୨୭ ତମ ଵିଜୁ ଜନତା ଦଳର ପ୍ରତିଷ୍ଠା ଦିବସ

ଧର୍ମଗଡ଼: (ହେମନ୍ତ କୁମାର ମାଝୀ)ଆଜି ବିଜୁ ଜନତା ଦଳର ୨୭ ତମ ପ୍ରତିଷ୍ଠା ଦିବସ l ଏହି ଅବସର ରେ ଧର୍ମଗଡ ନିର୍ବାଚନ ମଣ୍ଡଳୀ ବିଜୁ କଲ୍ୟାଣ ମଣ୍ଡପ ଠାରେ ପାଳିତ ହୋଇଛି ପ୍ରତିଷ୍ଠା ଦିବସ l ପ୍ରଥମେ ଧର୍ମଗଡ ସରକାରୀ…

ଛତିଶଗଡ଼କୁ ଧାନ ଚୋରା ଚାଲାଣ ଵେଲେ ଦୁଇ ଗାଡ଼ି ସହ ୨୧୪ କୁଇଣ୍ଟାଲ ଧାନ ଜଗତ

ଧର୍ମଗଡ଼: (ହେମନ୍ତ କୁମାର ମାଝୀ)ଗତକାଲି ରାତ୍ରି ରେ ଜିଲ୍ଲା ଯୋଗାଣ ଅଧିକାରୀ ମନୋଜ କୁମାର ଦାସ ଏକ ଟିମ ଦୁଇ ଗାଡ଼ି ସହିତ ୨୧୪ କୁଇଣ୍ଟାଲ ଧାନ ଜଗତ କରି ଧର୍ମଗତ ସହରର ଏକ ରାଇସ ମିଳ ରେ ଜିମା ଦେଇଛନ୍ତି।…

ବିଜୁ ଜନତା ଦଳର ୨୬ ବର୍ଷ ପୂର୍ତ୍ତି ଏବଂ ୨୭ତମ ପ୍ରତିଷ୍ଠା ଦିବସକୁ ନିଆରା ଢଙ୍ଗରେ ପାଳନ କରିଛି କଳାହାଣ୍ଡି ଜିଲ୍ଲା ଛାତ୍ର ବିଜେଡି

କଳାହାଣ୍ଡି: (ନରେନ୍ଦ୍ର ନେଗୀ )ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁରଙ୍କ ନେତୃତ୍ୱରେ ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ କମ୍ବଳ ବଣ୍ଟନ କରାଯାଇଛି । ଭବାନୀପାଟଣା ସ୍ଥିତ ମାଣିକେଶ୍ବରୀ ମନ୍ଦିର, ଜଗନ୍ନାଥ ମନ୍ଦିର, ଦୁର୍ଗା ମଣ୍ଡପ,…

ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି ଵିରୁଦ୍ଧରେ ଭାରତୀୟ ଜନତା ପାର୍ଟି ତରଫରୁ କାଙ୍କେରୀ ରାଜସ୍ବ ନୀରିକ୍ଷକ ଙ୍କ କାର୍ଯ୍ୟାଳୟ ଘେରାଉ

ଧର୍ମଗଡ଼: (ହେମନ୍ତ କୁମାର ମାଝୀ) କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଳକ ଅଧୀନସ୍ଥ କାଙ୍କେରୀ ରାଜସ୍ବ ନୀରିକ୍ଷକ ଙ୍କ କାର୍ଯ୍ୟାଳୟ ଭାରତୀୟ ଜନତା ପାର୍ଟି ତରଫରୁ ଟିପିଗୁଡା ମଣ୍ଡଳ ସଭାପତି ଵିଭୁଦତ୍ତ ପ୍ରଧାନୀ ଙ୍କ ନେତୃତ୍ୱରେ ଆଜି ଘୋରାଉ କରାଯାଇଥିଲା। ଏହି ଘୋରାଉ…

ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ” ବୀର ବାଲ ଦିବସ,”,ପାଳିତ”

ବୌଦ୍ଧ: ( ଚିତ୍ତରଞ୍ଜନ ସିଂହ )ବିଜେପି ବୌଦ୍ଧ ଜିଲ୍ଲା ତରଫରୁ ଆୟୋଜିତ ” ବୀର ବାଲ ଦିବସ” ଜିଲ୍ଲା ବିଜେପି କାର୍ଯ୍ୟାଳୟ ରାମେଶ୍ବର ବିହାର ଠାରେ ଓ ଜିଲ୍ଲା ର ସମସ୍ତ ମଣ୍ଡଳ ମାନଙ୍କରେ ମହା ସମାରୋହରେ ପାଳିତ ହୋଇଯାଇ ଅଛି।…

ଦ୍ୱିତୀୟ ଦିନରେ ୨୦ତମ ରାଜ୍ୟ ସ୍ତରୀୟ ତିଲେଶ୍ୱର କପ୍

ହରଭଙ୍ଗା : (ଚିତ୍ତରଞ୍ଜନ ସିଂହ)ହରଭଙ୍ଗା ବ୍ଲକ୍ ତିଲେଶ୍ୱର ଲାଲ୍ ବାହାଦୁର ବିଦ୍ୟାପୀଠ ଖେଳ ପଡିଆ ଠାରେ ୨୦ ତମ ରାଜ୍ୟସ୍ତରୀୟ ତିଲେଶ୍ଵର କପ୍ ମଙ୍ଗଳବାର ଦ୍ୱିତୀୟ ଦିନ ରେ ପହଞ୍ଚିଛି । ଦ୍ୱିତୀୟ ଦିନ ଟୁର୍ନାମେଣ୍ଟ ରେ ସମ୍ବଲପୁର ମର୍ଣ୍ଣିଙ୍ଗ କ୍ଲବ…

ଟିଟିଲାଗଡରେ ବିଜୁ ଜନତା ଦଳର ୨୭ ତମ ପ୍ରତିଷ୍ଠା ଦିବସ ପାଳିତ

ଟିଟିଲାଗଡ: ( ସଞ୍ଜୟ କୁମାର ନାୟକ)ଡିସେମ୍ବର ୨୬ ତାରିଖକୁ ଓଡିଶାର କୋଣ ଅନୁକୋଣରେ ବିଜୁ ଜନତା ଦଳ ତରଫରୁ ରାଜ୍ୟର କୋଣ ଅନୁକୋଣରେ ପ୍ରତିଷ୍ଠା ଦିବସ ରୁପେ ପାଳନ କରାଯାଏ। ଦୀର୍ଘ ୨୬ ବର୍ଷ ଧରି ଓଡ଼ିଶାର ଶାସନ ଭାରର ଦାୟିତ୍ଵ…

ଭବାନୀପାଟଣା ଠାରେ ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ ଅବସରରେ ଫଳ ବଣ୍ଟନ,ବୃକ୍ଷ ରୋପଣ ଏବଂ ରକ୍ତଦାନ ଶିବିର ଆୟୋଜନ

କଳାହାଣ୍ଡି: (ନରେନ୍ଦ୍ର ନେଗୀ)ଓଡ଼ିଶାର ସର୍ବବୃହତ ଆଞ୍ଚଳିକ ଦଳ ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ ଅବସରରେ ଭବାନୀପାଟଣା ପୌରପାଳିକା ପୌରାଧ୍ୟକ୍ଷା ସଂଯୁକ୍ତା ବେହେରାଙ୍କ ନେତୃତ୍ୱରେ ଆଜି ଭବାନୀପାଟଣା ଠାରେ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳନ କରାଯାଇଛି l ସକାଳୁ ପ୍ରବାଦ…

ହାଟପଦା ପଡ଼ା ଜୁନିଅର ଫୁଟବଲ ଟିମ ତରଫରୁ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣ।ମେଣ୍ଟ ଆୟୋଜିତ – ଫାଇନାଲରେ ଚିଙ୍ଗେରମୁଣ୍ଡା ବିଜୟୀ।

ଟିଟିଲାଗଡ: (ସଞ୍ଜୟ କୁମାର ନାୟକ) ଟିଟିଲାଗଡ ଡିଏଭି ମହାବିଦ୍ୟାଳୟ ଖେଳ ପଡିଆ ଠାରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣ।ମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ଆଠଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ଫାଇନାଲରେ ଚିଙ୍ଗେରମୁଣ୍ଡା ଓ ସିହିନି ଦଳ ମଧ୍ୟରେ…