ଟିଟିଲାଗଡର ନୂତନ ଉପଜିଲ୍ଲାପାଳଙ୍କୁ ସ୍ବାଗତ ଓ ପୁର୍ବରୁ ଥିବା ଉପଜିଲ୍ଲାପାଳଙ୍କୁ ବିଦାୟୀ ସମ୍ବର୍ଦ୍ଧନା
ଟିଟିଲାଗଡ଼ : ( ସଞ୍ଜୟ କୁମାର ନାୟକ)ସୋମବାର ଦିନ ଟିଟିଲାଗଡ ଠାରେ ସ୍ଵାଗତ ଓ ବିଦାୟକାଳୀନ ସଭା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ନୂତନ ଭାବେ ଯୋଗ ଦେଇଥିବା ଉପଜିଲ୍ଲାପାଳ ଶ୍ରୀ ରେହାନ ଖାତ୍ରି, (ଭାପ୍ରସେ)ଙ୍କୁ ସ୍ଵାଗତ କରାଯାଇଥିବା…