ହରଭଙ୍ଗା ବ୍ଲକ ର ବିଭିନ୍ନ ସ୍ଥାନରେ BJP କାର୍ଯକ୍ରମ

ହରଭଙ୍ଗା (ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ବିଜେପି ମଣ୍ଡଳ ସ୍ତରୀୟ ବିଭିନ୍ନ କାର୍ଯକ୍ରମ ହେଇଥିବା ଦେଖିବାକୁ ମିଳିଛି । ବ୍ଲକର ସରସରା ମଣ୍ଡଳରେ ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ପକ୍ଷରୁ ବନ୍ଧୁମିଳନ କାର୍ଯ୍ୟକ୍ରମ ସରସରା ପଞ୍ଚାୟତ ବଙ୍କାପଡା ମହାନଦୀ କୂଳ…

ନାଟ୍ ଅନୁଷ୍ଠାନ କର୍ମକର୍ତ୍ତା ନିର୍ବାଚ଼ନ

ସୁବର୍ଣ୍ଣପୁର; ( ଅଜିତ କୁମାର ପୁଜାହାରୀ)ନାଟକ, ସାହିତ୍ୟ ଓ ସମାଜସେବା ପାଇଁ ସମର୍ପିତ ସୁବର୍ଣ୍ଣପୁରର ଅନୁଷ୍ଠାନ ନୋଡ଼ାଲ ଏସୋସିଏସନ ଫର୍ ଏମେଚ୍ୟେର ଥିଏଟର (ନାଟ)ର ଦ୍ୱିବାର୍ଷିକ ସାଧାରଣ ପରିଷଦ ବୈଠକ ସ୍ଥାନୀୟ ସରକାରୀ ନର୍ସରୀ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି…

ଦୁର୍ଘଟଣା ରେ ୨ମୃତ

ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ)ଗତକାଲି ବିଳମ୍ୱିତ ରାତିରେ ବାଇକ୍ ଦୁର୍ଘଟଣା । ଚାଲିଗଲା ୨ ଜୀବନ । ଏପରି ଘଟଣା ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଉଫୁଲାରେ ବିଦ୍ୟୁତ୍ ଖୁଣ୍ଟରେ ବାଇକ୍ ପିଟିଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ…

ରାଜ୍ୟପାଳଙ୍କ ସୁବର୍ଣ୍ଣପୁର ଜିଲା ଗସ୍ତ

ସୁବର୍ଣ୍ଣପୁର: ( ଅଜିତ କୁମାର ପୁଜାହାରୀ)ଆଜି ଓଡ଼ିଶାର ମହାମହିମ ରାଜ୍ୟପାଳ ରଘୁବର ଦାସ ସୁବର୍ଣ୍ଣପୁର ଜିଲା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ସହ ଲୋକଙ୍କ ସମସ୍ୟା ବିଷୟରେ ପଚାରି ବୁଝିଛନ୍ତି ରାଜ୍ୟପାଳ । ପୋଡୋଶି ଜିଲ୍ଲା ବଲାଙ୍ଗିରରୁ ବାହାରି ଜିଲ୍ଲା…

ରେଲୱେ ଠିକା ସଂସ୍ଥା ର ମନମୁଖୀ କାର୍ଯ୍ୟ ,ବିପଦ ସଂକୁଳରେ ବିଦ୍ୟୁତ ତାର

ହରଭଙ୍ଗା (ଚିତ୍ତରଞ୍ଜନ ସିଂ)ଖୋର୍ଦ୍ଧା – ବଲାଙ୍ଗୀର ରେଲୱେ ନିର୍ମାଣ କାର୍ଯ୍ୟ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରେ ଖୁବ ଜୋର ସୋର ରେ ଚାଲୁଥିବା ବେଳେ ଜୈନିକ ଠିକା ସଂସ୍ଥା ର ମନମୁଖୀ କାର୍ଯ୍ୟ ନେଇ ସାଧାରଣ ଜନତା ବିପଦକୁ ଆମନ୍ତ୍ରିତ…

ସମାଜସେବା କରି ଇତିହାସ ସୃଷ୍ଟି କଲେ କିନ୍ନର ମାନେ

ନବରଙ୍ଗପୁର:  (ବେଣୁ ଗୋପାଳ ରାଓ )ନବରଙ୍ଗପୁର ଜିଲ୍ଲା ଇତିହସରେ ପ୍ରଥମ ଥର ପାଇଁ ଜିଲ୍ଲା କିନ୍ନର ସଂଘ ର କର୍ମକର୍ତ୍ତା ରାତିରେ ସହରର କୋଣ ଅନୁକୋଣ ରେ ବୁଲି ବୁଢ଼ା ବୁଢ଼ୀ ଏବଂ ଅସହାୟ ଗରିବ ଲୋକଙ୍କୁ ଶିତ ଦାଉରୁ ରକ୍ଷା…

କେସିଙ୍ଗା ଏନ୍ଏସି ନିର୍ବାହୀ ଅଧିକାରୀଙ୍କ ବଦଳି ଦାବିରେ ଗଣଧାରଣା

କେସିଙ୍ଗା : (ପ୍ରୀତେଶ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏନ୍ଏସି ନିର୍ବାହୀ ଅଧିକାରୀ ସୁଶ୍ରୀ କିରଣ ବେହେରାଙ୍କ ମନମୁଖୀ ଶାସନ ନେଇ କେସିଙ୍ଗା ସହରବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। କେସିଙ୍ଗା ସହରରେ ଟ୍ରାଫିକ ଓ ପରିମଳ ସମସ୍ୟା ସାଙ୍ଗକୁ ଅନେକ ବହୁବିଧ ସମସ୍ୟା…

ଧର୍ମଗଡର ନୂତନ ଉପ ଜିଲ୍ଲାପାଳ ଭାବେ ଶ୍ରୀ ଧିମାନ ଚକମା, ଆଇଏଏସ ଯୋଗ ଦେଲେ

ଧର୍ମଗଡ଼ : (ହେମନ୍ତ କୁମାର ମାଝୀ)ଧର୍ମଗଡ ର ନୂତନ ଉପ ଜିଲ୍ଲାପାଳ ଭାବେ ଧିମାନ ଚକମା, ଆଇଏଏସ ଆଜି ଯୋଗ ଦେଇଛନ୍ତି। ଉପ ଜିଲ୍ଲାପାଳ ଦାୟିତ୍ୱରେ ଥିବା ବିରଞ୍ଚି ନାରାୟଣ ଦରୱାନ ଆଜି ବିଧିବଦ୍ଧ ଭାବେ ତାଙ୍କୁ ଦାୟୀତ୍ଵ ହସ୍ତାନ୍ତର କରିଥଲେ।…

ଧର୍ମଗଡ ଚେମ୍ବର ଅଫ କମର୍ସ ର ନବମ ବାର୍ଷିକ ସାଧାରଣ ବୈଠକ

ଧର୍ମଗଡ଼ : ( ହେମନ୍ତ କୁମାର ମାଝୀ)ଧର୍ମଗଡ ଚେମ୍ବର ଅଫ କମର୍ସ ର ନବମ ବାର୍ଷିକ ସାଧାରଣ ବୈଠକ ଶ୍ରୀକୃଷ୍ଣ ଭବନ ଠାରେ ଅନୁଷ୍ଠିତ ହୋଇ ଯାଇଛି। ସଙ୍ଘର ସଭାପତି ବିଦ୍ୟାଧର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସଭାରେ ଡି ଏସ…

ପାହାଡେଶ୍ୱର ମହାଦେବ ମନ୍ଦିର ରତ୍ନମୁଦ ଉତ୍ସଵ ପାଇଁ ଭକ୍ତିମୟ ପରିବେଶ

ଧର୍ମଗଡ଼:  ( ହେମନ୍ତ କୁମାର ମାଝୀ)କୋକସରା ବ୍ଲକ ଫୁଫଗା ପଞ୍ଚାୟତ ଫୁଫଗା ଠାରେ ପାହାଡେଶ୍ୱର ମହାଦେବ ମନ୍ଦିର ରେ ରତ୍ନମୁଦ ଉତ୍ସଵ ରବିବାର ଅନୁଷ୍ଠିତ ହୋଇଥିବା ବେଳେ ଭାବ ଭକ୍ତିମୟ ପରିବେଶ ମଧ୍ୟରେ ଶତାଧିକ ଶ୍ରଦ୍ଧାଳୁ ମାନେ ଯୋଗଦାନ କରି ରତ୍ନମୁଦ…