ଦାଦନ ଯାଇ ଶ୍ରମିକ ମୃତ ,ହତ୍ୟା ଅଭିଯୋଗ କଲେ ପତ୍ନୀ, ଘଟଣା ପରେ ଫେରାର ଦାଦନ ସର୍ଦ୍ଧାର ପ୍ରଦୀପ ତାଣ୍ଡି
ପାଟଣାଗଡ଼ ବ୍ୟୁରୋ : ତା ୧/୧: (ନରେନ୍ଦ୍ର ନେଗୀ)ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଆମପାଳି ଗାଁ କୁ ଆଜି ଜଣେ ଦାଦନ ଶ୍ରମିକ ର ମୃତ ଦେହ ପହଞ୍ଚିଛି |ମୃତକ ଜଣକ ହେଉଛନ୍ତି ଗଜାନନ ଷାଣ୍ଡ (୪୯ )|ପେଟ ପାଟଣା ପାଇଁ…