ପ୍ରାକୃତିକ ଚିକିତ୍ସା ପରାମର୍ଶ ଶିବିର ଅନୁଷ୍ଠିତ

ବୌଦ୍ଧ- ( ଚିତ୍ତରଞ୍ଜନ ସିଂହ ) ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ତପସ୍ୱିନୀ ପରିବାର ବୌଦ୍ଧ ପକ୍ଷରୁ ଏକ ପ୍ରାକୃତିକ ଚିକିତ୍ସା ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠାନର ଜ଼ିଲ୍ଲା ସଂଯୋଜିକା ଗୀତାରାଣୀ ରାୟଚୌଧୁରୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ଉପାଧ୍ୟକ୍ଷ ଓ ସମିତିସଭ୍ୟ ପଦ ରୁ ଇସ୍ତପା ଦେଲେ ସରୋଜ ପ୍ରଧାନ

ହରଭଙ୍ଗା: ୦୫/୦୬ (ଚିତ୍ତ ରଞ୍ଜନ ସିଂ )୨୫ବର୍ଷର ବିଜେଡି ସରକାର ଙ୍କୁ ମାତ ଦେଇ ବୌଦ୍ଧ ବିଧାନସଭା ଆସନ ହାତେଇଛି ବିଜେପି । ବିଜେପି ର ବିଧାୟକ ପ୍ରାଥି ସରୋଜ ପ୍ରଧାନ ବିଜେଡି ର ଭେଟ୍ରାନ ଲିଡ଼ର ତଥା ମନ୍ତ୍ରୀ ପ୍ରଦୀପ…

ପାରିବାରିକ କଳହ ରୁ ଯୁବକ ଙ୍କ ଆତ୍ମହତ୍ୟା

ହରଭଙ୍ଗା ; ୦୫/୦୬  (ଚିତ୍ତ ରଞ୍ଜନ ସିଂ )ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ବଦଳାସାହି ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନିୟ ଘଟଣା। ଗ୍ରାମର ରିଙ୍କୁ ପ୍ରଧାନ ନାମକ ଏକ ଯୁବକ ବେକରେ ଗାମୁଛା ଦେଇ ଆତ୍ମହତ୍ୟା କରିଥିବା ଅଭିଯୋଗ…

ଶୀତଳଷଷ୍ଠୀ ପାଇଁ ଚାଲିଛି ପ୍ରସ୍ତୁତି

କେସିଙ୍ଗା ; (ପ୍ରୀତୀଶ ପଟେଲ )ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ତୃତୀୟ ଥର ପାଇଁ କେସିଙ୍ଗା ୱାର୍ଡ ନ ୧୦ ରେ ଆସନ୍ତା ୧୦ ତାରିଖରୁ ଶୀତଳ ଷଷ୍ଠୀ ପାଇଁ ଜୋର୍ ସୋର ରେ ଚାଲିଛି ପ୍ରସ୍ତୁତି ।ଏଥି ପାଇଁ…

ରୂପାନ୍ତରଣ ଅପେକ୍ଷାରେ ୨ ମନ୍ଦିର

.ଧାର୍ମିକ ସ୍ଥଳୀ ବିକାଶ ପାଇଁ ଅଜାଡ଼ିଲେ ଟଙ୍କା .ବାଦ ପଡ଼ିଲା ମହାପ୍ରଭୁ ଓ ମାଉସୀ ମା ମନ୍ଦିର .ମନ୍ଦିର ଉନ୍ନତିକରଣ ପାଇଁ ଶ୍ରଦ୍ଧାଳୁଙ୍କ ଦାବି ମୁନିଗୁଡା; ୩।୬( ରମାକାନ୍ତ ପୋଡ଼ାଲ)ରୂପାନ୍ତରଣ ଅପେକ୍ଷା ରେ ଦୁଇ ଧାର୍ମିକ ସ୍ଥଳୀ। ମନ୍ଦିର ମସଜିଦ ଓ…

ମିକଶ୍ଚର ମେସିନ ଓଲଟି ଶ୍ରମିକମୃତ

ହରଭଙ୍ଗା ୦୨/୦୬(ଚିତ୍ତ ରଞ୍ଜନ ସିଂ )-ବୌଦ୍ଧ -କନ୍ଧମାଳ ସୀମାନ୍ତ ରାଣୀପଥର ଠାରେ ରବିବାର ଅପରାହ୍ନରେ ଏକ ମିକଶ୍ଚର ମେସିନ ଓଲଟି ଜୈନିକ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।ସୂଚନାନୁସାରେ କନ୍ଧମାଳ ଜିଲ୍ଲା ରାଣୀପଥର ଠାରୁ ଖଜୁରିପଡା ପର୍ଯ୍ୟନ୍ତ ପାହାଡ଼କାଟି ଏକ ରାସ୍ତା ନିର୍ମାଣ…

ନିଖୋଜ ମହିଳାଙ୍କ ଶବ ଉଦ୍ଧାର

ବେଲଗୁଣ୍ଠା-୨/୬-ବେଲଗୁଣ୍ଠା ଥାନା ଅର୍ନ୍ତଗତ କେବିରି ବରପୁର ଗ୍ରାମର ନିଖୋଜ ଥିବା ଜଣେ ମହିଳାଙ୍କ ଶବ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ପୋଲିସ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ,ଏହି ଗ୍ରାମର ସୁବାସ ସ୍ୱାଇଁଙ୍କ ପତ୍ନୀ ବଙ୍ଗାଳୀ ସ୍ୱାଇଁ(୬୬) ଗତ ୩୦ ତାରିଖରୁ…

କୁସଙ୍ଗ ବନ୍ୟପ୍ରାଣୀ ରେଞ୍ଜ ରେ ପୁଣି ହାତୀପଲ 

ବୌଦ୍ଧ ୦୨/୦୬ ( ଚିତ୍ତ ରଂଜନ ସିଂ ) ନୟାଗଡ଼ ବନ୍ୟପ୍ରାଣୀ ବନ ଖଣ୍ଡ କୁସଙ୍ଗ ରେଞ୍ଜ ସୁନା ଖଣିଆ ରେ ବର୍ତମାନ ଏକ ବଡ଼ ହାତୀ ପଲ ଆସିଥିବା ବେଳେ ଯାତାୟତ ଥିବା ବାଟୋଇଙ୍କୁ ସଚେତନତା କରାଉଛି ବନ୍ୟ ପ୍ରାଣୀ…

ବେଲଗୁଣ୍ଠା ବ୍ଳକ୍ ର ଦୁଇ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ

ବେଲଗୁଣ୍ଠା:୩୧/୦୫ (ସୁଶାନ୍ତ କୁମାର ବେହେରା )ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ବେଲଗୁଣ୍ଠା ସ୍ଥିତ ବାଲିଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁମତୀ ପାଣିଗ୍ରାହୀ ଏବଂ କୁଶପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ତଥା ପୂର୍ବତନ ଆଞ୍ଚଳିକ ସାଧନ କେନ୍ଦ୍ର…

ରାଜେନ୍ଦ୍ର ନାରାୟଣ ଉଚ୍ଚ ବିଦ୍ୟାଳୟ, ଧଳପୁର ର ପ୍ରଧାନ ଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ହରଭଙ୍ଗା- ୩୧/୦୫ ( ଚିତ୍ତରଞ୍ଜନ ସିଂହ )ଧଳପୁର ରାଜେନ୍ଦ୍ରନାରାୟଣ ଉଚ୍ଚ ବିଦ୍ୟାଳୟପରିସରରେ ବିଦ୍ୟାଳୟ ରେ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କୈଳାସ ପ୍ରଧାନ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳନ ହୋଇଯାଇଛି। ଶ୍ରୀଯୁକ୍ତ ପ୍ରଧାନ ତା ୦୫/୦୯/୧୯୮୯ ରିଖ ରୁ ବୌଦ୍ଧ…