ମନ୍ କି ବାତ୍ ୧୧୯ ତମ ବି.ଜେ.ପି. ବୌଦ୍ଧ ଜିଲ୍ଲା
ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )ମାନ୍ୟବର ପ୍ରଧାନମନ୍ତ୍ରି ଯଶସ୍ଵି ନରେନ୍ଦ୍ର ମୋଦିଙ୍କର ୧୧୯ତମ ମନ୍ କି ବାତ୍ ଜିଲ୍ଲାର ୧୧ଟୀ ମଣ୍ଡଳ ୪୧୫ ଗୋଟି ବୁଥରେ ଦିନ ୧୧ଟାରୁ ୧୧.୩୦ ପର୍ଯ୍ୟନ୍ତ ଶୁଣାଇବର ବ୍ୟବସ୍ଥା କରାଯାଇଥିଲା । ଆଜିର କାର୍ଯ୍ୟକ୍ରମରେ ଜିଲ୍ଲାସ୍ଥରିୟ…