ରାୟପୁର ଠାରେ ନନ୍ଦିଘୋଷ ରଥ ଚକକୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା

ରାୟପୁର : (କିଶୋର ଦ୍ଵିବେଦୀ )ଛତିଶଗଡ଼ ର ରାଜଧାନୀ ରାୟପୁର ଠାରେ ନିକଟରେ ବିଗତ ବର୍ଷର ରଥଯାତ୍ରା ରେ ନନ୍ଦିଘୋଷ ରଥରେ ବ୍ୟବହାର କରାଯାଇଥିବା ଚକ କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଛି। ମହାପ୍ରଭୂ ଶ୍ରୀ ଜଗନ୍ନାଥ ଆରୋହଣ କରିଥିବା ଏହି…

ହରଭଙ୍ଗା ପଞ୍ଚାୟତ ପରିଦର୍ଶନରେ ବ୍ଲକ ଉପାଧକ୍ଷ

ହରଭଙ୍ଗା : (ଚିତ୍ତ ରଞ୍ଜନ ସିଂ )ଆଜି ବ୍ଲକ ଉପାଧ୍ୟକ୍ଷ ସରୋଜ କୁମାର ପ୍ରଧାନ ହରଭଙ୍ଗା ପଞ୍ଚାୟତ ଗସ୍ତ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟ ଗୁଡିକ ର ତଦାରଖ କରିଥିଲେ। ବିଶେଷ କରି ପଞ୍ଚାୟତ ର ସବୁ ଉନ୍ନୟନ କାର୍ଯ୍ୟ ଗୁଡିକ…

ଦୁଇ ଅଭିଯୁକ୍ତ ସହ ସାତଲକ୍ଷ ଟଙ୍କାର କାଠ ଓ ଗାଡି ଜବତ କଲା ଟିକରି ବନ ବିଭାଗ

କାଶୀପୁର:  (ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶିପୁର ବ୍ଳକ ଟିକିରି ବନାଞ୍ଚଳ ଅଧିନସ୍ଥ କୁଚେଇପଦର ଗ୍ରାମ ନିକଟରୁ ଗତକାଲି ରାତିତ୍ରୀରେ ଏକ ଭ୍ୟାନ ରେ ବହୁମୂଲ୍ୟର ଶାଗୁଆନ କାଠ ଚରା ଚାଲାଣ ହେଉଥିବା ଟିକିରି ବନାଞ୍ଚଳ ଅଧିକାରୀଙ୍କୁ ସୂଚନା ମିଳିଥିଲା। ଶାଗୁଆନ…

ବୌଦ୍ଧ ଜିଲ୍ଲା ପୋଲିସ ଓ ହରଭଙ୍ଗା ପୋଲିସ ତରଫରୁ ଜନ ସମ୍ପର୍କ ଶିବିର ଅନୁଷ୍ଠିତ

ହରଭଙ୍ଗା (ଚିତ୍ତ ରଞ୍ଜନ ସିଂ )ହରଭଙ୍ଗା ବ୍ଲକ ର ତଳଗାଁ ପଞ୍ଚାୟତ ଠାରେ ବୌଦ୍ଧ ଜିଲ୍ଲା ପୋଲିସ ଓ ହରଭଙ୍ଗା ପୋଲିସ ପକ୍ଷରୁ ଏକ “ଜନ ସମ୍ପର୍କ ଶିବିର “ଅନୁଷ୍ଠିତ ହୋଇଯାଇଛି। ଯେହେତୁ ବୌଦ୍ଧ ଜିଲ୍ଲା ର ତଳଗାଁ ପଞ୍ଚାୟତ ଏକ…

ଜିଲ୍ଲାରେ ବଙ୍ଗୀୟ ଅନୁପ୍ରବେଶକାରୀଙ୍କୁ ସମ୍ବୀଧାନିକ ବ୍ୟବସ୍ଥାରୁ ଉଚ୍ଛେଦ କରାଯିବାକୁ ଦାବୀ

ନବରଙ୍ଗପୁର : (ବେଣୁ ଗୋପାଳ ରାଓ)ବଙ୍ଗୀୟ ଶରଣାର୍ଥିମାନଙ୍କୁ ଅଣ ସାମ୍ବିଧାନିକ ବ୍ୟବସ୍ଥାରେ ଅନୁସୂଚିତ ଜାତିର ମୂଳ ନିବାସୀ ଅଧିକାର ଉଚ୍ଛେଦ ଦାବୀ କରି ଜିଲ୍ଲାର ମୂଳ ନିବାସୀ ଅନୁସୂଚିତ ଜାତିମାନଙ୍କ ୮ ଦଫା ଦାବୀ ପତ୍ର ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ…

ନବ ନିଯୁକ୍ତ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଭୁଜବଳ ମାଝୀଙ୍କୁ ସମ୍ବର୍ଦ୍ଧନା

ନବରଙ୍ଗପୁର : (ବେଣୁ ଗୋପାଳ ରାଓ)ନବରଙ୍ଗପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ନବ ନିଯୁକ୍ତ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଭୁଜବଳ ମାଝୀଙ୍କ ଉଦ୍ଧେଶ୍ୟରେ ଏକ ସମ୍ବର୍ଦ୍ଧନା ଶୋଭାଯାତ୍ରା ଅନୁଷ୍ଠିତ ହେଇଯାଇଛି। ସମ୍ବର୍ଦ୍ଧନା ସମିତିର ସଭାପତି ଶ୍ରୀ ଧରମ ସିଂ ଙ୍କ…

ପଣ୍ଡରା ମାଲି ସମାଜ ର ଦ୍ଵିତୀୟ ବାର୍ଷିକ ସମ୍ଭିଳନୀ

ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ)ଆଜି ସୁବର୍ଣ୍ଣପୁର ଜିଲ୍ଲାର ମନହୀରା ଠାରେ ରେ ବଲାଙ୍ଗିର, ବୌଦ୍ଧ, ଅନୁଗୁଳ ଆଦି ଜିଲ୍ଲାର ୨୨  ଗୋଟି ଉପକେନ୍ଦ୍ର ସଭାପତି ସମ୍ପାଦକ ତଥା ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମ ରେ ରାଜ୍ୟ…

ଚେମ୍ୱର ଅଫ କମର୍ସ ପକ୍ଷରୁ ନୂତନ ଉପଖଣ୍ଡ ପୋଲିସ ଅଧିକାରୀ (ଡିଏସପି) ଙ୍କୁ ସ୍ୱାଗତ ଓ ବିଦାୟୀ ଡିଏସପି ଙ୍କୁ ବିଦାୟ

ଧର୍ମଗଡ଼ :  (ହେମନ୍ତ କୁମାର ମାଝୀ)ଶ୍ରୀ ମନୋଜ କୁମାର ବେହେରା ଧର୍ମଗଡ ରେ ନୂତନ ଉପଖଣ୍ଡ ପୋଲିସ ଅଧିକାରୀ (ଡିଏସପି) ଭାବେ ଯୋଗ ଦେଇଛନ୍ତି। ଧୀରଜ୍ ଚୋପଦାର ଙ୍କ ଠାରୁ ସେ ବିଧିବଦ୍ଧ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି। ଏହି ଅବସରରେ…

ଆକାଉଣ୍ଟ ରୁ ୨୦ହଜାର ଟଙ୍କା ଲୁଟି ନେଲେ ସାଇବର ଠକ

ହରଭଙ୍ଗା :  (ଚିତ୍ତ ରଞ୍ଜନ ସିଂ )ଆକାଉଣ୍ଟ ରେ କଳାକନା ବୁଲେଇଲେ ସାଇବର ଠକ । ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ । ହାତ ବାନ୍ଧି ବସିଛି ପୋଲିସ । ଜିଲ୍ଲାପାଳ ଙ୍କ ଦ୍ଵାରାସ୍ତ ହେଲେ ଅଭିଯୋଗକାରୀ । ଇଲେଟ୍ରିକ…

ହରଭଙ୍ଗାରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ହରଭଙ୍ଗା :  (ଚିତ୍ତ ରଞ୍ଜନ ସିଂ )ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପରିସରରେ ଆଜି ନୂତନ ଜିଲ୍ଲାପାଳ ଜେ. ସୋନାଲ ଓ ଆରକ୍ଷୀଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଯୁଗ୍ମ ଅଭିଯୋଗ ଶୁଣାଣି ରେ ସମୁଦାୟ…