ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ର ସାମ୍ବାଦିକ ସମ୍ମିଳନୀ

ଧର୍ମଗଡ଼ :(ହେମନ୍ତ କୁମାର ମାଝୀ ) ଚଳିତ ବର୍ଷ ଖରିଫ ଧାନ କ୍ରୟ ପାଇଁ ରାଜ୍ୟ ସରକାର ନଭେମ୍ବର ୧ ତାରିଖ କୁ ଦିନ ଧାର୍ଯ୍ୟ କରିଥିବା ବେଳେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଡିସେମ୍ବର ୧ ତାରିଖ ରେ ଜିଲ୍ଲା ରେ…

ପୁରୁଣାକଟକ ଅଞ୍ଚଳ ରେ ପୁଣି ବାଇକ୍ ଚୋରୀ

ବୌଦ୍ଧ: (ଚିତ୍ତ ରଞ୍ଜନ ସିଂ ) ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅଞ୍ଚଳ ରେ ଗତ କାଲି ରାତିରେ ଏକ ବାଇକ୍ ଚୋରୀ ହୋଇଥିବା ଜଣାପଡିଛି । ମିଳିଥିବା ଖବର ଅନୁସାରେ ଗତ କାଲି ରାତି ପ୍ରାୟ ଦଶଟା ସମୟରେ ପୁରୁଣାକଟକ…

ପୂଜା ପାଠ ସହ ଆରମ୍ଭ ହେଲା ଖପ୍ରାଖୋଲ ମହୋତ୍ସବ

ଖପ୍ରାଖୋଲ :୧୫/୧୨(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ସଦର ମହକୁମାରେ ତୃତୀୟ ଖପ୍ରାଖୋଲ ମହୋତ୍ସବ ପୂଜା ପାଠ ସହ ଶୁକ୍ରବାର ଉଦଘାଟିତ ହୋଇଯାଇଛି। ଏହି ଅବସରରେ ପ୍ରଥମେ ଇଷ୍ଟ ଦେବୀ ମା ଡୁମେରତଲେନ୍ ଙ୍କ ଠାରେ ପୂଜା ପାଠ…

ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ସମ୍ମାନିତ।କେସିଙ୍ଗା ର ରାଜ ମିଶ୍ର କନିଷ୍ଠ ବୈଜ୍ଞାନିକ ଇସ୍ରୋ ଯିବା ପାଇଁ ଚୟନ

କେସିଙ୍ଗା:( ପ୍ରୀତେଶ ପଟେଲ)କେସିଙ୍ଗା ଶିଶୁ ବିଦ୍ୟାମନ୍ଦିର ର ନବମ ଶ୍ରେଣୀ ଛାତ୍ର ଓଁ ରାଜ୍ ମିଶ୍ର ଗତକାଲି ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟରୀୟମ ରେ ଅନୁଷ୍ଠିତ ଯୁବ ମହାକାଶ ଯାତ୍ରୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ରେ ଚୟନ ହୋଇ ଇସ୍ରୋ ମୁଖ୍ୟ…