ତେତେଲେଙ୍ଗା ଠାରେ ଅନୁଷ୍ଠିତ ଗୌରୀ ଶଙ୍କର ପବ୍ଲିକ ସ୍କୁଲ ବାର୍ଷିକ ଉତ୍ସବରେ ଯୋଗ ଦେଲେ ମନ୍ତ୍ରୀ
ହରଭଙ୍ଗା (ଚିତ୍ତରଞ୍ଜନ ସିଂ)ତେତେଲେଙ୍ଗା ଠାରେ ଗୌରୀ ଶଙ୍କର ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି l ବୌଦ୍ଧର ସର୍ଵ ପୁରାତନ ଗୌରୀ ଶଙ୍କର ପବ୍ଲିକ ସ୍କୁଲ ର ବାର୍ଷିକୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବିଧାୟକ ତଥା ଜଙ୍ଗଲ…