ଭାରତୀୟ ଜନତା ପାର୍ଟି ତରଫରୁ ୧୮ ବର୍ଷ ହୋଇଥିବା ଛାତ୍ରୀ ମାନଙ୍କୁ ନୂଆ ଭୋଟ ପଞ୍ଜିକରଣ

ଧର୍ମଗଡ଼ :୮/୧୨(ହେମନ୍ତ କୁମାର ମାଝୀ)ଭାରତୀୟ ଜନତା ପାର୍ଟି ପ୍ରଦେଶ ଯୁଵ ମୋର୍ଚ୍ଚା ସଭାପତି ଅଵିନାଶ ପଣ୍ଡା ଙ୍କ ଆହ୍ୱାନ କ୍ରମେ ଆଜି ଯୁବ ମୂର୍ଚ୍ଚା କଳାହାଣ୍ଡି ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ବିଜୟ ଦେବ ସାହୁ ଙ୍କ ନେତୃତ୍ୱରେ ଧର୍ମଗତ ମହିଳା…

ଜିଲ୍ଲା ସାମ୍ବାଦିକତା କ୍ଷେତ୍ର ରେ ସମ୍ମାନିତ ହେଲେ ଅବଦୁଲ ଓ ଭାଗବତ ମେହେର

ବୌଦ୍ଧ: ୮ /୧୨ (ଚିତ୍ତ ରଂଜନ ସିଂ ) ବୌଦ୍ଧ କଚେରୀ ପଡିଆ ଠାରେ ଜିଲ୍ଲା ଜୋର୍ଣ୍ଣାଲିଷ୍ଟ ଫୋରମ ପକ୍ଷରୁ ଚାଲିଥିବା ଅଷ୍ଟାଦଶ ବୌଦ୍ଧ ପୁସ୍ତକ ମେଳା ଗୁରୁବାର ଦିନ ପଞ୍ଚମ ସନ୍ଧ୍ୟା ରେ ତାର ବାର୍ଷିକ ଉତ୍ସବ ପାଳନ ହେବା…

ଶ୍ରୀକ୍ଷେତ୍ର ରୁ ପାତାଳି ଶ୍ରୀକ୍ଷେତ୍ର କୁ ଆସିଲା ସୁଭଦ୍ରା ରଥ ଚକ

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ଶ୍ରୀକ୍ଷେତ୍ର ପୁରୀ ରୁ ଆସିଲା ଦେବୀ ସୁଭଦ୍ରା ଙ୍କ ରଥ ଚକ। ଏହି ରଥ ଚକ ପାତାଳୀ କ୍ଷେତ୍ର ସୁବର୍ଣ୍ଣପୁର ଜିଲ୍ଲା କୋଟସମଲେଇ ଠାରେ ରହିବ । କୋଟସମଲେଇ ପାତାଳୀ କ୍ଷେତ୍ର ରୁ ଯାଇଥିବା ତୁଳସୀ ଗାଡିରେ ଶ୍ରୀକ୍ଷେତ୍ର…

ଉଲୁଣ୍ଡା ପୋଲିସ ଦ୍ୱାରା ୩୨କେଜି ଗଞ୍ଜେଇ ଜବତ

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ପୋଲିସ ଦ୍ୱାରା ୩୨କେଜି ଗଞ୍ଜେଇ ଜବତ କରିବା ସହିତ ୫ ଜଣଙ୍କୁ ଗିରଫ ଗିରଫ କରିଛି ପୋଲିସ l ସୂଚନା ଅନୁସାରେ ଗଞ୍ଜେଇ ଚୋରା ଚାଲାଣ ବେଳେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ…

ଅପହରଣ ଓ ହତ୍ୟା ଅଭିଯୋଗରେ ମହାନଦୀ ସେତୁ ଉପରେ ଶବ ରଖି ରାସ୍ତାରୋକ

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ମହାନଦୀ ସେତୁ ନିକଟରୁ ଯୁବକଙ୍କ ମୃତ ଦେହ ଉଦ୍ଧାର l ପୀଡିତ ପରିବାର ଓ ଗ୍ରାମବାସୀ ଆଣୁଛନ୍ତି ଅପହରଣ ଓ ହତ୍ୟା ଅଭିଯୋଗ l ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା…

ଧର୍ମଗଡ଼ ସହର ରେ ଶ୍ରୀ ଶ୍ୟାମ ପରିବାର ପକ୍ଷରୁ ବାବା ଖଟୁ ଶ୍ୟାମ ଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଭବ୍ୟ ନିଶାନ ଶୋଭାଯାତ୍ରା

ଧର୍ମଗଡ଼:୨୩/୧୧(ହେମନ୍ତ କୁମାର ମାଝୀ)ଧର୍ମଗଡ଼ ସହର ର ଶ୍ରୀ ଶ୍ୟାମ ପରିବାର ପକ୍ଷରୁ ବଡ଼ ଏକାଦଶୀ ଓ ବାବା ଖଟୁ ଶ୍ୟାମ ଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ନିଶାନ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସର ରେ ଶ୍ରୀ ଶ୍ୟାମ ପରିବାର ଆୟୋଜନ…

ଆଇନ ଅମାନ୍ୟକାରୀଙ୍କ ଉପରେ କଠୋର ହୁଅ – ଜିଲ୍ଲାପାଳ

କଳାହାଣ୍ଡି:( ନରେନ୍ଦ୍ର ନେଗୀ)୨୩/୧୧:ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସଡ଼କ ସୁରକ୍ଷା ସମିତି ଓ ଶୂନ୍ୟ ମୃତ୍ୟୁ ସପ୍ତାହ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ପି ଅନ୍ବେଶା ରେଡ୍ଡୀଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ପରିବହନ ବିଭାଗର…