ବେଲଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୋଗ ଦିବସ ପାଳିତ

ବେଲଗୁଣ୍ଠା-୨୧/୬  ଆଜି ବିଶ୍ଵ ଯୋଗ ଦିବସ ଅବସରରେ ସ୍ଥାନୀୟ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷା ଡକ୍ଟର ସଂଯୁକ୍ତା ପଣ୍ଡାଙ୍କ ତତ୍ତ୍ଵାବଧାନରେ ଯୋଗ ଅନୁଷ୍ଠିତ ହୋଇ ଯାଇଅଛି। ଏଥିରେ ମୁଖ୍ୟ ଅତିଥି ଭାବେ ଓକିଲ ବିପିନ ବିହାରୀ ସାହୁ ଯୋଗ ଦେଈ…

ଧର୍ମଗଡ ସ୍ଥିତ ଭାରତୀୟ ଆଦିମ ଜାତି ସେବା ସଂଘ ପରିଚାଳିତ ଜାଗୃତି ଗୃହ-୨ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ

ଧର୍ମଗଡ ଜାଗୃତି ଗୃହ-୨ ପରିସରରେ ମିଳିତ  ଯୋଗାଭ୍ୟାସ କଲେ ଅନ୍ତେବାସୀ। ଧର୍ମଗଡ଼୨୧/୬( ହେମନ୍ତ କୁମାର ମାଝୀ)ଧର୍ମଗଡ ସ୍ଥିତ ଭାରତୀୟ ଆଦିମ ଜାତି ସେବା ସଂଘ ପରିଚାଳିତ ଜାଗୃତି ଗୃହ-୨ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଯୋଗାଭ୍ୟାସ କରାଯାଇଥିଲା। ଜାଗୃତି ଗୃହରେ…

ଶ୍ରୀଜଗନ୍ନାଥ ମହାପ୍ରଭୁ ଙ୍କ ଘୋଷଯାତ୍ରା ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ

ହରଭଙ୍ଗା: ୨୦/୦୬ (ଚିତ୍ତ ରଞ୍ଜନ ସିଂ )ହରଭଙ୍ଗା ବ୍ଲକ ସଦର ମହକୁମା ଚାରିଛକ ସ୍ଥିତ ଠିଡିକାଯୋର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଦ୍ବିତୀୟ ପ୍ରସ୍ତୁତି ବୈଠକ ବ୍ଲକ ସଭାଗୃହରେ ଗୁରୁବାର ଅପରାନ୍ହରେ ଅନୁଷ୍ଠିତ ହୋଇଯାଇଛି । ରଥ ମହୋତ୍ସବ କମିଟି ସଭାପତି…

ବିଶ୍ୱ ସିକିଲ ସେଲ ବା ରକ୍ତ ଶିକୁଳି ରୋଗ ସଚେତନତା ଦିବସ

ନବରଙ୍ଗପୁର : (ବେଣୁ ଗୋପାଳ ରାଓ) ବିଶ୍ୱ ସିକିଲ ସେଲ ବା ରକ୍ତ ଶିକୁଳି ରୋଗ ସଚେତନତା ଦିବସ ଆଜି ନବରଙ୍ଗପୁର ଠାରେ ପାଳିତ ହୋଇଯାଇଛି । ଜାତୀୟ ସ୍ୱାସ୍ଥ୍ୟ ମିଶନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆୟୋଜିତ ସଚେତନତା…

ଝୁଲନ୍ତା ଅବସ୍ଥାରେ ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର,ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ମୁନିଗୁଡା,୧୯।୬ (ରମାକାନ୍ତ ପୋଡାଳ )ଝୁଲନ୍ତା ଅବସ୍ଥାରେ ବନ୍ଦ ଘରୁ ଜଣେ ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି, ଏହି ଘଟଣାଟି ଘଟିଛି ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ଇଛାପୁର ପଞ୍ଚାୟତର କାଡାଘାଟି ଗାଁ ରେ । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ…

ନୂତନ ବିଧାୟକ ଭାବେ ଶପଥ ଗ୍ରହଣ

ହରଭଙ୍ଗା ୧୯/୦୬ (ଚିତ୍ତ ରଞ୍ଜନ ସିଂ )ବୌଦ୍ଧ ନିର୍ବାଚନ ମଣ୍ଡଳୀ ର ନୂତନ ବିଧାୟକ ଙ୍କ ଶପଥ ଗ୍ରହଣ। ନବ ନିର୍ବାଚିତ ବିଧାୟକ ଶ୍ରୀ ସରୋଜ କୁମାର ପ୍ରଧାନ ବୁଧବାର ଦିନ ୧୧  ଟା ସମୟରେ ଭୁବନେଶ୍ୱର ସ୍ଥିତ ଓଡିଶା ବିଧାନସଭା…

ନବରଙ୍ଗପୁର ପ୍ରଶାସନ ତରଫରୁ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ନବରଙ୍ଗପୁର: (ବେଣୁ ଗୋପାଳ ରାଓ) ନବରଙ୍ଗପୁର ମିଶନ ଶକ୍ତି ହଲରେ ଜିଲ୍ଲା ପ୍ରଶାସନ ତରଫରୁ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଥିଲା ! ଏହି ବୈଠକ ରେ ନବରଙ୍ଗପୁର ଜିଲ୍ଲାପାଳ କମଳ ଲୋଚନ ମିଶ୍ର, ନବରଙ୍ଗପୁର ପୌର ପାଳିକା ଚେୟାରମ୍ୟାନ…

ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ

ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ )- ବୌଦ୍ଧ ଥାନା ମଥୁରା ପଞ୍ଚାୟତ ମଥୁରା ଗ୍ରାମ୍ୟ ପୋଖରୀ ରେ ବୁଡି ଯାଇ ଜଣେ ଯୁବକ ଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି l ସୂଚନା ମତେ ବୃନ୍ଦାବନ ଗ୍ରାମ ଟିକିରାସାହି ର ଲକ୍ଷେନ୍ଦ୍ର ସାହୁ…

ଧର୍ମଗଡ଼ ବିଧାୟକ ସୁଧୀର ପାଟଯୋଶୀ ଙ୍କୁ ଭାଵ୍ୟ ସମ୍ଵନ୍ଧନା

ଧର୍ମଗଡ଼ ତା ୧୬/୬ନବନିର୍ବାଚିତ ଧର୍ମଗଡ଼ ବିଧାୟକ ସୁଧୀର ପାଟଯୋଶୀ ଙ୍କୁ ଧର୍ମଗଡ଼ ଠାରେ ଆଜି ଭାଵ୍ୟ ସ୍ବାଗତ ସମ୍ଵନ୍ଧନା ପ୍ରଦାନ କରାଯାଇଥିଲା। ଜଗନ୍ନାଥ ସେବା ସମିତି ପକ୍ଷରୁ ଆୟୋଜିତ ଏହି ସ୍ଵାଗତ ସମ୍ବର୍ଦ୍ଧନା ସମାରୋହ ରେ ସେବା ସମିତି ର ସଭାପତି…

କାଳବୈଶାଖୀ ପ୍ରଭାବ ରେ ହରଭଙ୍ଗା ବ୍ଲକ ରେ ବ୍ୟାପକ କ୍ଷୟକ୍ଷତି

ହରଭଙ୍ଗା : ୧୪/୬ (ଚିତ୍ତ ରଞ୍ଜନ ସିଂ )ଗତକାଲି ସନ୍ଧ୍ୟା ସମୟ ରେ ହଠାତ କାଳ ବୈଶାଖୀ ପ୍ରଭାବ ରେ ପ୍ରବଳ ବେଗରେ ପବନ ବହିବା ସହିତ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ଫଳରେ ହରଭଙ୍ଗା ବ୍ଲକ ଅଞ୍ଚଳ ର…