଟିଲାଗଡରେ ସେଣ୍ଟ୍ରାଲ ସ୍କୁଲ ଖୋଲିବ କେବେ ? ଆଦର୍ଶ ବିଦ୍ୟାଳୟ ଭଳି ବଳି ପଡ଼ିବ କି କେନ୍ଦ୍ର ବିଦ୍ୟାଳୟ ? ବୁଦ୍ଧିଜୀବି ମହଲରେ ଚର୍ଚ୍ଚା

ଟିଟିଲାଗଡ: (ସଞ୍ଜୟ କୁମାର ନାୟକ)କେନ୍ଦ୍ର ସରକାର ହୁଅନ୍ତୁ କି ରାଜ୍ୟ ସରକାର, ସଦାବେଳେ ଜନ ହିତକର ତଥା ଲୋକଙ୍କ ସୁବିଧା ନିମନ୍ତେ ବିଭିନ୍ନ ଯୋଜନା ହାତକୁ ନେଇଥାନ୍ତି। ଶିକ୍ଷା ସ୍ବାସ୍ଥ୍ୟ ଓ ଗମନା ଗମନ ସହ ଜନ ସାଧାରଣଙ୍କୁ ଉଚିତ ସୁବିଧା…

ଭାଇ ହତ୍ୟା କଲା ଭାଇକୁ

କଳାହାଣ୍ଡି: (ନରେନ୍ଦ୍ର ନେଗୀ)ବଚସା ରୁ ସାନ ଭାଇକୁ ହତ୍ୟା କଲା ବଡ ଭାଇ l ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବହାଦୁର ବଗିଚା ପଡା ରେ lସୂଚଗାନାନୁଯାୟୀ, ରବିବାର ରାତ୍ରିରେ ଭବାନୀପାଟଣା ସହରର ବହାଦୁର ବଗିଚା…