ଢେଙ୍କାନାଳ ଜିଲ୍ଲାର ପୁର୍ବତନ ସୈନିକ ସଂଘର ବାର୍ଷିକ ବନ୍ଧୁମିଳନ ୨୦୨୪
ଢେଙ୍କାନାଳ: (ଶୁଭମ ପାଣି )ଜାନୁଆରୀ ୨୮ ତାରିଖ ଦିନ ସମ୍ପୁର୍ଣ୍ଣ ଢେଙ୍କାନାଳ ଜିଲ୍ଲାର ପୁର୍ବତନ ସୈନିକ ମାନଙ୍କ ସପରିବାର ବନ୍ଧୁମିଳନ କାର୍ଯ୍ଯକ୍ରମ ହୋଟେଲ ନିରୁପମା ଠାରେ ବହୁତ ଧୁମ୍ ଧାମ୍ ରେ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର…