” ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ ଙ୍କ ପୂଣ୍ୟ ତିଥି କୁ ବିଜେପି ବୌଦ୍ଧ ଜିଲ୍ଲା “ସମର୍ପଣ ଦିବସ, ” ରୂପେ ପାଳନ କଲା

ବୌଦ୍ଧ -11/02 ( ଚିତ୍ତରଞ୍ଜନ ସିଂହ ) ବିଜେପି ବୌଦ୍ଧ ଜିଲ୍ଲା ତରଫରୁ ଜିଲ୍ଲା ସ୍ତରରେ,ଓ 11 ଗୋଟି ମଣ୍ଡଳ ସ୍ତରରେ ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ ଙ୍କ ପୁର୍ଣ୍ୟ ତିଥିକୁ “ସମର୍ପଣ,” ଦିବସ ରୂପେ ମହାସମାରୋହରେ 11 ଓ 12.02.25…

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପୁଣ୍ୟତିଥି ସମର୍ପଣ ଦିବସ ପାଳିତ

ଧର୍ମଗଡ଼ ତା ୧୧/୨(ହେମନ୍ତ କୁମାର ମାଝୀ) କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବିଧାନସଭା ଅନ୍ତର୍ଗତ ଧର୍ମଗଡ଼ ନଗର ମଣ୍ଡଳ ,ଖଇରପଦର ମଣ୍ଡଳ, ଏଵଂ ଟିପିଗୁଡା ଠାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପୁଣ୍ୟତିଥି ସମର୍ପଣ ଦିବସ ପାଳନ କରାଯାଇଥିଲା। ଧର୍ମଗଡ଼ ନଗର ସଭାପତି ସୈାରଭ…

ଖଲିଆପାଲି ଭୀମଭୋଇ ମହିମା ପୀଠରେ ମାଘ ମେଳା

ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ)ମହିମା ଧର୍ମର ଅନନ୍ୟ ପୀଠସ୍ଥଳୀ ସୁବର୍ଣ୍ଣପୁର ଜିଲ୍ଲାର ଖଲିଆପାଲିର ଭୀମଭୋଇ ସମାଧି ପୀଠରେ ଆରମ୍ଭ ହୋଇଥିବା ପବିତ୍ର ମାଘମେଳାରେ ମହିମାଧର୍ମୀ ସାଧୁସନ୍ଥ ଓ ଶ୍ରଦ୍ଧାଳୁଙ୍କ ସମାଗମରେ ପୀଠସ୍ଥଳୀ ଉତ୍ସବମୁଖର ହୋଇଉଠିଛି । ମାଘ ତ୍ରୟୋଦଶୀ ସନ୍ଧ୍ୟାରେ…

ବୌଦ୍ଧ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ

ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )ସୋମବାର ଦିନ 11 ଘଣ୍ଟା ସମୟରେ ବୌଦ୍ଧ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇ ଯାଇଛି l ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର…

ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ କରଞ୍ଜକଟା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧାକର ଜେଠୀ ଅବସର ଗ୍ରହଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ବାଣୀଭୂଷଣପୁର କ୍ଲଷ୍ଟର ତରଫରୁ ଏକ ବିଦାୟ କାଳୀନ…

ତରାପୁର ଗ୍ରାମର ପୁର୍ବତନ ସରପଞ୍ଚ ବାସୁଦେବ ସାହୁଙ୍କ ପରଲୋକ

ଧର୍ମଗଡ଼ ତା ୯/୨(ହେମନ୍ତ କୁମାର ମାଝୀ)ବରିଷ୍ଠ ସମାଜସେବୀ ତଥା ଅଞ୍ଚଳର ବିଶିଷ୍ଟ ବ୍ୟକ୍ତିତ୍ୱ ତରାପୁର ଗ୍ରାମର ପୁର୍ବତନ ସରପଞ୍ଚ ତଥା ପଞ୍ଚାୟତ ହାଇସ୍କୁଲର ପ୍ରତିଷ୍ଠାତା ବାସୁଦେବ ସାହୁ ଙ୍କର ୮୦ ବର୍ଷ ବୟସରେ ପରଲୋକ ହୋଇଯାଇଛି।ଦକ୍ଷିଣୀ ଶୌଣ୍ଢିକ ମହାସଂଘ,କଳାହାଣ୍ଡି ଟିଟଲାଗଡ ସବଡିଭିଜନ୍…