ବେଲଗୁଣ୍ଠାରେ ଦୂର୍ଗା ପୂଜା

ବେଳଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ବେଲଗୁଣ୍ଠା ଟିପିଏସ୍ଓଡିଏଲ୍ କାର୍ଯ୍ୟାଳୟ ଠାରେ ମାଁ ଦୁର୍ଗା ଙ୍କ ମୃଣ୍ମୟୀ ପ୍ରତିମା ପୂଜା ମହାସମାରୋହରେ ପାଳିତ ହେଉଛି । ପବିତ୍ର ସପ୍ତମୀ ଠାରୁ ଏହା ଆରମ୍ଭ ହୋଇ ଜାରି ରହିଛି । କାରିଗରଙ୍କ ସୁକ୍ଷ୍ମ କାରିଗରୀରେ ମହାମାୟାଙ୍କ…

ବୁଢାରାଜା ଙ୍କ ଦଶହରା ପର୍ବ ରେ ଘୁମୁରା ପ୍ରତିଯୋଗିତା ଯୋଗଦେଲେ ଧର୍ମଗଡ ବିଧାୟକ

ଧର୍ମଗଡ଼ :(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଚିଲିଚିଲା ଗାଁ ରେ ବାର୍ଷିକ ଦଶହରା ପର୍ବ ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ପାଳିତ ହୋଇ ଯାଇଛି.ଗ୍ରାମର ଝାଙ୍କର ତ୍ରିଭୁବନ ମାଝୀ ଵିଧିବଦ୍ଧ ଭାବରେ ପୂଜାର୍ଚ୍ଚନା କରିଥିଲେ.ଏହି ବୁଢାରଜା…

ବିଶ୍ୱ ପ୍ରସିଦ୍ଧ ଛତର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ,ମାନସିକଧାରୀଙ୍କ ବଳିରେ ରକ୍ତ ରଞ୍ଜିତ ହେଲା ରାଜ ପଥ

କଳାହାଣ୍ଡି:(ନରେନ୍ଦ୍ର ନେଗୀ)କଳାହାଣ୍ଡିର ଇଷ୍ଟଦେବୀ ମା ମାଣିକେଶ୍ବରୀଙ୍କ ବିଶ୍ବ ପ୍ରସିଦ୍ଧ ଛତର ଯାତ୍ରା ରବିବାର ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଏହି ଛତର ଯାତ୍ରାରେ ଚଳିତ ବର୍ଷ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା l ମାନସିକଧାରୀଙ୍କ ଛାଗ ଓ କୁକୁଡ଼ା ବଳିରେ…

ଟିଟିଲାଗଡ ହାଟପଦା ପଡ଼ା ଦୁର୍ଗା ପୂଜା ମଣ୍ଡପରେ ଚାଲିଛି ମହାଷ୍ଟମୀ ପୂଜା

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ପ୍ରତି ବର୍ଷ ଭଳି ଚଳିତ ବର୍ଷ ଧୁମ ଧାମରେ ପାଳିତ ହୋଇଯାଇଛି ଟିଟଲାଗଡ ହାଟପଦା ପଡ଼ାର ଦୁର୍ଗା ପୂଜା। ଚଳିତ ବର୍ଷ ଅତି ସୁନ୍ଦର ଲାଇଟ ସାଜସଜ୍ଜା ସହ ଭିତର ପେଣ୍ଡାଲ ଅତି ଆକର୍ଷଣୀୟ ହୋଇଛି। ପୂଜକ ରୁଦ୍ର…

ଘଟି ତଳୁ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବୌଦ୍ଧ: (ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ତଳଗାଁ ପଂଚାୟତ ରାଣୀସାହି ଗ୍ରାମର ଘାଟି ତଳୁ ଏକ ମୃତ ଦେହ ଗତକାଲି ଉଦ୍ଧାର କରାଯାଇଛି। ସୂଚନା ମତେ ରାଣୀ ସାହି ଗ୍ରାମର କରୁଣାକର ନାୟକ (୬୮ ) ଗତ ୧୮  ତାରିଖ…

ମୂଷା କାଟିଦେଲା ଆଧାର କାର୍ଡ, ତିନିମାସ ହେଲା ଭତ୍ତା ବନ୍ଦ

ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ଆଧାର କାର୍ଡ ମୂଷା କାଟି ଦେବା ପରେ ଅସହାୟ ବୃଧାଙ୍କୁ ଗତ ତିନିମାସ ହେଲା ଚଳିବା ମୁସ୍କିଲ ହୋଇଗଲାଣି । ଘରେ ଚୁଲି ଜଳୁନି ଆଉ କିଛି ଦିନ ଏମିତି ଲାଗିରହିଲେ ଜୀବନ ଯିବ ନିଶ୍ଚିତ ।…