କାଶୀପୁରରେ ବିଭିନ୍ନ ଅନୁଷ୍ଠାନରେ ୭୫ ତମ ଗଣତନ୍ତ୍ର ଦିବସ ପାଳନ

କାଶୀପୁର : (ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ଠାରେ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ରେ ୭୫ତମ ଗଣତନ୍ତ୍ର ଦିବସ ଯାକଜଖମରେ ପାଳନ କରାଯାଇଥିବା ଦେଖିବାକୁ ମିଳିଛି।ଏହି ପରିପେକ୍ଷୀରେ ପଞ୍ଚାୟତ ସମିତି କାର୍ଯ୍ୟାଳୟ,ତହସିଲ କାର୍ଯ୍ୟାଳୟ,ସମନ୍ୱିତ ଶିଶୁଵିକାଶ ବିଭାଗ, କୃଷି…

କନଗାଁ ଠାରେ ରୁପେନ୍ଦ୍ର ଚାର୍ଟିବଲ ଟ୍ରଷ୍ଟ ତରଫରୁ ସାଧାରଣତନ୍ତ୍ର ଦିଵସ ପାଳିତ

ଧର୍ମଗଡ଼:୨୬/୧(ହେମନ୍ତ କୁମାର ମାଝୀ) କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଳକ ଅଧୀନସ୍ଥ କନାଗା ଠାରେ ଆଜି ରୁପେନ୍ଦ୍ର ଚାଟ୍ରୀଵଳ ଟ୍ରଷ୍ଟ ପକ୍ଷରୁ ୭୫ ତମ ସାଧାରଣତନ୍ତ୍ର ଦିଵସ ମହାସମାରୋହରେ ପାଳିତ ହୋଇଯାଇଛି।ଟ୍ରଷ୍ଟ ର ସଭାପତି ଶ୍ରୀ ବସନ୍ତ ସତନମି ସମ୍ପାଦକ ଶ୍ରୀ ନନ୍ଦଲାଲ…

ବର୍ଡ଼ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କାଙ୍କେରୀରେ ସାହିତ୍ୟ ଆଲୋଚନା ଚକ୍ର

ଧର୍ମଗଡ଼ : ୨୬/୧(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା କାଙ୍କେରୀସ୍ଥିତ ବର୍ଡର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ସାହିତ୍ୟ ପ୍ରତିଯୋଗିତା ଉଦଯାପନୀ ଉତ୍ସବ ଓ ସାହିତ୍ୟ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି l ଅନୁଷ୍ଠାନ…

ଧର୍ମଗଡ଼ ଠାରେ ୭୫ ତମ ସାଧାରଣତନ୍ତ୍ର ଦିଵସ ପାଳିତ

ଧର୍ମଗଡ଼; ୨୬/୧(ହେମନ୍ତ କୁମାର ମାଝୀ)ଧର୍ମଗଡ଼ ଠାରେ ୭୫ ତମ ସାଧାରଣତନ୍ତ୍ର ଦିଵସ ମହାସମାରୋହରେ ପାଳିତ ହୋଇଯାଇଛି। ଉପଜିଲ୍ଲାପାଳ ବିରଞ୍ଚି ନାରାୟଣ ଦରଓ୍ଵାନ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରି ଉପଖଣ୍ଡ ସ୍ତରୀୟ ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କରି ଗଣତନ୍ତ୍ର…

କ୍ଷେତ୍ର ପରିଦର୍ଶନ ଓ ପିଲାଙ୍କ ମୁହଁରେ ହସ କାର୍ଯ୍ୟକ୍ରମ

ତୁରେକେଲା ବ୍ୟୁରୋ: ୨୬/୦୧(ନରେନ୍ଦ୍ର ନେଗୀ)ତୁରେକେଲା ବ୍ଳକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ତରଫରୁ ଅଶୀଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ,ଅଶୀଜଣ ଅଭିଭାବକ, ପିତାମାତା ଓ ସଂଯୋଜକମାନଙ୍କୁ ନେଇ ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ତିଖାଲି ଡ୍ୟାମ କ୍ଷେତ୍ର ପରିଦର୍ଶନରେ ଯାଇଥିଲେ।ଏହି ଅବସରରେ ନିର୍ଝରିଣୀ, କଣ୍ଟାବାଞ୍ଜି ତରଫରୁ ନିଆରା…

ଇଣ୍ଟରସିଟି ଟ୍ରେନ୍ ଆଗକୁ ଅଜଣା ବୃଦ୍ଧା ଡେଇଁ ଆତ୍ମହତ୍ୟା

ବଲାଙ୍ଗୀର ବ୍ୟୁରୋ :୨୬/୦୧(ନରେନ୍ଦ୍ର ନେଗୀ)ଆଜି ବଲାଙ୍ଗିର ଭୁବନେଶ୍ବର ଇଣ୍ଟରସିଟି ଟ୍ରେନ୍ ଆଗକୁ ଜନେ ଅଜଣା ବୃଦ୍ଧା ଡେଇଁ ପଡି ଆତ୍ମହତ୍ୟା କରିଛନ୍ତି lବୃଦ୍ଧା ଙ୍କ ବୟସ ପାଖାପାଖି ୬୦ ବର୍ଷ ହେବ ବୋଲି ଜଣାପଡିଛି l ଆଜି ଅପରାହ୍ଣ ପ୍ରାୟ ୩ଟା…

ଆଭାସୀ ମାଧ୍ୟମରେ ବଲାଙ୍ଗିରରେ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର : (ନରେନ୍ଦ୍ର ନେଗୀ)ଆଭାସୀ ମାଧ୍ୟମରେ ବଲାଙ୍ଗିର ରେ ଆରମ୍ଭ ହୋଇଛି ସଚେତନତା କାର୍ଯ୍ୟକ୍ରମ | ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଏହି କାର୍ଯ୍ୟକ୍ରମ ର ଉଦଘାଟନ କରିଛନ୍ତି | ସୂଚନା , ଶିକ୍ଷା , ଯୋଗାଯୋଗ କାର୍ଯ୍ୟକ୍ରମ ଆଧାରରେ…

ଦୁର୍ଘଟଣା ରେ ୨୦ଫୁଟ ବ୍ରିଜ ତଳକୁ ଖସିଲେ ବାଇକ ଆରୋହୀ

ବୌଦ୍ଧ; (ଚିତ୍ତ ରଂଜନସିଂ ) ମନମୁଣ୍ଡା-ସୋନପୁର ତେଲ ନଦୀ ବ୍ରିଜ ଉପରେ ଅଘଟଣ । ବାଇକ କୁ ପିଟିଲା କାର । ତେଲ ନଦୀ ବ୍ରିଜ ର ୨୦ଫୁଟ ତଳକୁ ଖସିଲେ ଦୁଇ ବାଇକ ଅରୋହି । ଘଟଣା ସ୍ଥଳରେ ଅଗ୍ନିଶମ…

କେସିଙ୍ଗା ଅଗ୍ରସେନ ଭବନରେ ନବ ମତଦାତା ସମ୍ମିଳନୀ

କେସିଙ୍ଗା : (ପ୍ରୀତେଶ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ଅଗ୍ରସେନ ଭବନ ଠାରେ ଭାରତୀୟ ଜନତା ଯୁବା ମୋର୍ଚ୍ଚା ପକ୍ଷ ରୁ ନୂତନ ମତ ଦାତା ମାନଙ୍କୁ ଭୋଟ ର ଅଧିକାର ଓ ଗଣତନ୍ତ୍ର ରେ ଭୋଟର ହିଁ ସବୁଠୁ ଶକ୍ତିଶାଳୀ ଓ…

“ନୂଆ- ଓ ” ଓଡିଆ ସାହିତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ

ହରଭଙ୍ଗା ; ( ଚିତ୍ତରଞ୍ଜନ ସିଂହ ) ଆଜି ପୂର୍ବାହ୍ନ ୧୦ଘଟିକା ସମୟରେ ସ୍ଥାନୀୟ ଆଞ୍ଚଳିକ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ଶ୍ରୀ ହିମାଂଶୁ ଶେଖର ରାଉତଙ୍କ ଅଧ୍ୟକ୍ଷତାରେ “ନୂଆ-ଓ”ଓଡ଼ିଆ ସାହିତ୍ୟ ପ୍ରତି ଯୋଗିତା କାଯ୍ୟକ୍ରମ ରେ ବିଶିଷ୍ଟ ସାହିତ୍ୟିକ…