ଭିତର ସେବାୟତ ନିଯୋଗ ସହଯୋଗରେ ଆତ୍ୟାଧୁନିକ ଚିକିତ୍ସାଳୟ ଶ୍ୟାମାଶ୍ରୀ ହସପିଟାଲ ଉଦଘାଟିତ
ପୁରୀ ; (ମନୋଜ କୁମାର ବଳୀୟାରସିଂ)ଶ୍ରୀମନ୍ଦିରର ଭିତର ସେବାୟତ ନିଯୋଗ ସହଯୋଗରେ ଆତ୍ୟାଧୁନିକ ଚିକିତ୍ସାଳୟ ଶ୍ୟାମାଶ୍ରୀ ହସପିଟାଲ ଉଦଘାଟିତ। ପୁରୀର ପ୍ରବେଶପଥ ଅଠରନଳା ଠାରେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ଭିତର ସେବାୟତ ନିଯୋଗର ସଭାପତି ତଳୁଚ୍ଛ ନୀଳକଣ୍ଠ ମହାପାତ୍ର, ଭିତର…