ତୃତୀୟ ରାଜ୍ୟ ସ୍ତରୀୟ ମା ଭୈରବୀ ମହୋତ୍ସବ ଓ ପଲିଶ୍ରୀ ମେଳା ର ତୃତୀୟ ସନ୍ଧ୍ୟା
ହରଭଙ୍ଗା :୧୮/୧୧ (ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା ର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ନାମରେ ଆୟୋଜିତ ତୃତୀୟ ମା ଭୈରବୀ ମହୋତ୍ସବ ତୃତୀୟ ସଂଧ୍ୟା ଶନିବାର ଦିନ ଅନୁଷ୍ଠିତ ହୋଇଯାଇଅଛି। ଏହି ତୃତୀୟ ସଂଧ୍ୟା ରେ ଆଞ୍ଚଳିକ କଳାକାର ଙ୍କ…