Skip to content
Sun. Aug 3rd, 2025
August 1, 2025 00:06:53 ଶରଧାବାଲି ଦଳାଚକଟା ଘଟଣା: ମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ତଦନ୍ତ ରିପୋର୍ଟ,ମୁଖ୍ୟମନ୍ତ୍ରୀଙ୍କୁ ଉନ୍ନୟନ କମିସନର ଅନୁ ଗର୍ଗ ରିପୋର୍ଟ ଦାଖଲ କରିଛନ୍ତି। July 29, 2025 23:57:33 ବଲାଙ୍ଗୀରଜିଲ୍ଲା ପାଟଣାଗଡ଼ ବ୍ଲକ ଲରମ୍ଭା ଥାନା ଅନ୍ତର୍ଗତ କହ୍ନେଇଟାଲ ଗ୍ରାମରେ ଥିବା ପୋଖରୀକୁ ଗାଧୋଇବା ପାଇଁ ଯାଇ ଯୁବକ ନିଖୋଜ ଥିବା ଜଣାପଡ଼ିଛି। ନିଖୋଜ ଯୁବକ ହେଲେ ଶୁଶିଲ ବରିହା July 29, 2025 23:56:16 ଶ୍ରୀମନ୍ଦିର ଭିତର ଚକଡ଼ା ଚିତ୍ର ସୋସିଆଲ୍ ମିଡିଆରେ ପ୍ରକାଶନ ଘଟଣାରେ ଶୃଙ୍ଖଳା ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) କର୍ତ୍ତୃପକ୍ଷଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ପତ୍ର July 29, 2025 23:55:18 ରାଜଗାଙ୍ଗପୁରରେ ତମାଖୁ ବ୍ୟବସାୟୀଙ୍କ ଗୋଦାମ ଉପରେ ଜିଏସଟି ବିଭାଗର ଚଢଉ କରାଯାଇଛି । ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୦ ଟା ସମୟରେ ରାଜଗାଙ୍ଗପୁର ଷ୍ଟେସନପଡ଼ା ସ୍ଥିତ ତମାଖୁ ଗୋଦାମରେ ରାଉରକେଲା ଜିଏସଟି ଟିମ୍ ଚଢ଼ଉ July 29, 2025 23:54:26 ‘ବିଜେପି ମହିଳା ମୋର୍ଚ୍ଚା’ର ନିଜ ସରକାରଙ୍କ ଉପରେ ଭରଷା ନାହିଁ: କଂଗ୍ରେସ July 29, 2025 23:53:46 ଶିକ୍ଷକଙ୍କୁ ଉଠାଇନେଲା କ୍ରାଇମବ୍ରାଞ୍ଚ ଓଟିଇଟି ପ୍ରଶ୍ନପତ୍ର ମାମଲାରେ କ୍ରାଇମବ୍ରାଞ୍ଚ ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ବାଦଳା ଗ୍ରାମର ଜଣେ ଶିକ୍ଷକଙ୍କୁ ଉଠାଇନେଇଥିବା ସୂତ୍ରରୁ ଜଣାପଡିଛି। ଘଟଣାରୁ ପ୍ରକାଶ ଯେ, ଗତ ଦିନରେ ହେବାକୁ ଥିବା ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହେବା କାରଣରୁ ପରୀକ୍ଷା ବାତିଲ କରାଯାଇଥିଲା। July 27, 2025 09:09:35 ପୁଲିସ ଏନ୍‌କାଉଣ୍ଟର୍‌ରେ ୭ ନିହତ: ମାଲକାନଗିରି ସୀମାରେ ଟଳିଲେ ୪ ନକ୍ସଲ, ଲାଲ ବାହିନୀର ବ୍ୟାପକ କ୍ଷୟକ୍ଷତି July 27, 2025 09:08:53 କଟକରେ ବିହାରୀ ବନ୍ଧୁକ କାରବାର: ୫ ପିସ୍ତଲ, ୧୩ ରାଉଣ୍ଡ ଗୁଳି ଜବତ, ଦୁର୍ଦ୍ଦାନ୍ତ କାଦୁଆ ସମେତ ୫ ଗିରଫ July 27, 2025 09:07:45 ଜେଲ୍‌ ଗଲେ ଡେପୁଟି ରେଞ୍ଜର: ଆୟଠାରୁ ୫୦୧ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ July 27, 2025 09:07:17 ରାଜନଗର: ଛାତ୍ରୀଙ୍କୁ ବିଜ୍ଞାନ ଶିକ୍ଷକଙ୍କ ଅସଦାଚରଣ: ୧୫ ଛାତ୍ରୀଙ୍କ ଲିଖିତ ଅଭିଯୋଗ ଆଧାରରେ ଶିକ୍ଷକଙ୍କୁ ଉଠାଇନେଲା ପୁଲିସ
Logo
  • Home
  • ଜାତୀୟ ଖବର
  • ଆଞ୍ଚଳିକ ଖବର
  • ଅପରାଧ
  • ମନୋରଞ୍ଜନ
  • ଖେଳ
  • ଏଇ ଓଡିଶା ବିଶେଷ
  • ରାଜନୈତିକ
  • ସ୍ୱାସ୍ଥ୍ୟ
  • ତେରେଛା ନଜର
  • Live TV
  • Home
  • ଜାତୀୟ ଖବର
  • ଆଞ୍ଚଳିକ ଖବର
  • ଅପରାଧ
  • ମନୋରଞ୍ଜନ
  • ଖେଳ
  • ଏଇ ଓଡିଶା ବିଶେଷ
  • ରାଜନୈତିକ
  • ସ୍ୱାସ୍ଥ୍ୟ
  • ତେରେଛା ନଜର
Logo Live TV
  • Live TV
  1. Home
  2. Archive by category "BIG BREAKING"
  • Aei OdishaAei Odisha
  • 0 Comments
ସରକାରଙ୍କୁ ଘେରିଲେ ବିରୋଧୀ, ରାଜଧାନୀକୁ ବ୍ୟାପିଲା ବାଲେଶ୍ବର ନିଆଁ,ଅଧ୍ୟକ୍ଷଙ୍କ ନିଲମ୍ବନ ଓ ଅଭିଯୁକ୍ତ ଅଧ୍ୟାପକଙ୍କ ଗିରଫଦାରୀ ପରେ ବି ଅସନ୍ତୋଷର ନିଆଁ ଥମୁନି।
July 14, 2025 08:58:35

Continue reading
  • Aei OdishaAei Odisha
  • 0 Comments
ଦିଲ୍ଲୀରୁ ଫେରି ସରକାରୀ କାର୍ଯ୍ୟ କଲେ ମୁଖ୍ୟମନ୍ତ୍ରୀ: ଛୁଟିଦିନରେ ବି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଚଳଚଞ୍ଚଳ
July 14, 2025 08:57:18

Continue reading
  • Aei OdishaAei Odisha
  • 0 Comments
ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ୧୪ ତାରିଖ ଅପରାହ୍ଣରେ ନୂଆଦିଲ୍ଲୀରୁ ସ୍ୱତନ୍ତ୍ର ବାୟୁସେନା ବିମାନରେ ରାଷ୍ଟ୍ରପତି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ
July 14, 2025 08:56:37

Continue reading
  • Aei OdishaAei Odisha
  • 0 Comments
ଜୁଲାଇ ୧ରେ ସେ ଏହି ବିଷୟରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଟ୍ୟାଗ୍‌ କରି ସାହାଯ୍ୟ ମାଗିଥିଲେ। ହେଲେ କେହି ଶୁଣିଲେ ନାହିଁ କି ସାହାଯ୍ୟ କଲେ ନାହିଁ।
July 14, 2025 08:55:33

Continue reading
  • Aei OdishaAei Odisha
  • 0 Comments
ଫକୀରମୋହନ କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
July 14, 2025 08:55:00

Continue reading
  • Aei OdishaAei Odisha
  • 0 Comments
ବାଲେଶ୍ବର ଛାତ୍ରୀ ଆତ୍ମାହୁତି ଉଦ୍ୟମ ମାମଲା: ମରଣ ସହ ସଂଘର୍ଷ,ଶରୀରର ୯୫ ପ୍ରତିଶତ ପୋଡ଼ିଯାଇଛି। ଫୁସ୍‌ଫୁସ୍‌, ହୃତ୍‌ପିଣ୍ଡ ଓ କିଡ୍‌ନି ପ୍ରଭାବିତ
July 14, 2025 08:52:56

Continue reading
  • Aei OdishaAei Odisha
  • 0 Comments
ସାମ୍ବାଦିକ ସମ୍ମିଳନୀରେ ଗର୍ଜିଲେ ଅର୍ଚ୍ଚନା ନାଗ: ବିଜେଡି ନେତା ଓ ବରିଷ୍ଠ ପୁଲିସ ଅଧିକାରୀଙ୍କ ଉପରେ ବର୍ଷିଲେ
July 13, 2025 07:25:11

Continue reading
  • Aei OdishaAei Odisha
  • 0 Comments
ଯାଜପୁର ବ୍ଲକ୍‌ର ବେଲେଶ୍ବର ଘାଟରେ ବିଜୁ ସେତୁ ଦବିବା ଘଟଣା ,ବିଜୁ ସେତୁ ଦବିବା ପରେ ଖଣି ବିଭାଗର ଚଢ଼ଉ: ୩୬ ଏକର ଜମିରେ ଗଚ୍ଛିତ ବାଲି ଜବତ
July 13, 2025 07:23:01

Continue reading
  • Aei OdishaAei Odisha
  • 0 Comments
ଭୋପାଳରୁ ଆସିଲା ପରୀକ୍ଷା ରିପୋର୍ଟ: ଡେଲାଙ୍ଗରେ ବାର୍ଡ ଫ୍ଲୁ, ଆରମ୍ଭ ହେଲା କୁକୁଡ଼ାମରା ଅଭିଯାନ
July 13, 2025 07:21:29

Continue reading
  • Aei OdishaAei Odisha
  • 0 Comments
ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ସୁସ୍ଥ ହୋଇ ମୁମ୍ବାଇରୁ ଓଡ଼ିଶା ଫେରିଛନ୍ତି। ଅପରାହ୍‌ଣ ୨ଟା ୧୫ ମିନିଟ୍‌ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସମର୍ଥକମାନେ ତାଙ୍କୁ ଭବ୍ୟ ସ୍ବାଗତ କରିଥିଲେ।
July 13, 2025 07:20:51

Continue reading

Posts navigation

1 … 6 7 8 … 148

Latest News

  • ଶରଧାବାଲି ଦଳାଚକଟା ଘଟଣା: ମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ତଦନ୍ତ ରିପୋର୍ଟ,ମୁଖ୍ୟମନ୍ତ୍ରୀଙ୍କୁ ଉନ୍ନୟନ କମିସନର ଅନୁ ଗର୍ଗ ରିପୋର୍ଟ ଦାଖଲ କରିଛନ୍ତି।
  • ଶିକ୍ଷାନୁଷ୍ଠାନର ସୁସ୍ଥ ପରିବେଶ ପାଇଁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
  • ଧର୍ମଗଡ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ୟୁଏଏସ ବାତିଲ ଦାବିରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ଦାବିପତ୍ର
  • ନବରଙ୍ଗପୁର ଠାରେ ଜିଲ୍ଲାସ୍ତରୀୟ ୭୯ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ
  • ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ସରକାରୀ ଚାକିରିରୁ ଅବସର କାଳୀନ ସମ୍ବର୍ଦ୍ଧନା ସଭା
  • ଜିଲ୍ଲା ଆଇନ ସେବା ପ୍ରାଧିକରଣ,ନବରଙ୍ଗପୁରଙ୍କ ପ୍ରୟାସରେ ମୁକୁଳିଲେ ଆଜୀବନ ବନ୍ଦୀ
  • ଭାରତୀୟ ଜନତା ପାର୍ଟି ମହିଳା ମୂର୍ଚ୍ଛା ପକ୍ଷରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ବିଜେଡ଼ି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଶପିତଳା ଦାହ
  • ସ୍ଵତନ୍ତ୍ର ବିଦ୍ୟାଳୟ ଆଶା କିରଣ କୁ ପରି ଦର୍ଶନ କଲେ ଜିଲ୍ଲାପାଳ
  • ନବରଙ୍ଗପୁର ସବ – ରେଜିଷ୍ଟ୍ରସନ ଅଫିସ କୁ ଘେରାଉ ସହ ଗେଟ ସମ୍ମୁଖରେ ପ୍ରତିବାଦ ଜଣାଇଲେ ସ୍ଥାନୀୟ ଜନସାଧାରଣ
  • ଯୁବ ରେଡକ୍ରସ ର ନବରଙ୍ଗପୁର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ- ୨୦୨୫ ଅନୁଷ୍ଠିତ
Logo

AEI ODISHA is an initiative of LN Entertainment TV Network dedicated to bring up the hidden issues



[email protected]


+91 9439166555

Archives

  • 2025
  • 2024
  • 2023
August 2025
M T W T F S S
 123
45678910
11121314151617
18192021222324
25262728293031
« Jul    
Copyright © 2025 Aei Odisha | Powered by Datagram Technologies
Back to Top