ପୁରୀରେ ଦ ବେଲ୍ ଅନୁଷ୍ଠାନ ତରଫରୁ ବୟସର ଚର୍ଚ୍ଚା କାର୍ଯ୍ୟକ୍ରମ
ପୁରୀ : ୩/୬(ମନୋଜ କୁମାର ବଳିଆରସିଂ )ପୁରୀ ଜିଲ୍ଲା ସ୍ବେଛାସେବୀ ସଂଗଠନ ସାମୁଖ୍ୟ ଦ ବେଲ୍ ବରିଷ୍ଠ ନାଗରିକ ମଞ୍ଚ ତରଫରୁ ମଙ୍ଗଳବାର ବୟସର ଚର୍ଚ୍ଚା କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି। ବ୍ରାହ୍ମଣ ବୋର୍ଡିଁ ଛକ ସ୍ଥିତ ଚନ୍ଦ୍ରଶେଖର ପାଠାଗାର ଠାରେ…