ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମର ଦ୍ବିତୀୟ ଦିବସ

ସୁବର୍ଣ୍ଣପୁର: (ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଧର୍ମଶାଳା ଯୁକ୍ତଦୁଇ ମହାବିଦ୍ୟାଳୟ ରେ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ଓ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ପ୍ରଯୋଜନାରେ ଅନୁଷ୍ଠାନର ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ “କ୍ରୀଡ଼ା ,ସାମାଜିକ…

ବି ଜେ ଡି ବିରୁଦ୍ଧ ରେ ବି ଜେ ପିର ଜନ ଆକ୍ରୋଶ ଆନ୍ଦୋଳନ

କଳାହାଣ୍ଡି: (ନରେନ୍ଦ୍ର ନେଗୀ)ସାଂପ୍ରତିକ ଓଡ଼ିଶା ସରକାର ଦୁର୍ନୀତି ର ଚରମ ସୀମା ରେ ରହି ଓଡ଼ିଶା ବାସୀଙ୍କୁ ବିକାଶ ର ନୂତନ ସୂର୍ଯ୍ୟାଲୋକ ଦେଖାଇ ଆଭ୍ୟନ୍ତରୀଣ ଲୁଟ କରି ଚାଲିଥିବା ଅଭିଜୋଗ ଆଣି ବି ଜେ ପି ସମଗ୍ର ଓଡ଼ିଶା ରେ…

ନିମ୍ନମାନର ପିଚୁକାମ ଅଭିଯୋଗ,ଦୁଇ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଲେ ଅଧିକ୍ଷଣ ଯନ୍ତ୍ରୀ

ଟିଟିଲାଗଡ: (ସଞ୍ଜୟ କୁମାର ନାୟକ) ସରକାର କୋଟି କୋଟି ଟଙ୍କା ବ୍ୟୟରେ ସବୁଆଡେ ରାସ୍ତା ନିର୍ମାଣ କରୁଛନ୍ତି ଯାହାକି ଲୋକଙ୍କ ଗମନାଗମନ ରେ ସହାୟକ ହେବ। ଏହା ସହିତ ପୁରୁଣା ରାସ୍ତା ମରାମତି ପାଇଁ ମଧ୍ଯ ଲକ୍ଷ ଲକ୍ଷ ଟଙ୍କା ଅନୁଦାନ…

ପାତାଳୀ ଶ୍ରୀକ୍ଷେତ୍ରରୁ ପୁରୀ ଶ୍ରୀକ୍ଷେତ୍ର କୁ ବାହାରିଲା ତୁଳସୀ ରଥ

ସୁବର୍ଣ୍ଣପୁର :(ଅଜିତ କୁମାର ପୁଜାହାରୀ)ପାତାଳୀ ଶ୍ରୀକ୍ଷେତ୍ରରୁ ପୁରୀ ଶ୍ରୀକ୍ଷେତ୍ର କୁ ବାହାରିଲା ତୁଳସୀ ରଥ l ସୁବର୍ଣ୍ଣପୁର ଜିଲ୍ଲାର ପ୍ରସିଦ୍ଧ ପୀଠ ପାତାଳୀ ଶ୍ରୀକ୍ଷେତ୍ରରୁ ଆଜ୍ଞାମାଳ ନେଇ ଏହି ରଥ ବାହାରିଛି l ସୋନପୁର ବ୍ଲକ ଛକ ଠାରେ ତୁଳସୀ ରଥ…

ଜିଲ୍ଲା ସ୍ତରୀୟ ଜାତୀୟ ନବଜାତ ଶିଶୁ ସପ୍ତାହ

ସୁବର୍ଣ୍ଣପୁର :(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଜିଲ୍ଲା ତାଲିମ କେନ୍ଦ୍ର ଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ବିଶ୍ୱ ରଞ୍ଜନ ପତି ଙ୍କ ଅଧ୍ୟକ୍ଷତା ରେ ଜାତୀୟ ନବଜାତ ଶିଶୁ ସପ୍ତାହ ଦିବସ ପାଳିତ ହୋଇ ଯାଇଛି…

କଳାହାଣ୍ଡି ଜିଲ୍ଲା କ୍ରୀଡା ସଂସ୍ଥା ର ବାର୍ଷିକ ସାଧାରଣ ସଭା ଓ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ

ଭବାନୀପାଟଣା:( ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା କ୍ରୀଡା ସଂସ୍ଥା ର ବାର୍ଷିକ ସାଧାରଣ ସଭା ଓ କର୍ମକର୍ତ୍ତା ନିର୍ବାଚନ ଭବାନୀପାଟଣା ସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ଠାରେ ଗତ ୧୯ ତାରିଖ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ସଂସ୍ଥା ର ଉପ…