ଧର୍ମଗଡ଼ ନଳକୂପ ଠିକାଦାର ଘରୁ ବହୁଚର୍ଚ୍ଚିତ ଡକାୟତି ଘଟଣା

ଧର୍ମଗଡ଼ : ୨୪/୨(ହେମନ୍ତ କୁମାର ମାଝୀ)ଅଭିଯୁକ୍ତ ମାନେ ଦୋଷୀ ସାବ୍ୟସ୍ତ : ୭ ବର୍ଷ ଜେଲ ଦଣ୍ଡାଦେଶ ରାୟ ପ୍ରଦାନ କଲେ ଧର୍ମଗଡ ସହାୟକ ଦୌରା ଜଜ୍ ଅଦାଲତ ।୨୦୨୨ ମସିହାରେ ଧର୍ମଗଡ଼ ବସ୍ତିପଡା ରେ ବସବାସ କରୁଥିବା ନଳକୂପ ଠିକାଦାର…

୧୦ କୁଇଣ୍ଟାଲ ରୁ ଉର୍ଦ୍ଧ୍ୱ ଗଂଜେଇ ଜବତ, ଟ୍ରକ ସହ ଦୁଇ ଅଭିଯୁକ୍ତ ଗିରଫ

ବୌଦ୍ଧ ( ଚିତ୍ତରଞ୍ଜନ ସିଂହ ) ବୌଦ୍ଧ ପୋଲିସକୁ ବଡ଼ ସଫଳତା l ୧୦  କୁଇଣ୍ଟାଲ ୨୫  କେଜି ଗଂଜେଇ ଜବତ, ଗୋଟିଏ ଟ୍ରକ ସହ ୨ ଜଣ ଅଭିଯୁକ୍ତକୁ ଗିରଫ କରିଛି ବୌଦ୍ଧ ଆଦର୍ଶ ଥାନା ପୋଲିସ l ସାମ୍ବାଦିକ…

୬ ଦିନ ହେଲା ରୋଜଗାରିଆ ପୁଅ ନିଖୋଜ, ଚିନ୍ତାରେ ବାପା ମା

ବେଲଗୁଣ୍ଠା – ୨୩/୦୨(ସୁଶାନ୍ତ କୁମାର ବେହେରା )ତାରସିଙ୍ଗ ଥାନା ବେଙ୍ଗସର ଗ୍ରାମରେ ୨୯ ବର୍ଷୀୟ ରୋଜଗାରିଆ ପୁଅ ଗତ ୬ଦିନ ହେଲା ହଠାତ ନିଖୋଜ ହୋଇପଡିଥିବା ବେଳେ ପରିବାର ଓ ଗ୍ରାମବାସୀ ଖୋଜିଖୋଜି ନୟାନ୍ତ ହୋଇ ପଡିଲେଣି ହେଲେ ପୁଅର ଖୋଜ…

ସଂସଦ ସପ୍ତଗିରି ଶଙ୍କର ଉଲାକାଙ୍କ କାଶୀପୁର ବ୍ଲକ ଡ଼ଙ୍ଗାସିଲା ଠାରେ ସାଧାରଣ ସଭା

କାଶୀପୁର : (ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଡ଼ଙ୍ଗାସିଲା ପଞ୍ଚାୟତ ସଦର ଠାରେ ଜିଲ୍ଲା କଂଗ୍ରେସ ତରଫରୁ ସାଧାରଣ ସଭା ଓ କର୍ମୀ ସମ୍ବିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ଉକ୍ତ କାର୍ଯ୍ୟକ୍ରମ ରେ ମାନ୍ୟବର ଲୋକ ସଭା ସଂସଦ…

ପୂର୍ବତନ କାଉନସିଲର୍ ଙ୍କ ଦେହାନ୍ତ ; ବିଭିନ୍ନ ମହଲରେ ଶୋକ

ବେଲଗୁଣ୍ଠା: ୨୩/୦୨ (ସୁଶାନ୍ତ କୁମାର ବେହେରା ) ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ନଅ ନମ୍ବର୍ ୱାର୍ଡ୍ ର ପୂର୍ବତନ କାଉନସିଲର୍ ରମାଦେବୀ ସିଅଙ୍କ ଗତ ରାତ୍ର ୧୨  ଘଣ୍ଟା ୩୦  ମିନଟ୍ ସମୟରେ ଦେହାନ୍ତ ହୋଇଯାଇଛି I ମୃତ୍ୟୁ ବେଳକୁ…

ବିଶିଷ୍ଟ ସାହିତ୍ୟିକ,କବି,ଅଧ୍ୟାପକ ଡ଼କ୍ଟର ଗୁରୁମୁ୍ର୍ତି ନାୟକଙ୍କ ପରଲୋକ

ବେଲଗୁଣ୍ଠା -୨୩/୨(ସୁଶାନ୍ତ କୁମାର ବେହେରା )ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ଓଡିଆ ଅଧ୍ୟାପକ ତଥା ବିଶିଷ୍ଟ ଶିକ୍ଷାବିତ୍, ସାହିତ୍ୟିକ ଡଃ ଗୁରୁମୁ୍ର୍ତି ନାୟକଙ୍କ ଆଜି ଭୋରରେ ପରଲୋକ ଘଟିଛି ।ସେ ବେଲଗୁଣ୍ଠା ମହାବିଦ୍ୟାଳୟରେ ଓଡିଆ, ଭାଷା ସାହିତ୍ୟ ବିଭାଗୀୟ ମୁଖ୍ୟ ଅଧ୍ୟାପକ…

ବେଆଇନ ବାଲି ଘାଟ ଉପରେ ଖଣିଜ ବିଭାଗ ର ଚଢ଼ାଉ ,ଗୋଟିଏ ପୋକ୍ଲିନ ମେସିନ ଓ ଗୋଟିଏ ହାଇୱା ଜବତ

କେସିଙ୍ଗା : (ପ୍ରୀତେଶ ପଟେଲ)ଗତ କାଲି ସନ୍ଧ୍ୟା ରେ କେସିଙ୍ଗା ବ୍ଲକ ଅନ୍ତର୍ଗତ ବୋରିଆ ସ୍ଥିତ ବେଆଇନ ବାଲି ଘାଟ ଉପରେ ଅଚାନକ ଜିଲ୍ଲା ଲଘୁ ଖଣିଜ ବିଭାଗ ପକ୍ଷ ରୁ ଚଢ଼ାଉ କରାଯାଇଥିଲା । ଏହି ଚଢ଼ାଉ ରେ ଏକ…

ଏକ ମିନି ଟ୍ରକ୍ ରୁ ୧୬୦୦ ଲିଟର ବିଦେଶୀ ମଦ ଜବତ,୪ ଅଭିଯୁକ୍ତ ଅଟକ

କେସିଙ୍ଗା : (ପ୍ରୀତୀଶ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ଆଦର୍ଶ ଥାନା ପୋଲିସ କୁ ବଡ଼ ସଫଳତା ମିଳିଛି ।ଗତକାଲି ଏକ ୬୦୯ ଗାଡ଼ିରେ ଚାଲାଣ ହେଉଥିବା ବିଭିନ୍ନ ବ୍ରାଣ୍ଡ ର ପ୍ରାୟ ୨୦୦ ପେଟି (୧୬୦୦ ଲିଟର ) ବିଦେଶୀ ମଦ…

କୁର୍ଲୁପଡା ସ୍ଥିତ ଶକ୍ତି ଇଣ୍ଡଷ୍ଟ୍ରି ରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

କେସିଙ୍ଗା : (ପ୍ରୀତେଶ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କୁର୍ଲୁ ପଡ଼ା ରେ ସ୍ଥିତ ଶକ୍ତି ଇଣ୍ଡଷ୍ଟ୍ରି ରେ ଗୁରୁବାର ଦିନ ପ୍ରାୟ ୧ ଘଣ୍ଟା ସମୟରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା।କୌଣସି ପ୍ରକାର ର ଜୀବନ ହାନି…

ନୁନମାଠ ଟୋଲ ଟେକ୍ସ ସଂଗ୍ରହ କୁ ବିରୋଧ କରି ଆନ୍ଦୋଳନ

ଚେତାବନୀ ପରେ ପୁଣି ପ୍ରଶାସନ ଆଲୋଚନା ପାଇଁ ବିଭିନ୍ନ ସଙ୍ଗଠନ କୁ ଆହ୍ୱାନ କେସିଙ୍ଗା : (ପ୍ରୀତୀଶ ପଟେଲ)କେସିଙ୍ଗା ନୁନମାଠ ଟୋଲ ପ୍ଲାଜା ରେ ଟେକ୍ସ ସଂଗ୍ରହ କୁ ବିରୋଧ କରି ସ୍ଥାନୀୟ ବିଭିନ୍ନ ସଙ୍ଘ ,ଜନସାଧାରଣ , ବିଭିନ୍ନ ରାଜନୈତିକ…