ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଜାତୀୟ ଆଇନ୍ ସେବା ଦିବସ ପାଳିତ

ଧର୍ମଗଡ଼: (ହେମନ୍ତ କୁମାର ମାଝୀ)ନଭେମ୍ବର ୯ ଜାତୀୟ ଆଇନ ସେବା ଦିବସ ପାଳନ ଅବସରରେ ତାଲୁକ ଆଇନ ସେବା ସମିତି ଧର୍ମଗଡ ତରଫରୁ ଗଡିଆଯୋର୍ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ଆଇନ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି I ଅତିରିକ୍ତ…

ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ପାଇଁ ଅଭିଯୁକ୍ତକୁ ୩ ବର୍ଷ ଜେଲ ଦଣ୍ଡାଦେଶ

ଧର୍ମଗଡ଼ :(ହେମନ୍ତ କୁମାର ମାଝୀ)୨୦୧୪ ମସିହାରେ କେଗାଁ ଥାନା ଅନ୍ତର୍ଗତ କଣ୍ଟାମାଳ ଗ୍ରାମର ଥକାମନା ବେହେରା ଙ୍କ ନାବାଳିକା ଝିଅ ଶୌଚ ପାଇଁ ଯାଉଥିବା ବେଳେ ସେହି ଗ୍ରାମର ଜୟ ପ୍ରସାଦ ବେହେରା ତାକୁ ଅଭଦ୍ର ଭାଷା ରେ ଗାଳିଗୁଲଜ କରିବା…

ତିନି ଅଧିକାରୀ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

କଳାହାଣ୍ଡି :(ନରେନ୍ଦ୍ର ନେଗୀ)ଜୟପାଟଣା ବ୍ଲକ ଅନ୍ତର୍ଗତ ଭେଜି ଗୁଡା ଗ୍ରାମ ପଞ୍ଚାୟତ ପରିସରରେ ନୂତନ କାର୍ଯ୍ୟଭାର ଗ୍ରହଣ କରିଥିବା ବି ଡି ଓ ଧର୍ମ ରାଜ ମାଝୀ ଓ ତହସିଲଦାର ରଘୁନାଥ ମୁଣ୍ଡାରୀ ଙ୍କୁ ଭବ୍ୟ ସ୍ବାଗତ କରାଯାଇ ଥିବା ବେଳେ…

ଧର୍ମଗଡ ଭିଆରପି ସଂଘ ତରଫରୁ ବିଡ଼ିଓ ଙ୍କୁ ସମ୍ବର୍ଦ୍ଧନା

ଧର୍ମଗଡ: ୮/୧୧(ହେମନ୍ତ କୁମାର ମାଝି)ନୂତନ ଭାବରେ ଯୋଗଦେଇଥିବା ଆଦିବାସୀ ବିଡ଼ିଓ ଙ୍କୁ ଭିଆପି ସଂଘ ତରଫ ରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି l ଅନେକ ଉନ୍ନୟନ କାମ କୁ ଅଧିକ ମାତ୍ରରେ କାର୍ଯ୍ୟକାରୀ କରିବା ପାଇଁ ଭିଆରପି ସଂଘ ଅନୁରୋଧ କରିଛନ୍ତି…

ରାଜ୍ୟ ପୂର୍ତ୍ତବିଭାଗ ସଚିବ ଓ ଯନ୍ତ୍ରୀ ଙ୍କ ବୌଦ୍ଧ ଗସ୍ତ,ବିଭିନ୍ନ ପ୍ରକଳ୍ପର କଲେ ସମୀକ୍ଷା

ବୌଦ୍ଧ: (ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା କୁ ରାଜ୍ଯ ପୂର୍ତ୍ତବିଭାଗ ର ସଚିବ ଭି ଭି ଯାଦବ ଓ ପୂର୍ତ୍ତବିଭାଗ ସର୍ବେଚମ ମୁଖ୍ୟ ଯନ୍ତ୍ରୀ ଇଂ ମନୋରଞ୍ଜନ ମିଶ୍ର ଗସ୍ତ କରିଥିଲେ। ବୌଦ୍ଧ ପୂର୍ତ୍ତ ବିଭାଗ ଅଧୀନରେ ଥିବା ୩ ସହ ଶଯ୍ୟା…

ନୁଆ ଭାରତ ବିକଶିତ ଭାରତ ସଚେତନତା ଶିବିର ଉଦଯାପିତ

କଳାହାଣ୍ଡି :ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ କେନ୍ଦ୍ରୀୟ ସଂଚାର ବ୍ୟୁରୋ ଭବାନୀପାଟଣା ପକ୍ଷରୁ କଳାହସଂଚାରb ଜିଲ୍ଲା ଅନ୍ତର୍ଗତ ବେହେରା ଗୋରୁ ବଜାର ପ୍ରଙ୍ଗଣରେ ଦଣ୍ଡପାଟ ଯୁବ ସେବା ସଂଗଠନ ସହଯୋଗ ରେ ପିଏମ ବିଶ୍ବକର୍ମା ଯୋଜନା, ମିଶନ…

ଭେଜିଗୁଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପୂର୍ବତନ ଅଧିକାରୀ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଓ ନୂତନ ଅଧିକାରୀଙ୍କୁ ସ୍ଵାଗତ ସମାରୋହ

ଭବାନୀପାଟଣା:(ଅର୍ଜୁନ ପଟ୍ଟନାୟକ )କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଭେଜିଗୁଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଜୟପାଟଣା ବ୍ଲକ୍ ର ପୂର୍ବତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ସ୍ନିଗ୍ଧା ରାଣୀ ପ୍ରଧାନ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଓ ନୂତନ ଗୋଷ୍ଠୀ ଉନ୍ନୟନ…

ଦୀପାବଳି ପାଇଁ ଓରମାସ୍‌ ଏବଂ ମିଶନ ଶକ୍ତି ଆନୁକୁଲ୍ୟରେ ଷ୍ଟଲ ଉଦଘାଟିତ

ବୌଦ୍ଧ:(କଚେରୀ ଖେଳପଡିଆ ପାଶ୍ୱର୍ରେ ଆଲୋକର ପର୍ବ ଦୀପାବଳି ପାଇଁ ଓରମାସ ଓ ମିଶନଶକ୍ତି ଆନୁକୂଲ୍ୟରେ ଖୋଲାଯାଇଥିବା ଆଜି ଏକ ଷ୍ଟଲ ଉଦଘାଟିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଜିଲ୍ଲାପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରବିନାରାୟଣ ତ୍ରିପାଠୀ ଫିତାକାଟି ଷ୍ଟଲକୁ ଉଦଘାଟନ କରିଥିଲେ…

ଯାଜପୁରରେ ଉଦଯାପିତ ହେଲା ଦୁର୍ନୀତି ନିବାରଣ ସପ୍ତାହ, ହକି ପ୍ରଶିକ୍ଷଣ କେନ୍ଦ୍ର ରେ ବନ୍ଧୁତ୍ବପୂର୍ଣ ହକି ପ୍ରତିଯୋଗୀତା

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁରରେ ଉଦଯାପିତ ହେଲା ଦୁର୍ନୀତି ନିବାରଣ ସପ୍ତାହ । ଉଦଯାପନୀ ଦିବସରେ ଯାଜପୁର ହକି ପ୍ରଶିକ୍ଷଣ କେନ୍ଦ୍ର ରେ ଏକ ବନ୍ଧୁତ୍ବପୂର୍ଣ ହକି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଏହାକୁ ଯାଜପୁର ସ୍ପୋର୍ଟ୍ସ କ୍ଲବ ର କାର୍ଯ୍ୟକାରୀ…

ଟିକିରି ଠାରେ ନୂତନ ବ୍ଲକ ଗଠନ ପାଇଁ ପ୍ରସ୍ତୁତି ବୈଠକ,ଟିକିରି ଠାରେ ନୂତନ ବ୍ଲକ ଗଠନ ପାଇଁ ପ୍ରସ୍ତୁତି ବୈଠକ

କାଶୀପୁର:୭ /୧୧(ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା ଅନ୍ତର୍ଗତ କାଶୀପୁର ବ୍ଲକ ଟିକିରି ସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଗତ ରବିବାର ଦିନ ବହୁ ପ୍ରତୀକ୍ଷିତ ନୂତନ ବ୍ଳକ ମାନ୍ୟତା ଦାବି ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଯାଇଛି । ଟିକିରି ସରପଞ୍ଚ…