ଏଡସ୍ ସଚେତନତା ଓ ସ୍ୱେଚ୍ଛାକୃତ ରକ୍ତଦାନ ପାଇଁ ସଚେତନତା କାର୍ଯ୍ୟକ୍ରମ

ଧର୍ମଗଡ଼:୫/୪(ହେମନ୍ତ କୁମାର ମାଝୀ)ଧର୍ମଗଡ଼ ବ୍ଲକ ବେହେରା ସ୍ଥିତ ଭାରତୀୟ ବିଦ୍ୟା ଶ୍ରୀନିକେତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡକ୍ରସ ତଥା ରେଡରିବନ୍ କ୍ଳବ୍ ଆନୁକୁଲ୍ୟରେ ଏଡସ୍ ସଚେତନତା ଓ ସ୍ଵେଚ୍ଛାକୃତ ରକ୍ତଦାନ ପାଇଁ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି। ଉକ୍ତ…

ମନ୍ତ୍ରୀ ପ୍ରଦିପ କୁମାର ଅମାତଙ୍କ ପିତୃବିୟୋଗ

ବୌଦ୍ଧ ୪/୪(ଚିତ୍ତ ରଞ୍ଜନ ସିଂ ):- ବୌଦ୍ଧ ବିଧାୟକ ତଥା ମନ୍ତ୍ରୀ ପ୍ରଦିପ କୁମାର ଅମାତଙ୍କ ପିତା ଗୌରୀ ଶଙ୍କର ଅମାତଙ୍କ( ବୁଧବାର ବିଳମ୍ବିତ ରାତିରେ ଭୁବନେଶ୍ୱର ଠାରେ ପରଲୋକ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ ଗୌରୀ ଶଙ୍କର ଅମାତ…

ନିଆଁ ଲାଗି ଦୁଇ ବଖରା ଘର ଭସ୍ମିଭୂତ

ହରଭଙ୍ଗା :  (ଚିତ୍ତ ରଞ୍ଜନ ସିଂ )ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର ପଞ୍ଚାୟତ ପାତିକାର ପଡା (ବେତ୍ରା ସାହି) ରେ ବିଦ୍ୟୁତ ସଟସର୍କିଟ ହୋଇ ଦୁଇ ବଖରା ଚାଳ ଘର ପୋଡି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି l ସୂଚନା ମତେ…

ମାଁ ଭଣ୍ଡାରଘରେନଙ୍କ ଆଶୀର୍ବାଦ ନେଇ ପ୍ରଚାର ଆରମ୍ଭ କଲେ ଧର୍ମଗଡ ବିଜେପି ପ୍ରାର୍ଥୀ

ଧର୍ମଗଡ ;  (ହେମନ୍ତ କୁମାର ମାଝୀ )ଧର୍ମଗଡର ଅଧିଷ୍ଟ୍ରତି ଦେବି ମାଁ ଭଣ୍ଡାରଘରେନ ଙ୍କ ମନ୍ଦିରରେ ପୂଜାର୍ଚନା କରି ମାଁ ଙ୍କ ଆଶୀର୍ବାଦ ନେଇ ପ୍ରଚାର ଆରମ୍ଭ କରିଛନ୍ତି ଧର୍ମଗଡ ବିଜେପି ପ୍ରାର୍ଥୀ ସୁଧୀର ରଞ୍ଜନ ପଟ୍ଟଯୋଶୀ l ଶତାଧିକ କାର୍ଯ୍ୟକର୍ତାଙ୍କ…

ମାଧପୁର ବନାଞ୍ଚଳ ରୁ ରଥ ନିର୍ମାଣ ପାଇଁ ପୁରୀ ଗଲା ପ୍ରଥମ ରଥ କାଠ

ବୌଦ୍ଧ-( ଚିତ୍ତରଞ୍ଜନ ସିଂହ ) ବୌଦ୍ଧ ଜିଲ୍ଲା ମାଧପୁର ବନାଞ୍ଚଳ ରୁ ପୁରୀ କୁ ଗଲା ରଥ କାଠ l ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରା ପାଇଁ ଆଜି ବୌଦ୍ଧ ଜିଲ୍ଲା ମାଧପୁର ରେଞ୍ଜ ଅନ୍ତର୍ଗତ ମୁଣ୍ଡେଶ୍ୱର ଜଙ୍ଗଲ ରୁ ରଥ…

ବିଜେଡିର ପ୍ରାର୍ଥୀ ତାଲିକା ଜାରି କଲେ ଦଳୀୟ ମୁଖ୍ୟ ନବୀନ ପଟ୍ଟନାୟକ

ଭୁବନେଶ୍ବର: (ସଞ୍ଜୟ ମହାନ୍ତି )ବିଜୁ ଜନତା ଦଳ ତୃତୀୟ ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଏହି ଟିକେଟ୍‌ ଘୋଷଣା କରିଛନ୍ତି। ବିଜେଡି ଦ୍ୱାରା ବିଧାନସଭା ନିର୍ବାଚନ ନିମନ୍ତେ ଘୋଷିତ…

ପଦାରେ ପଡ଼ିଲା ଯାଜପୁର ବିଜେପିର ଗୋଷ୍ଠୀ କନ୍ଦଳ,ବିଜେପି ପାର୍ଟି ଅଫିସରେ ଗଣ୍ଡଗୋଳ

ଭୁବନେଶ୍ବର : (ସଞ୍ଜୟ ମହାନ୍ତି )ବିଜେପି ଘୋଷଣା କଲା ବିଧାନସଭା ପ୍ରାର୍ଥୀ ତାଲିକା। ୧୧୨ଟି ବିଧାନସଭା ପ୍ରାର୍ଥୀ ତାଲିକା।ବଳକା ୩୫ ଆସନରେ ବିଜେପି ପ୍ରାର୍ଥୀ ଘୋଷଣା କରିନାହିଁ । ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବା ଅନେକ ନେତାଙ୍କୁ ପ୍ରାର୍ଥୀ କରିଛି…