ଶଗଡିଆ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା, ତିନିଜଣ ଗୁରୁତର

ହରଭଙ୍ଗା : (ଚିତ୍ତରଞ୍ଜନସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଛତ୍ରଙ୍ଗ -ହରଭଙ୍ଗା ରାସ୍ତାର ସଗଡ଼ିଆ ନାଳ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ରେ ତିନି ଜଣ ଗୁରୁତର ହୋଇଥିବା ବେଳେ ଗୁରୁତର ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଥିବା…

ଭାରତୀୟ ଯୁବ ମୋର୍ଚ୍ଚା ପାର୍ଟି ତରଫରୁ ନମୋ ନଵମତ ଦାତା ସମ୍ଵିଳନୀ

ଧର୍ମଗଡ଼ :୨୫/୧(ହେମନ୍ତ କୁମାର ମାଝୀ )ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ୫୦୦୦ ହଜାର ଗୋଟି ସ୍ଥାନରେ ଭର୍ଚୁଆଲ ମାଧ୍ୟମରେ ନମୋ ନଵମତ ଦାତା ଙ୍କୁ ସମ୍ଵେଧିତି କରିଥିବା ବେଳେ ସେହି ପରୀପେକ୍ଷୀ ରେ ଆଜି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ…

ବିଶ୍ଵାତ୍ମା ବିଦ୍ୟା ମନ୍ଦିରର ବାର୍ଷିକୋତ୍ସବ ଅନୁଷ୍ଠିତ

ଭବାନୀପାଟଣା: (ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଜୟପାଟଣା ବିଶ୍ୱାତ୍ମା ବିଦ୍ୟା ମନ୍ଦିର ର ୨୪ତମ ବାର୍ଷିକୋତ୍ସବ କପୁରମାଳ ସ୍ଥିତ ନିର୍ବିକଳ୍ପ ନିକେତନ ଠାରେ ମହାସମାରୋହର ସହ ପାଳିତ ହୋଇଯାଇଛି।ଦୀପ ପ୍ରଜ୍ଜ୍ଵଳନ ଓ ବେଦପାଠ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଥିଲା ଆଚାର୍ଯ୍ୟା ଯଶୋଦା…

ସ୍ବର୍ଗତଃ କୁମୁଦିନୀ ଦାଶଙ୍କର ସ୍ମୃତି ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର/ରଣପୁର : ୨୪/୦୧ରିଖ ସ୍ବର୍ଗତଃ କୁମୁଦିନୀ ଦାଶ ଙ୍କର ସ୍ମୃତି ଉଦ୍ଦେଶ୍ୟ ରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିବା ଜଣାଯାଇଛି। ଶ୍ରୀମତୀ ଦାଶଙ୍କ ବିୟୋଗ ର ଦ୍ୱାଦଶ ତିଥି ଅବସରରେ ତାଙ୍କର ଗାଁ ରଣପୁର ର କଙ୍କିଆ ସ୍ଥିତ ବାସଭବନଠାରେ ବହୁ…

ପଞ୍ଚାୟତ ସ୍ତରୀୟ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ

ଧର୍ମଗଡ଼ : ୨୪/୧(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଗଡିଆ ଜୋର୍ ଠାରେ ବ୍ଲକ ପ୍ରଶାସନ ତରଫରୁ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଛି l ଗ୍ରାମାଞ୍ଚଳ ରେ ଭିତ୍ତି…

ଚାରିଛକରେ ଜାତୀୟ ବାଳିକା ଦିବସ ପାଳିତ

ହରଭଙ୍ଗା : (ଚିତ୍ତରଞ୍ଜନ ସିଂ)ହରଭଙ୍ଗା ବ୍ଲକ ଚାରିଛକ ହାଇସ୍କୁଲ ଠାରେ ‘ଜାତୀୟ ବାଳିକା ଦିବସ ‘ ପାଳିତ ହୋଇଯାଇଛି l ହରଭଙ୍ଗା ବିଇଓ ଅଜୟ କୁମାର ଲୁହାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ଶ୍ରୀବନ୍ତ ମେହେର,…

ଲଡୁଗାଁ ଉଚ୍ଚ ବିଦ୍ୟାଳୟ ରେ ନେତାଜୀ ଓ ବିର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନ

ଧର୍ମଗଡ଼ :୨୪/୧(ହେମନ୍ତ କୁମାର ମାଝୀ)କୋକସରା ବ୍ଲକ ଲଡୁଗାଁ ଉଚ୍ଚ ବିଦ୍ୟାଳୟ ରେ ମଙ୍ଗଳବାର ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବିର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଛି। ଏହି ଦୁଇ ମହାନ ସଂଗ୍ରାମୀ ପୁରୁଷଙ୍କ କାର୍ଯ୍ୟକ୍ରମ ପାଳନ ଅବସରରେ…

କୋକସରା ଶିକ୍ଷା ବିଭାଗ ପକ୍ଷରୁ ଜାତୀୟ ଶିଶୁ କନ୍ୟା ଦିବସ ପାଳନ

ଧର୍ମଗଡ଼ :୨୪/୧( ହେମନ୍ତ କୁମାର ମାଝୀ)ଜାନୁୟାରୀ ୨୩ତାରିଖ ହେଉଛି ଜାତୀୟ ଶିଶୁ କନ୍ୟା ଦିବସ ଶିଶୁ କନ୍ୟା ଙ୍କ ଉଦ୍ଦେଶ୍ୟ ରେ ଆଜି କୋକସରା ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ଦ୍ଵାରା ଦିବସ ପାଳନ କରାଯାଇଛି। ବ୍ଲକ ଅତିରିକ୍ତ ଗୋଷ୍ଠି ଶିକ୍ଷା…

ଠାକୁର ଶ୍ରୀ ଅନୁକୂଳ ଚନ୍ଦ୍ରଙ୍କ ୧୩୬ତମ ଜନ୍ମ ମହୋତ୍ସବ ପାଳିତ

ହରଭଙ୍ଗା :୨୨/୦୧ (ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ସ୍ଥିତ ସତସଂଘ କେନ୍ଦ୍ର ଠାରେ ମଙ୍ଗଳବାର ଦିନ ଶ୍ରୀ ଶ୍ରୀ ଅନୁକୂଳ ଚନ୍ଦ୍ର ଙ୍କ ୧୩୬ ତମ ଜନ୍ମ ଦିନ ମହା ସମାରୋହରେ ପାଳିତ ହୋଇଯାଇଛି l ଆଜି ସକାଳୁ…

ପୁରୁଣାକଟକ ଥାନା ରେ ନୂତନ ଥାନା ଅଧିକାରୀ ଙ୍କ ଯୋଗଦାନ

ହରଭଙ୍ଗା (ଚିତ୍ତରଞ୍ଜନସିଂ) ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ରେ ଶନିବାର ଦିନ ନୂତନ ଥାନା ଅଧିକାରୀ ଙ୍କ ଯୋଗଦାନ ହୋଇଛି । ସୂଚନା ମତେ ପୂର୍ବରୁ ପୁରୁଣାକଟକ ଥାନା ରେ ରଞ୍ଜିତ ମୁନି ଥାନା ଅଧିକାରୀ ଭାବେ କାର୍ଯ୍ୟ ତୁଲାଉଥିବା ବେଳେ…