ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ ପରୀକ୍ଷା ଫଳ ପ୍ରକାଶିତ

ପୁରୀ: (ମନୋଜ କୁମାର ବଳିଆରସିଂ)ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ, ପୁରୀ ଦ୍ୱାରା ପରିଚାଳିତ ୨୦୨୫ ମସିହାର ଉପଶାସ୍ତ୍ରୀ (+୨ ) ନିୟମିତ ଓ ପୂର୍ବ ନିୟମିତ ପରୀକ୍ଷା ଫଳ ଆଜି ପ୍ରକାଶିତ ହୋଇଯାଇଛି । ଏହି ପରୀକ୍ଷାରେ ମୋଟ ଓଡ଼ିଶାର ୨୨ ଜିଲ୍ଲାରେ…

ସର୍ବସାଧାରଣ ରେ ଆଇନ କୁ ଅବମାନନା କରୁଛନ୍ତି ପୁରୀର ଏହି ଚର୍ଚ୍ଚିତ ବାବା

ପୁରୀ : (ମନୋଜ କୁମାର ବଳିଆରସିଂ)ଆଇନ କୁ ଫୁ କରିଦେଇଛନ୍ତି ପୁରୀର ଏହି ଚର୍ଚ୍ଚିତ ବାବା।ପଶୁ ଶିକାରୀ ମାନଙ୍କ ପାଇଁ ଆଇନ ବହୁତ କଠୋର ହେଇଥିବା ବେଳେ ବିଶେଷ କରି ହରିଣ ଶିକାର କରିବା ଆଇନତହ ଦଣ୍ଡନୀୟ।ସାଧାରଣ ରେ ଚର୍ଚ୍ଚା ହେଉଛିକି…

ଭଙ୍ଗା ଦଦରା ଆମ୍ବୁଲାନ୍ସ ରେ ଚାଲିଛି ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର

ପୁରୀ: (ମନୋଜ କୁମାର ବଳୀୟାରସିଂ)ପୁରୀ ଜିଲ୍ଲା ଚାରିଛକ ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ରରେ ଗଡୁଛି ଭଙ୍ଗା ଦଦରା ଆମ୍ବୁଲାନ୍ସ ଗାଡ଼ି। ପାଣି ଗଳୁଥିବା ଆମ୍ବୁଲାନ୍ସ ଗାଡ଼ିରେ ରୋଗୀ ଙ୍କୁ ଭୁବନେଶ୍ଵର ନିଆଯାଉଛି। ଯେଉଁ ଗାଡ଼ିର ଛାତ କଣା ଥିବାରୁ ରୋଗୀ ଓଦା ହୋଇ…

ଶିକ୍ଷା ଅନୁଷ୍ଠାନରେ ପଛୁଆବର୍ଗ ସଂରକ୍ଷଣ ଏକ ଐତିହାସିକ ନିଷ୍ପତ୍ତି

ଧର୍ମଗଡ଼ : ( ହେମନ୍ତ କୁମାର ମାଝୀ)ଶିକ୍ଷା ଅନୁଷ୍ଠାନରେ ପଛୁଆବର୍ଗ ସଂରକ୍ଷଣ ଐତିହାସିକ ନିଷ୍ପତ୍ତି ବୋଲି ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ଼ ପ୍ରକାଶ କରିଛନ୍ତି।ଦୃଢ ଓ ଦୂର ଦୃଷ୍ଟି ସମ୍ପନ୍ନ ଇଛା ଶକ୍ତିଥିଲେ ସବୁ ସମ୍ଭବ…

କଲ୍ୟାଣ ମଣ୍ଡପରେ ହେବାକୁ ଥିବା ବୈଠକ କୁ ନିନ୍ଦା କଲା ପଣ୍ଡରା ମାଳି ସେବା ସଙ୍ଘ

ଆତ୍ମଘୋଷିତ ସଭାପତିଙ୍କ ମନମୁଖୀ କାର୍ଯ୍ୟରେ ଅସନ୍ତୋଷ ଧର୍ମଗଡ଼: (ହେମନ୍ତ କୁମାର ମାଝୀ) କିଛିଦିନ ହେଲା ପଣ୍ଡରାମାଳି ସମାଜର କର୍ମକର୍ତ୍ତା ଚୟନ କୁ ନେଇ ଅସନ୍ତୋଷ କୁହୁଳିବାରେ ଲାଗିଛି l ଗୋଟିଏ ପଟେ ଚୟନ ହୋଇଥିବା କର୍ମକର୍ତ୍ତାଙ୍କୁ ଆତ୍ମଘୋଷିତ କହି ବିରୋଧ କରୁଛି…

ଝରୀଆ ସାହୁ ( ତେଲି) ସମାଜ କଳାହାଣ୍ଡି ( କ) ଅଞ୍ଚଳର ସାମାଜିକ ସମୀକ୍ଷା ବୈଠକ ଓ ସମ୍ଵନ୍ଧନା ଉତ୍ସବ

ଧର୍ମଗଡ଼ ତା ୨୪/୫( ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଳକ ଅନ୍ତର୍ଗତ ସନ୍ଧିକୁଳିଆରୀ ଠାର ଝରୀଆ ସାହୁ (ତେଲି) ସମାଜ କଳାହାଣ୍ଡି ( କ) ଅଞ୍ଚଳର ସାମାଜିକ ସମୀକ୍ଷା ବୈଠକ ସଭାପତି ଟିକେ ରାମ ସାହୁ ଙ୍କ ଅଧ୍ୟକ୍ଷତା ରେ…

ପୂର୍ତ୍ତବିଭାଗ ମୁଖ୍ୟଯନ୍ତ୍ରୀ ଙ୍କ ବୌଦ୍ଧ ଜିଲ୍ଲା ଗସ୍ତ, ବିଭିନ୍ନ ପ୍ରକଳ୍ପ ପରିଦର୍ଶନ ଓ ସମୀକ୍ଷା

ହରଭଙ୍ଗା 24/5(ଚିତ୍ତ ରଞ୍ଜନ ସିଂ)ରାଜ୍ୟ ପୂର୍ତ୍ତ ବିଭାଗ କନ୍ଧମାଳ ସର୍କଲ ର ମୁଖ୍ୟ ଯନ୍ତ୍ରୀ ଇଂ ପ୍ରଭାତ କୁମାର ଦାସ ଆଜି ବୌଦ୍ଧ ଜିଲ୍ଲା ଗସ୍ତରେ ଆସି ବୌଦ୍ଧ ଜିଲ୍ଲା ପୂର୍ତ୍ତ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ପ୍ରକଳ୍ପ ଯଥା…

ଡିନାମାଇଟ ବିସ୍ପୋରଣ ବେଳେ ଅଘଟଣ

ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ ) ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ କୁସାଶିଙ୍ଗା ଗ୍ରାମର ସଚ୍ଚିଦାନନ୍ଦ ମହାକୁଡ ଗୁରୁତର ।ଡିନାମାଇଟ ବିସ୍ପୋରଣ ରେ ସଚ୍ଚିଦାନନ୍ଦ ଙ୍କ ହାତ ଓ ମୁଣ୍ଡ ରେ ଲାଗିଛି ଗଭୀର ଆଘାତ । ତାଙ୍କୁ ଗୁରୁତର…

ଆଗ ଥଇଥାନ ତା’ପରେ ଉଚ୍ଛେଦ

ପୁରୀ : (ମନୋଜ କୁମାର ବଳୀୟାରସିଂ)ପୁରୀ ଭୁବନେଶ୍ୱର ଜାତୀୟ ରାଜପଥର ମା’ବାଟମଙ୍ଗଳା ଙ୍କ ମନ୍ଦିର ନିକଟରେ ଭୋଗସାମଗ୍ରୀ, ଚା, ପାନ, ଜଳଖିଆ ଓ ଖଜା ଦୋକାନ ଆଦି ଦ୍ବାରା ନିଜନିଜ ପରିବାର ଙ୍କୁ ଚଳାଉଥିବା ସମସ୍ତ ଦୋକାନୀ ଗୁରୁବାର ଦିନ ପରିବାର…

ଶିକ୍ଷାରେ ଦୁର୍ବଳ ହେତୁ ଶିଶୁଶ୍ରମିକଙ୍କ ସଂଖ୍ୟା ବୃଦ୍ଧି ପାଉଛି ପୁରୀ ଜିଲ୍ଲାରେ

ପୁରୀ :(ମନୋଜ କୁମାର ବଳୀୟାରସିଂ)ରୁଚିକା ସମାଜ ମଙ୍ଗଳ ସଂଗଠନ ଓ ସତ୍ୟବାଦୀ ପୁଲିସ ର ମିଳିତ ସହଯୋଗରେ ଶିଶୁ ଶ୍ରମିକ ସତ୍ୟବାଦୀ ଅଞ୍ଚଳରୁ ଉଦ୍ଧାର କରାଯାଇଛି। ଶିଶୁ କାହିଁକି ଶ୍ରମିକ ଭବରେ କାର୍ଯ୍ୟ କରୁଛି ପଚାରିବାରୁ କହିଲା କି ଦଶମ ଶ୍ରେଣୀ…