ମିଶନ ଶକ୍ତି ଋଣ ବ୍ୟବସ୍ଥା ରେ ସ୍ଵୟଂସହାୟକ ଗୋଷ୍ଠି ଙ୍କ ସୁଧ ଫେରସ୍ତ କାର୍ଯ୍ୟକ୍ରମ

ହରଭଙ୍ଗା(ଚିତ୍ତରଞ୍ଜନସିଂ)ବୌଦ୍ଧ।ଦ୍ଧ ଜିଲ୍ଲା ଅନ୍ତର୍ଗତ ହରଭଙ୍ଗା ବ୍ଲକ ମିଶନ ଶକ୍ତି କାର୍ଯ୍ୟାଳୟ ଠାରେ ମିଶନଶକ୍ତି ବିଭାଗର ତରଫରୁ ମିଶନ ଶକ୍ତି ଋଣ ବ୍ୟବସ୍ଥା ରେ ସ୍ଵୟଂସହାୟକ ଗୋଷ୍ଠି ଙ୍କ ସୁଧ ଫେରସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।ଏହି ବ୍ୟବସ୍ଥାରେ ନିୟମିତ ଭାବେ…

ମହାଲିକ ପଡା ପଞ୍ଚାୟତର ବିଭିନ୍ନ ପ୍ରକଳ୍ପ ର ଭିତ୍ତି ପ୍ରସ୍ତର ସ୍ଥାପନ ଓ ଶୁଭ ଉଦ୍ଘାଟନ

ହରଭଙ୍ଗା : (ଚିତ୍ତରଞ୍ଜନସିଂ).ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ମହାଳିକପଡ଼ା ପଂଚାୟତ ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ଆଜି ଭିତ୍ତି ପ୍ରସ୍ଥର ସ୍ଥାପନ ସହିତ ଶୁଭ ଉଦ୍ଘାଟନ କରାଯାଇଥିବା ଦେଖିବାକୁ ମିଳିଛି l ଉକ୍ତ ସମସ୍ତ କାର୍ଯ୍ୟକ୍ରମ ରେମୁଖ୍ୟ ଅତିଥିଭାବେ…

ଜିଲ୍ଲା ବନ ବିଭାଗ ପକ୍ଷରୁ ଦୁର୍ଭାଗ୍ୟ ପୂର୍ଣ୍ଣ ପଦକ୍ଷେପ ରେ ଗଣ ଦୌଡ

ରାୟଗଡା : (ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା ବନାଞ୍ଚଳ ପକ୍ଷରୁ କିଛି ଦିନ ତଳେ ” ବନ ସୁରକ୍ଷା ଆମରି ରକ୍ଷ୍ୟା “ଭଳି ଏକ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।ଗଣ ଦୌଡ କାର୍ଯ୍ୟକ୍ରମ ଟି ସଖାଳ ପ୍ରାୟ ୭…

ଖପ୍ରାଖୋଲ ବ୍ଲକ ସ୍ତରୀୟ ଶୌଣ୍ଡିକ ସମାଜ ସମ୍ମିଳନୀ,ତୃଣମୂଳ ସ୍ତରରେ ସଂଗଠିତ ହେବାକୁ ଆହ୍ବାନ

ଖପ୍ରାଖୋଲ ୨୫/୧୨( ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ସ୍ତରୀୟ ଶୌଣ୍ଡିକ ସମାଜ ସମ୍ମିଳନୀ ଲାଠୋର ସ୍ଥିତ ଗୋଷ୍ଟି କେନ୍ଦ୍ର ପ୍ରାଙ୍ଗଣରେ ରବିବାର ଦିନ ଅନୁଷ୍ଟିତ ହୋଇଯାଇଛି । ଅନୁଷ୍ଟିତ ସମ୍ମିଳନୀ ବ୍ଲକ ସଭାପତି ବିଜୟ ବେହେରାଙ୍କ ସଭାପତିତ୍ୟରେ ଅନୁଷ୍ଟିତ ହୋଇଥିବା…

ପ୍ରତିବାଦ ରେ ୧୨ ଘଣ୍ଟିଆ ବନ୍ଦ ଡାକରା.ଦେଲା କ୍ରିୟାନୁଷ୍ଠାନ କମିଟି

ହରଭଙ୍ଗା ;   (ଚିତ୍ତ ରଞ୍ଜନ ସିଂ ) :ରାଜ୍ୟ ସରକାରଙ୍କ ବଡ଼ ଘୋଷଣା ରାଜ୍ୟରେ ୩୪ଟି ନୂଆ NAC ଓ 5ଗୋଟି NAC କୁ ମୁନିସିପାଲିଟି ରେ ଉନ୍ନୀତ କରିବା ଓ ବୌଦ୍ଧ ଜିଲ୍ଲା ପୁରୁଣାକଟକ କୁ NAC ରୁ ବାଦ…

ଅମ୍ବାଦଳା ପ୍ରେସ ୟୁନିୟନର ଦ୍ୱିତୀୟ ତମ ବାର୍ଷିକ ଉତ୍ସବ ପାଳିତ

ମୁନିଗୁଡା :  (ରମାକାନ୍ତ ପୋଡାଲ )ରାୟଗଡ଼ ଜିଲ୍ଲା ଅମ୍ବାଦଳା ପ୍ରେସ ୟୁନିୟନ ପକ୍ଷରୁ ୨୦୨୪ ବାର୍ଷିକ ଉତ୍ସବ ଧୁମ ଧାମରେ ପାଳନ ହୋଇ ଯାଇଛି। ପ୍ରଥମେ ଅତିଥି ମାନଙ୍କ ଦ୍ଵାରା ଦୀପ ପ୍ରଜ୍ବଳନ କରାଯାଇ ଆନୁଷ୍ଠାନିକ ଭାବେ ଉଦଘାଟନ କରାଯାଇଥିଲା। ଦୀପ…

କାଶୀପୁର ବ୍ଲକ ମାଣ୍ଡିବିଶି ଠାରେ ” ବନ ସୁରକ୍ଷା ଆମରି ରକ୍ଷା ” ସଚେତନତା କାର୍ଯ୍ୟକ୍ରମ ଓ ସାଇକେଲ ରାଲି

କାଶୀପୁର : (ଅଞ୍ଜନ କୁମାର ନାଏକ)ଗତ କିଛି ଦିନ ଧରି ” ବନ ସୁରକ୍ଷା ଆମରି ରକ୍ଷା ” ସଚେତନତା କାର୍ଯ୍ୟକ୍ରମ ରାୟଗଡା ଜିଲ୍ଲା ରେ ଅନୁଷ୍ଠିତ ହୋଇ ଆସିଥିବା ବେଳେ କାଶୀପୁର ବ୍ଲକ ବନଖଣ୍ଡ ଅନ୍ତର୍ଗତ ମାଣ୍ଡିବିଶି ଓ ଗଡିବାଲି…

ବେଲଗୁଣ୍ଠାରେ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ ମେଳା ଏବଂ ଲକ୍ଷ୍ମୀ ବସ୍ ଉଦ୍‌ଘାଟନ

ବେଲଗୁଣ୍ଠା:  ୨୪/୦୨ (ସୁଶାନ୍ତ କୁମାର ବେହେରା ) ବେଲଗୁଣ୍ଠା ବ୍ଳକ୍ ରେ ମଧୁବାବୁ ପେନସନ ଯୋଜନାରେ ନୂତନ ଭାବେ ସାମିଲ୍ ହୋଇଥିବା ହିତାଧିକାରୀଙ୍କ ପାଇଁ ଭତ୍ତା ବଣ୍ଟନ ମେଳା ଅନୁଷ୍ଠିତ ହେବା ସହ ବ୍ଳକ୍ ର ଜନସାଧାରଣଙ୍କ ପାଇଁ ଲକ୍ଷ୍ମୀ ବସ୍…

ଅବକାରୀ ବିଭାଗ ଦ୍ୱାରା ମହୁଲ ପୋଚ ନଷ୍ଟ ଓ ଜଣେ ଗିରଫ

ବୌଦ୍ଧ ( ଚିତ୍ତରଞ୍ଜନ ସିଂହ ).ବୌଦ୍ଧ ଅବକାରୀ ବିଭାଗ ସ୍କ୍ୱାର୍ଡ ପାର୍ଟି ଦ୍ୱାରା ବେଆଇନ ଚୋରା ଦେଶୀ ମଦ କାରବାର ଉପରେ ଚଢ଼ାଉ l ଲକ୍ଷାଧିକ ଟଙ୍କାର ମହୁଲ ପୋଚ ନଷ୍ଟ ଓ ଜଣକୁ ଗିରଫ l ସୂଚନା ମୁତାବକ ବୌଦ୍ଧ…

ମୁକୁଳା ଡ୍ରେନ ହେଲା କାଳ,ଡ୍ରେନରେ ପଡି ଆଖିରେ ପଶିଲା ଲୁହା ରଡ଼

ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ ).ଡ୍ରେନରେ ପଡ଼ି ଆଖି ଭିରକୁ ପଶିଲା ଲୁହା ରଡ଼ । ଗୁରୁତର ଅବସ୍ଥାରେ ଧଳପୁର ମେଡ଼ିକାଲରେ ଭର୍ତ୍ତି କଲେ ସ୍ଥାନୀୟ ବାସିନ୍ଦା ।ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଧଳପୁର ପୂର୍ତ୍ତ ବିଭାଗ ରାସ୍ତାର ଡ୍ରେନରେ ପଡିଲେ…