ଗୋପାଳ ଏଗ୍ରୋ ନାମକ କପା ମିଲ୍ ରେ ନିଆଁ ଲାଗି ଲକ୍ଷାଧିକ ଟଙ୍କା କ୍ଷତି

କେଶିଙ୍ଗା :(ପ୍ରିତେଶ ପଟେଲ )କେସିଙ୍ଗା ବ୍ଲକ କୋକୋମୁଣ୍ଡା ଛକ ନିକଟସ୍ଥ ଗୋପାଳ ଏଗ୍ରୋ ନାମକ ଏକ କପା ମିଲ୍ ରେ ଆଜି ସକାଳ ପାଖାପାଖି ସାଢେ଼ ଆଠଟା ସମୟ ରେ ନିଆଁ ଲାଗି ଯାଇଥିଲା।ସୂଚନା ଅନୁଯାୟୀ ସଟ ସର୍କିଟ ଯୋଗୁଁ ନିଆଁ…

ପେନ୍‌ସନ୍ ଦାବୀ ନେଇ ଓଷ୍ଠାର ଆନ୍ଦୋଳନ

ଢେଙ୍କାନାଳ:୩/୨(ଶୁଭମ ପାଣି ) ନୂତନ ଅନୁଦାନ ପ୍ରାପ୍ତ ହାଇସ୍କୁଲ୍ ଗୁଡିକର ଶିକ୍ଷକ କର୍ମଚାରୀଙ୍କର ପେନ୍‌ସନ୍ ଆଦି ଦାବୀ ନେଇ ସରକାର ଟାଳଟୁଳ ନୀତି କରୁଥିବାରୁ ଶିକ୍ଷକମାନେ ଆଜି ରାଜରାସ୍ତାରେ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଆଜି ଦେବୁ କାଲି ଦେବୁ ବୋଲି…

ନ୍ୟାୟ ପାଇଁ ପରିବାର ସହ ରଶ୍ମିତା ଏସ୍‌ପିଙ୍କ ଦ୍ବାରସ୍ଥ

ଢେଙ୍କାନାଳ:୦୫/୦୨(ଶୁଭମ ପାଣି ) ଓଡାପଡା ବ୍ଲକ୍ ଅନ୍ତର୍ଗତ କାଶିଆଡିହି ଗ୍ରାମର ରଶ୍ମିତା ଦାସ ନାମକ ଜଣେ ବିବାହିତା ମହିଳା ଶ୍ୱଶୁର ଘର ଶାରୀରିକ, ମାନସିକ ଓ ଯୌତୁ ନିର୍ଯ୍ୟାତନା ଦେଇ ମାଡପିଟ୍ କରିଥିବା ଘଟଣାକୁ ନେଇ ଢେଙ୍କାନାଳ ଆରକ୍ଷୀ ଅଧକ୍ଷକ ମଡକର…

୨ ଜଣ ହାର୍ଡକୋର ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )୨ ଜଣ ହାର୍ଡକୋର ମହିଳା ମାଓବାଦୀ ପୋଲିସ ସାଉଥ ରେଞ୍ଜ IGP ଜୟନାରାୟଣ ପଙ୍କଜ ଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି l ବୌଦ୍ଧ ଜିଲ୍ଲା ପୋଲିସ ମୁଖ୍ୟାଳୟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆତ୍ମସମର୍ପଣ…

ତୃତୀୟ ବାଉଁଶୁଣୀ ଲୋକ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳାର ଦ୍ୱିତୀୟ ସନ୍ଧ୍ୟା

ସମସ୍ତେ ସହଯୋଗ କଲେ ଅଞ୍ଚଳର ବିକାଶ ହେବ, ଅତିଥି ବୃନ୍ଦ  ବୌଦ୍ଧ(ଚିତ୍ତରଞ୍ଜନସିଂ): ବୌଦ୍ଧ ବ୍ଲକ ବାଉଁଶୁଣି ହାଇସ୍କୁଲ ଖେଳ ପଡିଆ ରେ ତୃତୀୟ ବାଉଁଶୁଣି ଲୋକ ମହୋତ୍ସବ ଆଜି  ଦ୍ୱିତୀୟ ସନ୍ଧ୍ୟାରେ   ଅତିଥିଭାବେ ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ବିପ୍ର ଚରଣ…

ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଧର୍ମଶାଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଛାତ୍ରୀ ଆତ୍ମ ସୁରକ୍ଷା ତଲିମ ଶିବିର ଉଦଯାପିତ ହୋଇ ଯାଇଅଛି l ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଗୋପାଳ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ…

ସୁବର୍ଣ୍ଣପୁର ଜିଲ୍ଲା ଜମାକାରୀ ମିଳିତ ମଞ୍ଚ ତରଫରୁ ଏକ ଜରୁରୀ ବୈଠକ

ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ)ଆଜି ସୁବର୍ଣ୍ଣପୁର ଜିଲ୍ଲା ଜମାକାରୀ ମିଳିତ ମଞ୍ଚ ତରଫରୁ ଏକ ଜରୁରୀ ବୈଠକ ସୁବର୍ଣମେରୁ ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲା ସଭାପତି ସୋମନାଥ ପଧାନଂକ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଅଛି। ଏହି ବୈଠକରେ ମିଳିତ ମଞ୍ଚ ର…

ସ୍ବର୍ଗତ ପ୍ରସନ୍ନ ପଣ୍ଡା ଙ୍କ ସ୍ମୃତି ଉଦ୍ଧେଶ୍ୟରେ ମାଗଣା ସ୍ଵାସ୍ଥ୍ୟ ପରୀକ୍ଷା ଶିବିର

ସୁବର୍ଣ୍ଣପୁର : (ପ୍ରକାଶ ଚନ୍ଦ୍ର ବେବର୍ତ୍ତା)ସୋନପୁର ସହର ର ଏନ୍. ଜି.ଓ. ସି.ସି. ସଭାଗୃହ ଠାରେ ସୋନପୁର ମହାରାଜା ହାଇସ୍କୁଲ ର ଆଦର୍ଶ ଗଣିତ ଶିକ୍ଷକ ତଥା, ଗୀତା ଭାଷ୍ୟ ସଙ୍କଳନର ରଚୟିତା ପ୍ରସନ୍ନ କୁମାର ପଣ୍ଡାଙ୍କ ସ୍ମୃତି ଉଦ୍ଧେଶ୍ୟ ରେ…

ନୂଆ-ଓ ଓଡିଆ ଭାଷା ସମ୍ମିଳନୀ ଉଦଯାପିତ

ଧର୍ମଗଡ଼: ୬/୨(ହେମନ୍ତ କୁମାର ମାଝୀ)ଛାତ୍ରଛାତ୍ରୀମାନେ ହିଁ ଓଡିଆ ସାହିତ୍ୟର ଭବିଷ୍ୟତ। ମାଁର ଭାଷା ହିଁ ମାତୃଭାଷା।ଜଗନ୍ନାଥ ସଂସ୍କୃତି ହିଁ ଓଡିଆମାନଙ୍କର  ନିଜସ୍ୱ ସଂସ୍କୃତି। ଯେଉଁ ସଂସ୍କୃତି ଦୈନନ୍ଦିନ ଜୀବନର ଚାଲିଚଲଣୀ ଶିଖାଇଥାଏ ତାହା ଜଗନ୍ନାଥ ସଂସ୍କୃତି। ଜଗନ୍ନାଥ ହିଁ ଜୀବନର ପ୍ରତୀକ।…

ଉଦଘାଟିତ ହେଲା ବହୁ ପ୍ରତିକ୍ଷୀତ ସେବା ମହୋତ୍ସବ, ”ଦେବାରେ ଆନନ୍ଦ”

ହରଭଙ୍ଗା : (ଚିତ୍ତ ରଞ୍ଜନ ସିଂ ).ବହୁ ପ୍ରତିକ୍ଷୀତ ସେବା ମହୋତ୍ସବ “ଦେବାରେ ଆନନ୍ଦ l ସମ୍ବିଧାନ ର ଚତୃର୍ଥ ସ୍ତମ୍ଭ ର ଏକ ନିଆରା କାର୍ଯ୍ୟକ୍ରମ l ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର “ଜର୍ଣ୍ଣାଲିଷ୍ଟ ଆସୋସେସନ, ହରଭଙ୍ଗା “ଆନୁକୂଲ୍ୟରେ…