ଓ୍ୱାଡ ୨ରେ ସଫେଇ ଆପନାଓ ଵିମାରି ଭଗାଓର ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ

ଧର୍ମଗଡ଼ ତା ୨୫/୭/୨୪ ରାଜ୍ୟ ନଗର ଉନ୍ନୟନ ବିଭାଗ ଙ୍କ ନିର୍ଦେଶ କ୍ରମେ ଆଜି ଧର୍ମଗଡ଼ ନଗର ସ୍ଥିତ ଓ୍ୱାଡ ନମ୍ବର ୨ ଠାରେ ଆଜି ନଗର ପାଲ ଅଶୋକ ମହାନ୍ତି ଙ୍କ ଅଧ୍ୟକ୍ଷତା ରେ ଆଜି ସଫୋଇ କାର୍ଯ୍ୟ କ୍ରମ…

“ଶିକ୍ଷା-ଉପହାର ହେଉଛି ସବୁଠୁ ବଡ଼ ଉପହାର”

ଦନ୍ତେଶ୍ବରୀ ହାଇସ୍କୁଲରେ ଅମୃତ ପାଠ୍ୟ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ଧର୍ମଗଡ଼ (ହେମନ୍ତ କୁମାର ମାଝୀ)ନୂତନ ପୁସ୍ତକ କିଣିବା ପାଇଁ ପର୍ଯ୍ୟାପ୍ତ ଆର୍ଥିକ ସମ୍ବଳର ଅଭାବ ହେତୁ ଅନେକ ଛାତ୍ରଛାତ୍ରୀ ଆନୁଷ୍ଠାନିକ ଶିକ୍ଷା ଓ ଜ୍ଞାନ ଆହରଣରୁ ବଞ୍ଚିତ ହେଉଛନ୍ତି। ତେବେ ଶିକ୍ଷା…

ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟ ପକ୍ଷରୁ କୃଷି ପ୍ରଶିକ୍ଷଣ ଶିବିର

ଭବାନୀପାଟଣା : (ଅର୍ଜୁନ ପଟ୍ଟନାୟକ )ଓଡିଶା ର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟ ଚତୁର୍ଥ ବର୍ଷ ଛାତ୍ର ମାନଙ୍କ ପକ୍ଷରୁ ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ବ୍ଲକ ପୁରଣ ପ୍ରଧାନ ଗ୍ରାମଠାରେ ଏକ କ୍ରୁଷି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।…

ସ୍ବର୍ଗତ ରଞ୍ଜିତା ମହାନ୍ତି ସ୍ମୃତି ପ୍ରୋତ୍ସାହନ ବୃତ୍ତି ରାଶି ପ୍ରଦାନ

ବୌଦ୍ଧ -( ଚିତ୍ତରଞ୍ଜନ ସିଂହ ) ଆଦ୍ୟ ବୌଦ୍ଧ ବ୍ଲକ ର ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତ ଜଗତି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ସଭାଗୃହ ଠାରେ ” ରଞ୍ଜିତା ମହାନ୍ତି ସ୍ମୃତି ପ୍ରୋତ୍ସାହନ ବୃତ୍ତି ରାଶି” ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଟିତ…

ସିଙ୍ଗିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା

ବେଲଗୁଣ୍ଠା; ୨୩/୦୭ (ସୁଶାନ୍ତ କୁମାର ବେହେରା )ଜାତୀୟ ଶିକ୍ଷାନୀତି-୨୦୨୦  ର ଚତୁର୍ଥ ବାର୍ଷିକି ପୂର୍ତ୍ତି ଉପଲକ୍ଷେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟର ନିର୍ଦ୍ଦେଶ କ୍ରମେ ସମଗ୍ର ଦେଶର ବିଦ୍ୟାଳୟ ଗୁଡ଼ିକରେ ସୋମବାର ଠାରୁ ଆରମ୍ଭ ହୋଇଛି ଶିକ୍ଷା ସପ୍ତାହ ପାଳନ କାର୍ଯ୍ୟକ୍ରମ…

କେସିଙ୍ଗା ସାମ୍ବାଦିକ ମହାସଂଘର ଜରୁରୀ କାଳୀନ ବୈଠକ

( ଦୟା ସୁନାନୀ ସାମ୍ବାଦିକ ମହାସଂଘ ର ନୂତନ ସାଧାରଣ ସଂପାଦକ ଓ ତେଜରାଜ୍ ସାହୁ ସହ ସଂପାଦକ୍ ଓ ମନୋଜ ସିଂ କାର୍ଯ୍ୟ କାରି ସଭାପତି ଭାବରେ ନିର୍ବାଚିତ) କେସିଙ୍ଗା : ୨୨/୦୭ (ପ୍ରୀତେଶ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେ…

ମାଟି ଇଟା ବୋଝେଇ ଗାଡ଼ି ଜବତ ; ତିରିଶି ହଜାର ଟଙ୍କା ଜୋରିମାନା ଆଦାୟ

ବେଲଗୁଣ୍ଠା, 22/07, ବର୍ତ୍ତମାନ ମାଟି ଇଟାକୁ ସରକାର ବେଆଇନ୍ ଘୋଷଣା କରିଥିବା ବେଳେ କେବଳ ଚିମିନି ଭାଟିକୁ ହିଁ ମାଟି ଇଟା ନିର୍ମାଣ ପାଇଁ ଅନୁମୋଦନ ମିଳିଛି I ଗତ କିଛି ଦିନ ହେବ ବେଲଗୁଣ୍ଠା ଏବଂ ଭଞ୍ଜନଗର ଅଞ୍ଚଳରେ ଇଟା…

ଆୟକର ବିଭାଗର କାର ଦୁର୍ଘଟଣା ଘଟି ଅଧିକାରୀ ଓ ଚାଳକ ସମେତ ଚାରି ଗୁରୁତର

କେସିଙ୍ଗା :  ( ପ୍ରୀତେଶ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଆମାଠ ଛକ ର ଆଗକୁ ବଲାଙ୍ଗୀର ସୀମା ରେ ଥିବା ତେଲନଦୀ ବ୍ରିଜ ବୁଲାଣି ରେ ଶନିବାର ରାତି ପ୍ରାୟ ୧୦ ଟା ସମୟରେ ଭୁବନେଶ୍ୱର ରୁ ଭବାନୀପାଟଣା ଆସୁଥିବା…

ସାପ କାମୁଡ଼ା ରେ ନାବାଳକ ର ମୃତ୍ୟୁ

ହରଭଙ୍ଗା 21/7/24(ଚିତ୍ତ ରଞ୍ଜନ ସିଂ )ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ବଦଳାସାହି ଗ୍ରାମର ମାନସ ଯାନୀ ଙ୍କ ପୁତ୍ର ଶୁଭଙ୍କର ଯାନୀ (11ବର୍ଷ )ଙ୍କ ସାପ କାମୁଡ଼ା ରେ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି। ସୂଚନା ଅନୁସାରେ ଗତକାଲି ଶୁଭଙ୍କର ନିଜ…

ଗୋରୁ ବୋଝେଇ ପିକଅପ ଗାଡି ଦୁର୍ଘଟଣା ପରେ ଆହତ ଗୋରୁଙ୍କୁ ମାହେଶ୍ୱରୀ ଗୋଶାଳାକୁ ହସ୍ତାନ୍ତର

ହରଭଙ୍ଗା -( ଚିତ୍ତରଞ୍ଜନ ସିଂହ ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବାଣୀଭୂଷଣପୁର ପଂଚାୟତ ସିଙ୍ଗାଣିବିଡା ଠାରେ ଗୋରୁ ବୋଝେଇ ପିକଅପ ଗାଡି ଦୁର୍ଘଟଣା ହୋଇଥିଲା l ସରକାରୀ ବସ କୁ ଧକ୍କା ଦେଇ ଗୋରୁ ବୋଝେଇ ପିକଅପ ଗାଡି ଦୁର୍ଘଟଣା…