ମୁମ୍ବାଇର ଖାରଘରଠାରେ ରଥଯାତ୍ରାର ଭବ୍ୟ ଆୟୋଜନ

ନଭି ମୁମ୍ବାଇ ୨୭/୦୬ ନଭି ମୁମ୍ବାଇର ଖାରଘରଠାରେ ଅବସ୍ଥିତ ଏକମାତ୍ର ଜଗନ୍ନାଥ ମନ୍ଦିରରେ ମହାସମାରୋହରେ ରଥଯାତ୍ରା ପର୍ବ ପାଳନ କରାଯାଇଛି । ମହାରାଷ୍ଟ୍ର ଓଡ଼ିଆ କଲ୍ୟାଣ ସଂଘ (ମୋୱା) ଦ୍ୱାରା ଆୟୋଜିତ ଏହି ଭବ୍ଯ ଓ ଦିବ୍ୟ ମହୋତ୍ସବକୁ କେନ୍ଦ୍ର କରି…

ନୋଏଡ଼ାର ସାଲାରପୁର ଜଗନ୍ନାଥ ମନ୍ଦିରରେ ମହାସମାରୋହରେ ରଥଯାତ୍ରା ପାଳନ

ନୋଏଡ଼ା: ୨୭.୦୬ ନୋଏଡ଼ାର ୧୦୧ ସେକ୍ଟର ସ୍ଥିତ ସାଲାରପୁର ଜଗନ୍ନାଥ ମନ୍ଦିରରେ ମହାସମାରୋହରେ ୨୪ତମ ରଥଯାତ୍ରା ଉତ୍ସବ ପାଳନ କରାଯାଇଛି। ଏହି ପବିତ୍ର ପାର୍ବଣ ଉପଲକ୍ଷେ ସମଗ୍ର ମନ୍ଦିର ପରିସରକୁ ସୁନ୍ଦର ଭାବରେ ସଜାଯାଇଥିବା ଦେଖାଯାଇଥିଲା। ବଢ଼ି ଭୋରରୁ ଚାରି ଦିଅଁଙ୍କ…

ବିଶାଖାପାଟଣା ଠାରେ ମହାସମାରୋହରେ ରଥଯାତ୍ରା ଆୟୋଜନ

ବିଶାଖାପାଟଣା : ୨୭.୦୬ ରିଖ ବିଶାଖାପାଟଣାର ଦଶପଲ୍ଲା ପାହାଡ଼ିରେ ଅବସ୍ଥିତ ଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ପର୍ବ ମହାସମାରୋହରେ ପାଲନ କରାଯାଇଛି। ମନ୍ଦିର ପରିଚାଳନା କମିଟି ଉତ୍କଳ ସାଂସ୍କୃତିକ ସମାଜ ଦ୍ୱାରା ଆୟୋଜିତ ଏହି ଭବ୍ୟ ମହୋତ୍ସବକୁ କେନ୍ଦ୍ର କରି ଭକ୍ତ…

ନୂଆଦିଲ୍ଲୀ ହାଉଜଖାସ ମନ୍ଦିରରେ ମହାସମାରୋହରେ ରଥଯାତ୍ରା ପାଳନ 

ନୂଆଦିଲ୍ଲୀ : ୨୭.୦୬ ରିଖ ; ନୂଆଦିଲ୍ଲୀର ହାଉଜଖାସ ଭିଲେଜ ସ୍ଥିତ ଜାତୀୟ ରାଜଧାନୀ କ୍ଷେତ୍ରର ସବୁଠୁ ବୃହତ ଜଗନ୍ନାଥ ମନ୍ଦିରରେ ୪୭ ତମ ରଥଯାତ୍ରା ଉତ୍ସବ ମହାସମାରୋହରେ ପାଳନ କରାଯାଇଛି। ଏହି ପବିତ୍ର ପର୍ବ  ଉପଲକ୍ଷେ ସମଗ୍ର ମନ୍ଦିର ପରିସରକୁ…

ରାୟପୁର ଜଗନ୍ନାଥ ମନ୍ଦିରରେ ମହାସମାରୋହରେ ରଥଯାତ୍ରା ଆୟୋଜନ

ରାୟପୁର :୨୭/୦୬ ଏଠାକାର ଗାୟତ୍ରୀ ନଗରସ୍ଥିତ ଛତିଶଗଡ଼ର ସର୍ବବୃହତ ଜଗନ୍ନାଥ ମନ୍ଦିରଠାରେ ରଥଯାତ୍ରା ଉତ୍ସବ ମହାସମାରୋହରେ ପାଳନ କରାଯାଇଛି। ମନ୍ଦିରରେ ବଢି ଭୋରରୁ  ବିଶେଷ ଅଭିଷେକ, ପୂଜାର୍ଚ୍ଚନା ଏବଂ ହୋମ ଯଜ୍ଞ ଆଦି କରାଯିବା ପରେ ଦିଅଁମାନଙ୍କୁ ରକ୍ତ ଚନ୍ଦନ, କେଶର,…

ଦିଲ୍ଲୀ ହାଉଜଖାସ ମନ୍ଦିରରେ ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ଆୟୋଜନ

ନୁଆଦିଲ୍ଲୀ ତା୨୦.୦୪ ରିଖ ; ନୁଆଦିଲ୍ଲୀର ହାଉଜଖାସ ସ୍ଥିତ ଜଗନ୍ନାଥ ମନ୍ଦିରଠାରେ ମହାସମାରୋହରେ ଶ୍ରୀ ଜଗନ୍ନାଥ ପଞ୍ଚରାତ୍ରର ଶୁଭାରମ୍ଭ ହୋଇଛି। ଏପ୍ରିଲ ୧୮ ତାରିଖ ସନ୍ଧ୍ୟାରେ ଆରମ୍ଭ ହୋଇଥିବା ଏହି ଆଧ୍ୟାତ୍ମିକ ମହୋତ୍ସବ ଏପ୍ରିଲ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ…

ସ୍ଵର୍ଗତଃ ଦୁର୍ଯ୍ଯୋଧନ ପ୍ରଧାନଙ୍କର ସ୍ମୃତି ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ

ଭୁବନେଶ୍ବର/ ନୂଆଦିଲ୍ଲୀ ତା ୨୦/୦୨/ ୨୫ରିଖ : ଦିଲ୍ଲୀର ବିଖ୍ୟାତ ଉଦ୍ୟୋଗପତି ଓ ସ୍ୱନାମଧନ୍ୟ ସମାଜସେବୀ ଦୁର୍ଯ୍ଯୋଧନ ପ୍ରଧାନଙ୍କର ସ୍ମୃତି ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ସ୍ଵର୍ଗତଃ ପ୍ରଧାନଙ୍କର ବିୟୋଗର ଏକାଦଶ ତିଥି ଉପଲକ୍ଷେ ଭୁବନେଶ୍ବରର ଏ. ଏ…

ଧର୍ମେନ୍ଦ୍ର ପ୍ରଧାନଙ୍କର ପୌରାହିତ୍ୟରେ ସିଲଭର ଗାନ୍ଧୀଙ୍କର ପଦଯାତ୍ରା ଉଦଯାପିତ

ନୂଆଦିଲ୍ଲୀ ତା୧୮/୦୮ରିଖ ସ୍ୱଚ୍ଛ ଭାରତ ଅଭିଯାନର ବ୍ରାଣ୍ଡ ଆମ୍ବାସାଡ଼ର ସିଲଭର ଗାନ୍ଧୀ ଭାବରେ ପ୍ରସିଦ୍ଧ ମୋହନ ମହାପାତ୍ର ନିକଟରେ ଗାନ୍ଧୀନଗର ଠାରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ତାଙ୍କର ୩୦ ଦିନିଆ ପଦଯାତ୍ରା ସମାପନ କରିଛନ୍ତି।ସ୍ୱଚ୍ଛ ଭାରତ ଗଠନ, ମା ପାଇଁ ଗଛ ଟିଏ…

ଡଃ ନରୋତ୍ତମ ଦାସଙ୍କର ମୁଖ୍ୟ ଚିକିତ୍ସା ଅଧୀକ୍ଷକ ଭାବେ ପଦୋନ୍ନତି

ନୂଆଦିଲ୍ଲୀ, ତା ୦୪.୦୮. ରିଖ ; ନୂଆଦିଲ୍ଲୀ ଠାରେ ଅବସ୍ଥାପିତ ବିଶିଷ୍ଟ ଓଡ଼ିଆ ଚିକିତ୍ସକ ଡଃ ନରୋତ୍ତମ ଦାସ ମୁଖ୍ୟ ଚିକିତ୍ସା ଅଧୀକ୍ଷକ ଭାବେ ପଦୋନ୍ନତି ପାଇଛନ୍ତି। ଶ୍ରୀ ଦାସ ପୂର୍ବ ଦିଲ୍ଲୀସ୍ଥିତ ସ୍ବାମୀ ଦୟାନନ୍ଦ ସରକାରୀ ଡାକ୍ତରଖାନାରେ ତାଙ୍କର ନୂତନ…

କୁଳମଣି ବିଶ୍ଵାଳଙ୍କର ଏକକ ଚିତ୍ରକଳା ପ୍ରଦର୍ଶନୀ “ପ୍ରତିବିମ୍ବ” ଉଦଘାଟିତ

ନୂଆଦିଲ୍ଲୀ ତା ୦୨.୦୮.୨୦୨୪ ରିଖ ଏଠାକାର ହାବିଟାଟ୍ ସେଣ୍ଟର ସ୍ଥିତ ଓପନ ପାମ କୋର୍ଟ ଗ୍ୟାଲେରୀ ଠାରେ ବରିଷ୍ଠ ପ୍ରଶାସକ କୁଳମଣି ବିଶ୍ଵାଳଙ୍କ ଦ୍ଵାରା ଆୟୋଜିତ “ପ୍ରତିମ୍ବିବ” ଶୀର୍ଷକ ଚିତ୍ର ପ୍ରଦର୍ଶନୀ ଗୁରୁବାର ଦିନ ଉଦଘାଟିତ ହୋଇଯାଇଛି। ଅଗଷ୍ଟ ୧ ତାରିଖରୁ…