ଶଗଡ଼ିଆ କ୍ଷୁଦ୍ର ଜଳ ସେଚନ ଡ୍ୟାମ ରୁ ପାଣି ପାଇଁ ଚିନ୍ତା ରେ ଚାଷୀ
ହରଭଙ୍ଗା; (ଚିତ୍ତ ରଞ୍ଜନ ସିଂ )ବୌଦ୍ଧ କ୍ଷୁଦ୍ର ଜଳସେଚନ ବିଭାଗ ର ପୁରୁଣାକଟକ କ୍ଷୁଦ୍ର ଜଳସେଚନ ଅଧୀନରେ ଥିବା ହରଭଙ୍ଗା ଠାରେ ଶଗଡ଼ିଆ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ରୁ ହରଭଙ୍ଗା, ବୁକେସିଙ୍ଗା,କୁଡାସିଙ୍ଗ, ଡିଆଁଘାଟ, ସୁରୁଣ୍ଡି ଆଦି ଗ୍ରାମ ର 5 ଶହ…