ଉଦ୍ଧାର ହୋଇଥିବା ଜନ୍ତୁ ସମ୍ବର ନୁହେଁ ନିଲଗାଈ ବୋଲି କହିଲେ ରେଞ୍ଜ ଅଧିକାରୀ

ଧର୍ମଗଡ଼; (ହେମନ୍ତ କୁମାର ମାଝୀ)ଶନିବାର କୋକସରା ବ୍ଲକ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ଦେଇ ଏକ ବନ୍ୟପ୍ରାଣୀ ପାଣି ସନ୍ଧାନ ରେ ଆସି ଟେମରା ପଞ୍ଚାୟତ ସିର୍ଲିଗୁଡା ଦେଇ ଯାଇଥିବା ମେଗାଲିଫ୍ଟ କେନାଲ ରେ ପଡି ଆଉ ବାହାର କୁ ଆସିନପାରି ପାଣି…

ଖରିଫ ଧାନ କ୍ରୟ ସମୀକ୍ଷା ବୈଠକ

ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ବିଳନୀ କକ୍ଷ ରେ ୨୦୨୩-୨୪  ବର୍ଷ ପାଇଁ ଖରିଫ ଧାନ କ୍ରୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀ ବିମଳେନ୍ଦୁ ରାୟ ଅଧ୍ୟକ୍ଷତା କରି…

ଧର୍ମଗଡ଼ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୪ ପ୍ରସ୍ତୁତି ଶେଷ ପର୍ଯ୍ୟାୟ

ଧର୍ମଗଡ଼:  ( ହେମନ୍ତ କୁମାର ମାଝୀ)  କଳାହାଣ୍ଡି ଉତ୍ସବ ଘୁମୁରା -୨୦୨୪ ବିଧିବଦ୍ଧ ଭାବେ ଆସନ୍ତା ୧୫ ଜାନୁୟାରୀ୨୦୨୪ ସୋମବାର ଧର୍ମଗଡ଼ ଉତ୍ସବ ପଡ଼ିଆରେ ଉଦଘାଟନ ହେବ । ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇ ଯାଇଛି । ଚଳିତ ବର୍ଷ ମଞ୍ଚ…

ସାକୁସୀଙ୍ଗା ଗ୍ରାମରେ ମକର ମେଳା ଅନୁଷ୍ଠିତ

ହରଭଙ୍ଗା: (ଚିତ୍ତରଞ୍ଜନ ସିଂ)ହରଭଙ୍ଗା ବ୍ଲକ୍ ଧଳପୁର୍ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାକୁସିଙ୍ଗା ଗ୍ରାମ ସ୍ଥିତି ଶିବ ବାବା କାସୀ ବିଶ୍ଵନାଥ ମନ୍ଦିର ପ୍ରାଙ୍ଗଣରେ ଭକ୍ତ ପ୍ରଭୁ ଜୀ ଙ୍କ ଦ୍ୟାରା ପ୍ରତିଷ୍ଠା କରା ଯାଇଥିବା ବିଶ୍ଵଶାନ୍ତି ମକରଯାତ୍ରା ଓ ମହା ଜଞ୍ଜ…

ରୋଗାଗ୍ରସ୍ତ ବାପା ମୄତ୍ୟୁ ପରେ ଅନାଥ ଦୁଇଝିଅ,ମୁଖାଗ୍ନି ଦେଲେ ଦୁଇ କୁନି ଭଉଣି

ଧର୍ମଗଡ଼:  ତା ୧୩/୧/୨୪(ହେମନ୍ତ କୁମାର ମାଝୀ)ଧର୍ମଗଡ ଗତବର୍ଷ ମାଁର ମୄତ୍ୟୁ ଆଉ ଆଜି ରୋଗାଗ୍ରସ୍ତ ବାପାର ମୄତ୍ୟୁ ପରେ ମୁଖାଗ୍ନି ଦେଇଛନ୍ତି ଦୁଇ କୁନି ଭଉଣି।ଏଭଳି ଏକ ଅଭାବନୀୟ ଘଟଣା ଆଜି ଧର୍ମଗଡ ସହରରେ ଦେଖିବାକୁ ମିଳିଛି । ଗତ କିଛିବର୍ଷ…

କଳାହାଣ୍ଡି ଉତ୍ସବର ‘ଘୁମୁରା’ ପୂର୍ବରୁ ଶୁଭିଲା ପଥୋତ୍ସବର ବିଗୁଲ

ରାଜରାସ୍ତା ପାଲଟିଲା ମହୋତ୍ସବର ମହାମଞ୍ଚ : କଳା, କଳାକାର, ଜନତା ଏକାକାର ଭବାନୀପାଟଣା: ତା.୧୩/୦୧(ନରେନ୍ଦ୍ର ନେଗୀ) କଳାହାଣ୍ଡିର କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ବାର୍ତ୍ତାବହ ୨୬ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୪ ଅବ୍ୟବହିତ ପୂର୍ବରୁ ଆଜି ଭବାନୀପାଟଣା ସହରରେ ମହା ସମାରୋହରେ…

କେନାଲ ପାଣି ଦାବୀରେ ଚାଷୀ ମାନେ ଉପଜିଲ୍ଲାପାଳ ଓ ଇନ୍ଦ୍ରାବତୀ ଙ୍କ କାର୍ଯ୍ୟାଳୟ ଠାରେ ନିକ୍ଷୋପ ପ୍ରଦଷଣ

ଧର୍ମଗଡ଼ :ତା ୧୩/୧/୨୪(ହେମନ୍ତ କୁମାର ମାଝୀ)ଆଜି ରବି ଚାଷ ପାଇଁ ଟିପିଗୁଡା କେନାଲରେ ପାଣି ଛାଡିବାକୁ ଦାବିକରି ଟିପିଗୁଡା ଅଂଚଳର ଶତାଧିକ ଚାଷୀ ଧର୍ମଗଡ଼ ଆସି ଇନ୍ଦ୍ରାବତୀ ଅଧିକ୍ଷଣ ଯନ୍ତ୍ରୀ ଓ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।୨୦୦୬…

ନୂଆ ଓ ଯୁବ ଓଡ଼ିଶା ଆନୁକୁଲ୍ୟରେ ରେ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା

ହରଭଙ୍ଗା : ( ଚିତ୍ତରଞ୍ଜନ ସିଂ) ହରଭଙ୍ଗା ବ୍ଲକ୍ ସ୍ଥିତ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ପୁରୁଣାକଟକ ଠାରେ ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା ଆନୁକୁଲ୍ୟରେ ରେ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ର ମୁଖ୍ୟ…

ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲର ବାର୍ଷିକୋତ୍ସବ

ଭବାନୀପାଟଣା :୧୨ /୦୧ (ନରେନ୍ଦ୍ର ନେଗୀ)ସ୍ଥାନୀୟ ତାରିଣୀ ମନ୍ଦିର ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ର ବାର୍ଷିକ ଉତ୍ସବ ତଥା ଜାତୀୟ ଯୁବ ଦିବସ ସ୍କୁଲ ପରିସରରେ ପାଳିତ ହୋଇଥିଲା | ସ୍କୁଲ ସଭାପତି ବ୍ରହ୍ମାନନ୍ଦ ସାମଲଙ୍କ ଅଧ୍ୟକ୍ଷତା ରେ…

ହରଭଙ୍ଗାରେ ସଂସ୍କୃତି ଦିବସ ପାଳିତ

ହରଭଙ୍ଗା ( ଚିତ୍ତରଞ୍ଜନସିଂ) : ଭାରତ ସରକାରଙ୍କ କ୍ରୀଡ଼ାଓ ଯୁବ ମନ୍ତ୍ରଣାଳୟ ଅଧୀନସ୍ଥ ନେହେରୁ ଯୁବ କେନ୍ଦ୍ର ବୌଦ୍ଧ ଓ ମୟୂରୀ ଯୁବକ ସଙ୍ଘ ଗୁଣ୍ଡୁରୀସାହି ମିଳିତ ଆନୁକୂଲ୍ୟରେ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ସପ୍ତାହ ବା ଜାତୀୟ ଯୁବ ସପ୍ତାହ ପାଳନ…