ଅନ୍ତିଷ୍ଟିକ୍ରିୟା ଭୋଜି ରେ ସାମିଲ ହେଇ ୨ ମୃତ ୩ ଗୁରୁତର

କାଶୀପୁର (ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଦୋରଗୁଡା ଥାନା ଅନ୍ତର୍ଗତ କଣ୍ଟାମାଳ କୋରଳ ଗ୍ରାମର ଜଣେ ବ୍ୟକ୍ତିଙ୍କ ର ମୃତ୍ୟୁ ପରେ ତାଙ୍କ ଅନ୍ତିଷ୍ଟିକ୍ରିୟା ଭୋଜିରେ ଯୋଗ ଦେଇ ଅଞ୍ଚଳ ର ୨ ଜଣଙ୍କର ମୃତ୍ୟୁ ହେଇଥିବା ବେଳେ…

ପାତାଳୀ ଶ୍ରୀକ୍ଷେତ୍ର ସୁବର୍ଣ୍ଣପୁର ରୁ ସିଧା ଶ୍ରୀ କ୍ଷେତ୍ର ପୁରୀକୁ ଗଡିଲା ଟ୍ରେନ

ସୁବର୍ଣ୍ଣପୁର: (ଅଜିତ କୁମାର ପୁଜାହାରୀ)ପ୍ରତିକ୍ଷାର ହେଲା ଅନ୍ତ । ସଫଳ ହେଲା ସଂଗ୍ରାମ । ଦଶନ୍ଧୀ ଦଶନ୍ଧୀର ଦାବୀ ହୋଇଛି ପୂରଣ । କଳା ସଂସୃତିର ଜିଲ୍ଲା ପାତାଳୀ ଶ୍ରୀକ୍ଷେତ୍ର ସୁବର୍ଣ୍ଣପୁର ରୁ ସିଧା ଶ୍ରୀ କ୍ଷେତ୍ର ପୁରୀକୁ ଗଡିଲା ଟ୍ରେନ…

ସରକାରୀ ପଂଚାୟତ ଉଚ୍ଚ ବିଦ୍ୟାଳୟର ୪୬ତମ ବାର୍ଷିକୋତ୍ସବ

ଢେଙ୍କାନାଳ;  ୩/୨(ଶୁଭମ ପାଣି )ଢେଙ୍କାନାଳ ସଦର ବ୍ଳକ୍ ଉପକଣ୍ଠ ଗେଙ୍ଗୁଟିଆ ଗ୍ରାମର ସରକାରୀ ପଂଚାୟତ ଉଚ୍ଚ ବିଦ୍ୟାଳୟର ୪୬ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ମୁଖ୍ୟ ଅତିଥି ଭାବେ ସଦର ଗୋଷ୍ଠୀ ଶିକ୍ଷା ଅଧୁକାରୀ ବ୍ରହ୍ମାନନ୍ଦ ରାଉତ, ମୁଖ୍ୟବକ୍ତା…

ସୁଲକ୍ଷଣା ଦେବୀ ଉଚ୍ଚ ବିଦ୍ୟାଳୟରେ ବିଶ୍ବ ଓଡିଆ ଭାଷା ସମ୍ମିଳନୀ

ଢେଙ୍କାନାଳ:  ୩/୨(ଶୁଭମ ପାଣି )ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ରେ ମହାଡାମ୍ବର ସହିତ ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ପାଳିତ ହୋଇଯାଇଛି । ପ୍ରଥମେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମିନତୀ ଦେହୁରୀଙ୍କ ତତ୍ତ୍ୱାବଧାନରେ ଅତିଥିମାନେ ଫଚସଖାଙ୍କୁ ପୁଷ୍ପମାଲ୍ୟ ଅର୍ପଣ…

ଧୂମ୍ରପାନ ସହ ସମାନ କ୍ଷତିକାରକ ଏକୁଟିଆପଣ

ଭୁବନେଶ୍ବର : (ପାୟଲ ରାଉତ )ଏକୁଟିଆପଣକୁ ବିଶ୍ୱବ୍ୟାପୀ ବିପଦ ବୋଲି ଘୋଷଣା କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବା WHO । ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଧୂମ୍ରପାନ ଭଳି ବିପଜ୍ଜନକ ହୋଇପାରେ । ଏହି କାରଣରୁ, ଉଦାସୀନତା ଏବଂ ଆତ୍ମହତ୍ୟା…

ଜୟପାଟଣା ରେ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ଅନୁଷ୍ଠିତ

ଭବାନୀପାଟଣା :  ( ଅର୍ଜୁନ ପଟ୍ଟନାୟକ)ଓଡିଶା ସରକାର ଙ୍କ ଦ୍ଵାରା ପ୍ରୟୋଜିତ ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ୨୦୨୪ ମହାସମାରୋହର ସହ ଜୟପାଟଣା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅଧ୍ୟକ୍ଷତା କରି ଜୟପାଟଣା ଗୋଷ୍ଠୀ ଉନ୍ନୟନ…

” ନୂଆ -ଓ ” ଭାଷା ସାହିତ୍ୟ ପ୍ରତିଯୋଗିତା ତରଫରୁ ” ଶ୍ରୀ ଜଗନ୍ନାଥ ସଂସ୍କୃତି ଆଲୋଚନା ଚକ୍ର ଏବଂ ଉଦଯାପନୀ ଉତ୍ସବ ” :

ବେଲଗୁଣ୍ଠା, ୦୩/ ୦୨(ସୁଶାନ୍ତ କୁମାର ବେହେରା )କ୍ଷତ୍ରିୟବରପୁରସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମଧ୍ୟମିକ ବିଦ୍ୟାଳୟରେ ” ଓଡ଼ିଆ ଭାଷା ସାହିତ୍ୟ ପ୍ରତିଯୋଗିତା “ର ଶ୍ରୀ ଜଗନ୍ନାଥ ସଂସ୍କୃତି ସମ୍ପର୍କତ ଆଲୋଚନା ଚକ୍ର ଅନୁଷ୍ଠିତ ହେଵା ସହିତ ଉକ୍ତ ପ୍ରତିଯୋଗିତାର ଉଦଯାପନୀ ଉତ୍ସବ…

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ-୨୪ ଉପଲକ୍ଷେ ବେଲଗୁଣ୍ଠା ବ୍ଳକ୍ରେ ସାହିତ୍ୟିକଙ୍କୁ ସମ୍ବର୍ଦ୍ଧନା

ବେଲଗୁଣ୍ଠା:  (ସୁଶାନ୍ତ କୁମାର ବେହେରା )ଆଜି ରାଜ୍ୟରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ-୨୦୨୪  ଉଦ୍ଘାଟିତ ହୋଇଥିବା ବେଳେ ଏହି ଅବସରରେ ବେଲଗୁଣ୍ଠା ବ୍ଳକ୍ ରେ ସ୍ଵତନ୍ତ୍ର ଗ୍ରାମ ସଭାର ଆୟୋଜନ କରାଯାଇ ବ୍ଳକ୍ ର ଚାରି ଜଣ ସାହିତ୍ୟିକଙ୍କୁ ସମ୍ବର୍ଦ୍ଧିତ…

ସରକାରଙ୍କ ସଫଳତା ଘରେ ଘରେ ପହଂଚିବ

ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ ) ଘରେ ଘରେ ପହଞ୍ଚିବ ରାଜ୍ୟ ସରକାରଙ୍କ ସଫଳତା ର କାହାଣୀ । ଏଥିପାଇଁ ଆଜିଠାରୁ ଜିଲ୍ଲାର ପ୍ରତି ବ୍ଲକ ରେ ଆରମ୍ଭ ହୋଇଛି ସଚେତନତା କାର୍ଯ୍ୟକ୍ରମ । ଆମ ଓଡ଼ିଶା ନବୀନ ଓଡିଶା ଯୋଜନା…

ରେଳ ଷ୍ଟେସନ ରୋଡ ସୁନିଲ ଜୈନଙ୍କ ଘରୁ ଚୋରି ହୋଇ ବିତିଲା ମାସେ

ନୂତନ ଥାନାଧିକାରୀଙ୍କୁ ଚୋର ଧରିବାକୁ କଲେ ଗୁହାରି ଟିଟିଲାଗଡ (ସଞ୍ଜୟ କୁମାର ନାୟକ) ଟିଟିଲାଗଡ ରେଳ ଷ୍ଟେସନ ରୋଡ ପୌରପରିଷଦ କାର୍ଯ୍ୟାଳୟ ଛକ ନିକଟରେ ସୁନିଲ କୁମାର ଜୈନଙ୍କ ଘରୁ ଡ଼ିସେମ୍ବର ୨୮ ତାରିଖରେ ଘରେ କେହି ନ ଥିବା ବେଳେ…