ନୂଆ-ଓ ଓଡିଆ ଭାଷା ସମ୍ମିଳନୀ ଉଦଯାପିତ

ଧର୍ମଗଡ଼: ୬/୨(ହେମନ୍ତ କୁମାର ମାଝୀ)ଛାତ୍ରଛାତ୍ରୀମାନେ ହିଁ ଓଡିଆ ସାହିତ୍ୟର ଭବିଷ୍ୟତ। ମାଁର ଭାଷା ହିଁ ମାତୃଭାଷା।ଜଗନ୍ନାଥ ସଂସ୍କୃତି ହିଁ ଓଡିଆମାନଙ୍କର  ନିଜସ୍ୱ ସଂସ୍କୃତି। ଯେଉଁ ସଂସ୍କୃତି ଦୈନନ୍ଦିନ ଜୀବନର ଚାଲିଚଲଣୀ ଶିଖାଇଥାଏ ତାହା ଜଗନ୍ନାଥ ସଂସ୍କୃତି। ଜଗନ୍ନାଥ ହିଁ ଜୀବନର ପ୍ରତୀକ।…

ପଣ୍ଡରା ମାଳି ସେବା ସଙ୍ଗ ଜିଲ୍ଲା କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ

ଧର୍ମଗଡ଼ ୫/୨(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ନଗର ସ୍ଥିତ କେଵଡି ପଣ୍ଡରା ମାଳି ସମାଜ ଭବନ ଠାରେ ଜିଲ୍ଲା ସଭାପତି ଇଶ୍ଵର ପୂଝାରୀ ଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଜିଲ୍ଲା ର ସମସ୍ତ…

ନବରଙ୍ଗପୁର ବେତାଳ ଆଶ୍ରମ ବିଦ୍ୟାଳୟ ର ବାର୍ଷିକ ଉତ୍ସବ

ନବରଙ୍ଗପୁର: (ବେଣୁ ଗୋପାଳ ରାଓ)ନବରଙ୍ଗପୁର ବ୍ଲକ ବାସିନୀ ଗ୍ରାମ ପଞ୍ଚଯାତ ବେତାଳ ଆଶ୍ରମ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଇଯାଇଛି 1 ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଂସଦ ପ୍ରତିନିଧି ବାବୁଲି ମିଶ୍ର,ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ…

ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ଵିଳନୀ ଓ ପୁରସ୍କାର ବିତରଣ ସମ୍ଵଦ୍ଧନା ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ

ଧର୍ମଗଡ଼ : ୪/୨(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଏନ୍ ଏ ସି ଠାରେ ରାଜ୍ୟ ପ୍ରଥମ ଵିଶ୍ଵ ଓଡିଆ ଭାଷା ସମ୍ଵିଳନୀ ୨୦୨୪ ଉଦ୍ଘାଟନ ହୋଇଯାଇଛି। ଏହି ଅବସରରେ ଧର୍ମଗଡ଼ ଏନ୍ ଏ ସି ର ତିନି ଜଣ ସାହିତ୍ୟିକ…

ରାଜ୍ୟ ଆଇନ ଓ ଜନଜାତି କଲ୍ୟାଣ ମନ୍ତ୍ରୀଙ୍କ ଅଞ୍ଚଳରେ ବିଜୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଚାଲିଛି ଲୁଟ!

ରାୟଗଡା (ଅଞ୍ଜନ କୁମାର ନାଏକ)ବିଜୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଜଣେ ସ୍ୱାସ୍ଥ୍ୟବାନ ବ୍ୟକ୍ତିଙ୍କ ନାମରେ ଅପପ୍ରଚାର ଓ ଜଣେ ୨୨ ବର୍ଷରୁ ରୋଗାକ୍ରାନ୍ତ ବ୍ୟକ୍ତିଙ୍କୁ ବିଜୁ ସ୍ଵାସ୍ତ୍ୟ ବୀମା ଯୋଜନାରେ ରେ ଅନ୍ତର୍ଭୁକ୍ତ କରାଯାଇନଥିବା ଘଟଣାଟି ବର୍ତମାନ ସମଗ୍ର ରାୟଗଡା ଜିଲ୍ଲା…

ଅନ୍ତିଷ୍ଟିକ୍ରିୟା ଭୋଜି ରେ ସାମିଲ ହେଇ ୨ ମୃତ ୩ ଗୁରୁତର

କାଶୀପୁର (ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଦୋରଗୁଡା ଥାନା ଅନ୍ତର୍ଗତ କଣ୍ଟାମାଳ କୋରଳ ଗ୍ରାମର ଜଣେ ବ୍ୟକ୍ତିଙ୍କ ର ମୃତ୍ୟୁ ପରେ ତାଙ୍କ ଅନ୍ତିଷ୍ଟିକ୍ରିୟା ଭୋଜିରେ ଯୋଗ ଦେଇ ଅଞ୍ଚଳ ର ୨ ଜଣଙ୍କର ମୃତ୍ୟୁ ହେଇଥିବା ବେଳେ…

ସରକାରୀ ପଂଚାୟତ ଉଚ୍ଚ ବିଦ୍ୟାଳୟର ୪୬ତମ ବାର୍ଷିକୋତ୍ସବ

ଢେଙ୍କାନାଳ;  ୩/୨(ଶୁଭମ ପାଣି )ଢେଙ୍କାନାଳ ସଦର ବ୍ଳକ୍ ଉପକଣ୍ଠ ଗେଙ୍ଗୁଟିଆ ଗ୍ରାମର ସରକାରୀ ପଂଚାୟତ ଉଚ୍ଚ ବିଦ୍ୟାଳୟର ୪୬ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ମୁଖ୍ୟ ଅତିଥି ଭାବେ ସଦର ଗୋଷ୍ଠୀ ଶିକ୍ଷା ଅଧୁକାରୀ ବ୍ରହ୍ମାନନ୍ଦ ରାଉତ, ମୁଖ୍ୟବକ୍ତା…

ବୌଦ୍ଧରେ ବନ ବିଭାଗ ପକ୍ଷରୁ ବିଶ୍ବ ଆର୍ଦ୍ରଭୂମି ଦିବସ ପାଳିତ

ହରଭଙ୍ଗା (ଚିତ୍ତରଞ୍ଜନସିଂ)ବୌଦ୍ଧ ବନଖଣ୍ଡ ପକ୍ଷରୁ ବିଶ୍ବ ଆର୍ଦ୍ରଭୂମି ଦିବସ ଶୁକ୍ରବାର ପାଳିତ ହୋଇ ଯାଇଛି l ଏ ଅବସରରେ ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟ ଠାରୁ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଅନୁଷ୍ଠିତ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା | ଉକ୍ତ ଶୋଭାଯାତ୍ରାକୁ…

କୁତ୍ରା ରେ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ସୁନ୍ଦରଗଡ଼(ନରେନ୍ଦ୍ର ନେଗୀ)ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ସଦର ମହକୁମା ଓଡିଶା ଅଦର୍ଶ ବିଦ୍ୟାଳୟ ପରିସର ରେ ଆଜି ବ୍ଲକ ସ୍ତରୀୟ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଟିତ ହୋଇଯାଇଛି। କୁତ୍ରା ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ସମରେନ୍ଦ୍ର କୁମାର ସାରା ଙ୍କ ପ୍ରତ୍ୟକ୍ଷ୍ୟ…

ବିଦ୍ୟୁତ ସଂସ୍ପର୍ଶରେ ଆସି ଠିକା କର୍ମଚାରୀ ମୃତ୍ୟୁ

ନୁଆପଡ଼ା( ନରେନ୍ଦ୍ର ନେଗୀ)ନୁଆପଡ଼ା ଜିଲ୍ଲା କୋମନା ଥାନା ଜାମ୍ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ବିଦ୍ୟୁତ ଖୁଣ୍ଟରେ ଚଢ଼ି ବିଦ୍ୟୁତ ମରାମତି କରୁଥିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଠିକା କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ କୋମନା…