ଟାଙ୍ଗିଆଜାମ କମିଟି ପକ୍ଷରୁ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ବଲାଙ୍ଗୀର ବ୍ୟୁରୋ: ୦୧/୦୧: (ନରେନ୍ଦ୍ର ନେଗୀ) ନବବର୍ଷରେ ଲୋକେ ପିକନିକ କରି ପାଳନ କରୁଥିବା ବେଳେ ବଲାଙ୍ଗୀର ର ଟାଙ୍କିଆଜାମ କମିଟି ଏହାକୁ ନିଆରା ଭାବରେ ପାଳନ କରିଛି । ଦେଓଗାଁ ବ୍ଲକ ମକୁନ୍ଦପୁର ପଞ୍ଚାୟତର ଭୀମଡୁଙ୍ଗୁରୀ ପର୍ଯ୍ୟଟନସ୍ଥଳିରେ ପରିବେଶ ସୁରକ୍ଷା…