କାଶୀପୁରରେ ବିଭିନ୍ନ ଅନୁଷ୍ଠାନରେ ୭୫ ତମ ଗଣତନ୍ତ୍ର ଦିବସ ପାଳନ
କାଶୀପୁର : (ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ଠାରେ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ରେ ୭୫ତମ ଗଣତନ୍ତ୍ର ଦିବସ ଯାକଜଖମରେ ପାଳନ କରାଯାଇଥିବା ଦେଖିବାକୁ ମିଳିଛି।ଏହି ପରିପେକ୍ଷୀରେ ପଞ୍ଚାୟତ ସମିତି କାର୍ଯ୍ୟାଳୟ,ତହସିଲ କାର୍ଯ୍ୟାଳୟ,ସମନ୍ୱିତ ଶିଶୁଵିକାଶ ବିଭାଗ, କୃଷି…